Browsing Category
ଖବର
WTCରେ ନିଆରା ଇତିହାସ ରଚିଲେ ରିଷଭ ପନ୍ତ, ଯାହା ପୂର୍ବରୁ କେହି କରିପାରିନଥିଲେ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ଅଛି। ଯେଉଁଠାରେ ସେମାନେ ଆୟୋଜକ ଦଳ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଇଛନ୍ତି।
ଏହି ସିରିଜର ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍…
ସ୍ତ୍ରୀ ନୁହେଁ ତୁ ଡାହାଣୀ… ମୁହଁରେ ପକାଇଲେ ଛେପ, ଯୌତୁକ ପାଇଁ ନିର୍ଯାତନା
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗୋରଖପୁରରେ ଜଣେ ବ୍ୟକ୍ତି ବିବାହର ମାତ୍ର ତିନି ଦିନ ପରେ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ କହିଥିଲେ। ମହିଳା ଜଣକ ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ…
ପୁଣି ହୋଇଥାନ୍ତା ଏକ ବଡ଼ ବିମାନ ଦୁର୍ଘଟଣା, ଉଡ଼ାଣ ଭରିବା ପରେ ଦେଖାଦେଲା ତ୍ରୁଟି, ଆକାଶରେ ଅଟକିଲା ୧ ଘଣ୍ଟା
ନୂଆଦିଲ୍ଲୀ: ପୁଣି ହୋଇଥାନ୍ତା ଏକ ବଡ଼ ବିମାନ ଦୁର୍ଘଟଣା। ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ ଭରିବା ପରେ ଇଣ୍ଡିଗୋ ବିମାନରେ ଦେଖାଦେଲା ତ୍ରୁଟି। ଆଗକୁ ନଯାଇ ପାଖାପାଖି ଏକ ଘଣ୍ଟା କାଳ ଆକାଶରେ ଚକ୍କର କାଟିଲା ବିମାନ।…
ହସ୍ପିଟାଲ ଏବେ ଅସୁରକ୍ଷିତ, ଆଇସିୟୁରେ ପଶି ଗୁଳି କରି ହତ୍ୟା… ହତ୍ୟାକାରୀ ଫେରାର
ବିହାର: ବିହାରରେ ମାତିଛନ୍ତି ଅପରାଧୀ। ସୁରକ୍ଷିତ ନାହିଁ ଘର କି ବାହାର। ଏବେ ହସ୍ପିଟାଲ ମଧ୍ୟ ଅସୁରକ୍ଷିତ। ଅପରାଧୀଙ୍କ କବଜାରରେ କହିଲେ ଚଳେ ବିହାରର ହସ୍ପିଟାଲ। ଗୁରୁବାର ସକାଳେ, ବିହାରର ରାଜଧାନୀ ପାଟନାର ଘରୋଇ…
ସନାତନ ଧର୍ମକୁ ଫେରିବାରୁ ମହିଳାଙ୍କୁ ହତ୍ୟା ଧମକ, “ତୁମ ଗୋଡ଼ କାଟିଦେବୁ, ଦେଖିବା କୋଉ ମୋଦି ତୁମକୁ ବଞ୍ଚେଇବ”
ନୂଆଦିଲ୍ଲୀ: "ତୋ ଗୋଡ଼ କାଟି ଦେବୁ, ଦେଖିବା କୋଉ ମୋଦି କିମ୍ୱା କୋଉ ଯୋଗୀ ଆସି ତତେ ବଞ୍ଚେଇବ"। ସନାତନ ଧର୍ମକୁ ଫେରିବା ପରେ ପୀଡିତାଙ୍କୁ ସାଉଦିରୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।
ଅବୈଧ ଧର୍ମାନ୍ତରୀକରଣ…
ପୁରୁଷ ବନ୍ଧୁ ସହ ମା’ କରୁଥିଲା ରାସଲୀଳା, ଦେଖିଦେଲା ଝିଅ… ପରେ ଝିଅ ସହ ଏମିତି କଲା ମା’
ଉତ୍ତରପ୍ରଦେଶ: ମା’ ସାଜିଲା ଝିଅର ହତ୍ୟାକାରୀ। ପୁରୁଷ ବନ୍ଧୁ ସହ ମା’ କରୁଥିଲା ରାସଲୀଳା। ଝିଅ ଦେଖିଦେବାରୁ ପିଶାଚିନୀ ପାଲଟିଗଲା ମା’। ୬ ବର୍ଷର ଝିଅ ମା’କୁ ତା ପୁରୁଷ ବନ୍ଧୁ ସହ ଦେଖି ଦେଇଥିଲା। ବାପା ଆସିଲେ…
ଗିରଫ ହେଲେ ଦେଶଦ୍ରୋହୀ ଯବାନ, ପାକିସ୍ତାନୀ ISIକୁ ଦେଉଥିଲେ ଗୁପ୍ତ ତଥ୍ୟ, ଫିରୋଜପୁର ଜେଲ୍ ସହିତ ଅଛି ସମ୍ପର୍କ
ଅମୃତସର: ଗିରଫ ହେଲେ ଦେଶଦ୍ରୋହୀ ଯବାନ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ଜଣେ ସେନା ଯବାନ ଦବିନ୍ଦର ସିଂହଙ୍କୁ ଗିରଫ କରିଛି ପଞ୍ଜାବ ଷ୍ଟେଟ ସ୍ପେଶାଲ ଅପରେସନ ସେଲ (SSOC) ।…
ଶ୍ରାବଣ ମାସରେ କରନ୍ତୁ ଏହି 4 କାମ; ଖୁସି ହେବେ ପିତୃପକ୍ଷ, ଦାରିଦ୍ରର ହେବ ଅନ୍ତ, ହେବ ଧନର ବର୍ଷା
ଓଡ଼ିଶା ଭାସ୍କର: ଶ୍ରାବଣ ମାସରେ ଆପଣ ଭଗବାନ ଶିବଙ୍କ ସହିତ ପୂର୍ବପୁରୁଷଙ୍କୁ ବି ଖୁସି କରିପାରିବେ । ଧାର୍ମିକ ବିଶ୍ବାସ ଅଛି ଯେ, ଯଦି ଆପଣ ପିତୃପୁରୁଷଙ୍କୁ ଖୁସି କରନ୍ତି, ତେବେ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି…
ଗୁରୁବାର ଏତିକି ସମୟ ପର୍ଯ୍ୟନ୍ତ ରହିବ ସୁକର୍ମ ଯୋଗ; ଜାଣନ୍ତୁ ଶୁଭ ସମୟ ଏବଂ ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟ
ଓଡ଼ିଶା ଭାସ୍କର: ୧୭ ଜୁଲାଇ ୨୦୨୫ ପଞ୍ଚାଙ୍ଗ । ୧୭ ଜୁଲାଇ ଶ୍ରାବଣ କୃଷ୍ଣ ପକ୍ଷ ଏବଂ ଗୁରୁବାରର ସପ୍ତମୀ ତିଥି। ଆଜି ସନ୍ଧ୍ୟା ୭:୧୦ ପର୍ଯ୍ୟନ୍ତ ରହିବ ସପ୍ତମୀ ତିଥି। ଆଜି ସକାଳ ୯:୨୯ ରୁ ଆସନ୍ତାକାଲି ସକାଳ ୬:୪୮…
ଅନ୍ତଃବସ୍ତ୍ରର ଇଲାଷ୍ଟିକରେ ଫାଶୀ ଦେଲେ ଜେଲରେ ଥିବା କଏଦୀ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ନାଗପୁର: ଜେଲରେ ଆତ୍ମହତ୍ୟା କଲେ କଏଦୀ। ନିଜ ପିନ୍ଧା ଲୁଗାର ଇଲାଷ୍ଟିକରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି କଏଦୀ ଜଣକ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
କଏଦୀଙ୍କ ଫାଶୀ: ଘଟଣାଟି ହେଉଛି…