Browsing Category

ଖବର

ଆଜି ଭାରତ-ବାଂଲାଦେଶ ସୀମା ପରିଦର୍ଶନ କରିବେ ଶାହା

ଗୌହାଟୀ: ଆଜି ଭାରତ-ବାଂଲାଦେଶ ସୀମାରେ ମାନକଚାରରେ ପହଂଚିବା ପରେ ଦକ୍ଷିଣ ସଲମାରା-ମାନକଚର ଜିଲ୍ଲାର ମାନକଚର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ମାନକଚାରରରେ ଆସାମମେଘାଳୟ ସୀମାରେ କାମାଖାବାରି…

ଆମେରିକାରେ ଚମକିଲେ ଭାରତୀୟ ଯବାନ , ଷ୍ଟିପଲିଚେଜ୍‌ ରେସ୍‌ର ୩୦ବର୍ଷ ପୂରଣା ରେକର୍ଡ ଭାଙ୍ଗିଲେ ଅବିନାଶ

ମୁମ୍ବାଇ: ଆମେରିକାରେ ଅନୁଷ୍ଠିତ ଦୌଡ଼କୁଦ ପ୍ରତିଯୋଗୀତାରେ ଭାରତୀୟ ଯବାନ ଅବିନାଶ ସାବଲେ ୫୦୦୦ ମିଟର ଷ୍ଟିପଲିଚେଜ୍‌ ରେସ୍‌ରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି  । ସେ ଏହି ସଫଳତା ସହିତ ୩୦ ବର୍ଷ ତଳର ରେକର୍ଡକୁ ଭାଙ୍ଗି…

ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌, ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

­ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌ରେ ୧୨ ଜଣ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ । ସମସ୍ତେ ନିଜ ନିଜର ଅଂଶଗ୍ରହଣ…

କ୍ରିପ୍ଟୋ ମାର୍କେଟ୍‌ରେ ଅଭିବୃଦ୍ଧି, ୧.୧୭% ବଢ଼ିଲା ବିଟକଏନ୍

ମୁମ୍ବାଇ: ଶନିବାର ଦିନ କ୍ରିପ୍ଟୋ ମାର୍କେଟ୍‌ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଟକଏନ୍‌ ସନ୍ଧ୍ୟା ୫ଟା ବେଳେ ୧.୧୭% ବୃଦ୍ଧି ସହ ୨୯.୩୮ ଲକ୍ଷ ଟଙ୍କାର କାରବାର କରିଛି । ଏହି ସମୟରେ ଏହାର ମୂଲ୍ୟ ୩୩ହଜାରରୁ ଅଧିକ…

ରଥଖଳା ଅପଡେଟ୍…ତୁମ୍ବ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ୱକର୍ମା, ତିଆରି ହେବ ୪୨ ତୁମ୍ବ

ପୁରୀ, (ଭାସ୍କର ନ୍ୟୁଜ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି  । ଗତ ଅକ୍ଷୟ ତୃତୀୟ ଠାରୁ ରଥକାଠ ଅନୁକୂଳ ପରେ ତହିଁ ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ଥିବା…

ଓଡ଼ିଶା ଉପରୁ ଟଳିଲା ବିପଦ, ଉପକୂଳ ଛୁଇଁବନି ବାତ୍ୟା: ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ ଅବପାତ, ପୁରୀଠୁ ୧୨୫୦ କି.ମି. ଦୂରରେ ଅବସ୍ଥିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଆଶଙ୍କା ଓ ଭୟ ରହିଥିଲା ଆପାତତଃ ତାହାର ଅବସାନ ଘଟିବାକୁ ଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ…

ବିବାହ ପୂର୍ବରୁ ମଙ୍ଗେତରଙ୍କୁ ହାତକଡ଼ି ପିନ୍ଧାଇଲେ ଲେଡି SI, ଜାଣନ୍ତୁ କ’ଣ ରହିଥିଲା ମାମଲା

ନୂଆଦିଲ୍ଲୀ: ଆମ ଭାରତୀୟ ସମାଜରେ ବିବାହ ପରି ଏକ ପବିତ୍ର କାର୍ଯ୍ୟକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଉତ୍ସୁକ ରହିଥାନ୍ତି । ତେବେ ଅନେକ କ୍ଷେତ୍ରରେ ଏହି ସାମାଜିକ ଉତ୍ସବ ପୂର୍ବରୁ ଓ ପରେ ନାନା ପ୍ରକାରର ଅଘଟଣ, ଠକାମି…

ମଇ ୧୬ରେ ନେପାଳ ଗସ୍ତରେ ଯିବେ ମୋଦି, ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବାର ରହିଛି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ମଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଘଣ୍ଟା ପାଇଁ ନେପାଳ ଯାଇପାରନ୍ତି । ସେଠାରେ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବେ । ମୋଦୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ…

ଭାରତୀୟ ସୀମାରେ ପାକିସ୍ତାନୀ ସୁଡ଼ଙ୍ଗ,ଅନୁପ୍ରବେଶ ପାଇଁ ଖୋଳିଥିଲେ ଆତଙ୍କୀ ! ସନ୍ଦିଗ୍ଧ ଟନେଲ୍‌କୁ ଚିହ୍ନଟ କଲେ ଭାରତୀୟ ଯବାନ

ଶ୍ରୀନଗର, : ଯେତେ ଯାହା କଲେ ମଧ୍ୟ ପାକିସ୍ତାନର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଘଟୁ ନାହିଁ କିମ୍ବା ଚିତ୍ର ଓ ଚରିତ୍ର ବଦଳିବାର ନାଁ ଧରୁନାହିଁ । ପାକ୍‌ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ବିଭିନ୍ନ…

ଆଜି ଲଘୁଚାପ ରୂପ ନେଇ ଘୂର୍ଣ୍ଣିବଳୟ, ସ୍ପଷ୍ଟ ହେବ ଚିତ୍ର: ଏବେ ହେଉଥିବା ବର୍ଷା କାଳବୈଶାଖୀ ଜନିତ

ନୂଆଦିଲ୍ଲୀ/ଭୁବନେଶ୍ୱର : ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଏଯାଏଁ କୁହାଯାଇନି  । ବାତ୍ୟା ହେବ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ଦିଆଯାଇ ନାହିଁ  । ତେଣୁ ବିଭିନ୍ନ ଗଣମାଧ୍ୟମର ବାତ୍ୟା…