Browsing Category
ଖବର
ଜନ୍ ଡେଭିଡ୍ ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଜନ୍ ଡେଭିଡ । ଅଷ୍ଟ୍ରେଲିଆର ଜନ୍ ଡେଭିଡ୍ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ । ଓଡ଼ିଶା ହକିକୁ ଏକ ନୂତନ ସୋପାନରେ…
ବିଭିନ୍ନ ରୋଗକୁ ଆୟତରେ ରଖିବ କଲରା ଜୁସ, ପ୍ରତିଦିନ ସେବନ କଲେ ମିଳିବ ଉପଶମ
ନୂଆଦିଲ୍ଲୀ: ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି । ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି । ଏହି ରୋଗ ଥରେ ହେଲେ ଏହାର ସମ୍ପୂର୍ଣ୍ଣ ଆରୋଗ୍ୟ କଷ୍ଟକର, ମାତ୍ର ରୋଗକୁ ଆୟତରେ ରଖାଯାଇପାରେ ।…
ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା
ଭୁବନେଶ୍ୱର : ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୫ ସୁଦ୍ଧା…
ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ବିଚାର ବିମର୍ଶ
ନୂଆଦିଲ୍ଲୀ:ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ପରବର୍ତ୍ତୀ ଟି-୨୦ କ୍ରିକେଟ ବିଶ୍ୱକପ । ଗତ ବର୍ଷ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର…
ଘରୋଇ ହସ୍ପିଟାଲରେ ଚାମ୍ବର ଭିତରୁ ଡାକ୍ତରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , କିଛି ଦିନ ତଳେ କରିଥିଲେ ବିବାହ
ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ତାଙ୍କ ଚ୍ୟାମ୍ବରରେ ଥିବାବେଳେ ଏହି ମୃତ୍ୟୁ ଘଟିଥିଲା । ତେବେ ଏହାର କାରଣ ସ୍ପଷ୍ଟ…
ରାଜ୍ୟସଭା ନିର୍ବାଚାନ ପାଇଁ ବାଜିଲା ବିଗୁଲ୍ : ଓଡ଼ିଶା ସମେତ ୧୫ ରାଜ୍ୟର ୫୭ଟି ଆସନ ପାଇଁ ହେବ ମତଦାନ, ଜୁନ୍ ୧୦ରେ ଭୋଟ୍
ନୂଆଦିଲ୍ଲୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ) ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଦେଶର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ମୋଟ୍ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍ ୧୦…
ଛଳରେ ମହିଳାଙ୍କ ଗର୍ଭାଶୟରେ ରଖିଲେ ସ୍ପର୍ମ, ୯୪ ପିଲାଙ୍କ ପିତା ବନିଗଲେ ଡାକ୍ତର; ନେଟ୍ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ହେଲା…
ନୂୂଆଦିଲ୍ଲୀ: ଆମେରିକାର ଇଣ୍ଡିଆନାପଲିସ୍ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଡାକ୍ତର ୯୪ ପିଲାଙ୍କର ବାପା ବୋଲି ଜଣାପଡ଼ିଛି । ଡାକ୍ତର ଜଣକ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀଙ୍କ ଗର୍ଭାଶୟରେ ନିଜ…
ଏସ୍ଟିଏଫ୍କୁ ବଡ ସଫଳତା: ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଜବତ ହେଲା୧ କେଜି ୪୨ ଗ୍ରାମ୍ ବ୍ରାଉନ୍ସୁଗର, ୩ ଗିରଫ
ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍) : ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଏସ୍ଟିଏଫ୍ ୧ କେଜି ୪୨ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲୁ ରହିଛି । ଜବତ ବ୍ରାଉନ…
୪୦ ଦିବ୍ୟାଙ୍ଗରେ ଚାଲିଛି ‘ଇକୋଜ୍ର’ କାଫେ, ସାଙ୍କେତିକ ଭାଷାରେ ଗ୍ରାହକଙ୍କୁ ଦେଉଛନ୍ତି ସର୍ଭିସ୍, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କୁ ରୋଜଗାରକ୍ଷମ କରିବାରେ ସାହାଯ୍ୟ କରୁଛି ‘ଇକୋଜ୍ର’ କାଫେ । ଏହା ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନରେ ଅବସ୍ଥିତ । କାଫେଟି ସମ୍ପୂର୍ଣ୍ଣ ଭାବେ ବାକ୍ ଓ ଶ୍ରବଣ ବାଧିତ କର୍ମଚାରୀଙ୍କ ଦ୍ୱାରା…
ନିର୍ମାଣାଧୀନ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ
ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ୍) :ଚୌଦ୍ୱାର ସହରର ନୁନ୍ଟିକିରି ହନୁମାନଲେନ୍ ଅଞ୍ଚଳରେ ନିର୍ମାଣଧିନ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତା ମହିଳା ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା…