Browsing Category
ଖବର
ବଞ୍ଚିଥିବା ବେଳେ ଶୁଣିଲେନି ଅଭିଯୋଗ, ମୃତ୍ୟୁ ପରେ ରାଜନୀତି
ଭୁବନେଶ୍ୱର: ଯେତେବେଳେ ବଞ୍ଚିଥିଲେ ସେତେବେଳେ ଅଭିଯୋଗ କେହି ଶୁଣିଲେନି ଆଜି ଜୀବନ ଯୁଦ୍ଧରେ ହାରିଯିବା ପରେ ସହାନୁଭୁତି ଛୁଟୁଛି। ଘଟଣାକୁ ନେଇ ରାଜନୀତି କରାଯାଉଛି। ହେଲେ ଯେତେବେଳେ ପୀଡ଼ିତା ତାଙ୍କ ପ୍ରତି ହେଉଥିବା…
୫ କୋଟି ଟଙ୍କା ନବ ନା ମୋ ସହ ହନିମୁନ କରିବ?
ଓଡିଶା ଭାସ୍କର: ଲୋକମାନେ ଭାଇରାଲ ହେବା ପାଇଁ ଏତେ ପାଗଳ ଯେ, ସେମାନେ ନିଜ ବିବାହ ଠାରୁ ନେଇ ହନିମୁନ୍ ପର୍ଯ୍ୟନ୍ତ ଭିଡିଓ ସେୟାର କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। କେବଳ ଏତିକି ନୁହେଁ, କିଛି ଲୋକ ସମସ୍ତଙ୍କ…
ପ୍ରେମିକାକୁ ବାହା ହେବା ପାଇଁ ମା’ଙ୍କୁ ଚିଠି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ
ଛତିଶଗଡ଼: ପ୍ରେମିକାକୁ ବାହା ହେବା ପାଇଁ ନିବେଦନ କରି ମା'ଙ୍କୁ ଦେଇଥିଲେ ଚିଠି। ଏଭଳି ଏକ ଘଟଣା ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାତା ଦନ୍ତେଶ୍ୱରୀଙ୍କ ମନ୍ଦିରରେ ଦେଖିବାକୁ ମିଳିଛି।
ଏହି ମନ୍ଦିରକୁ ପ୍ରତିଦିନ…
ଟଙ୍କା ଦିଅ..ସ୍ତ୍ରୀ ନିଅ, ୭୦ରୁ ୮୦ ଲକ୍ଷରେ ମିଳୁଛନ୍ତି ଜୀବନସାଥୀ
ନୂଆଦିଲ୍ଲୀ: ଭଡ଼ାରେ ମିଳନ୍ତି ପତ୍ନୀ। କଥାଟା ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ। ଏକାପଣକୁ ଦୂର କରିବାକୁ ଯାଇ ଭଡ଼ା ଜୀବନସାଥୀ ବାଛନ୍ତି ଏଠାକାର ଲୋକ। ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କେଉଁଠି ଏହି ଦେଶ।…
ଶରୀର ଉପରେ କିପରି ପ୍ରଭାବ ପକାଏ ଲେମ୍ବୁପାଣି, ପିଉଥିଲେ କ’ଣ ମିଳିବ ଫାଇଦା
ନୂଆଦିଲ୍ଲୀ: ଆଜିକାଲିର ସମୟରେ, ଅନେକ ଲୋକ ସକାଳ ସମୟରେ ଖାଲି ପେଟରେ ଲେମ୍ବୁ ପାଣି ପିଇ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି। ଏ ବିଷୟରେ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। ଯେପରିକି କିଛି ଲୋକ ବିଶ୍ୱାସ କରନ୍ତି ଯେ ଖାଲି…
ମନ୍ଦିର ବୁଡ଼ିଲା, ପୋଲ ଭୁଶୁଡ଼ିଲା, ତ୍ରାହି ତ୍ରାହି ଡାକ ଦେଲେ ଲୋକେ
ଉତ୍ତରପ୍ରଦେଶ: ମୌସୁମୀ ପ୍ରଭାବରେ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଉତ୍ତର ପ୍ରଦେଶରେ ମଧ୍ୟ ମୌସୁମୀ ବର୍ଷା ଦେଖିବାକୁ ମିଳୁଛି। ଏହି ମୌସୁମୀ ବର୍ଷା ରାଜ୍ୟରେ ତାଣ୍ଡବ କରୁଥିବାବେଳେ ସୋମବାର ଦିନ ରାଜ୍ୟ…
BREAKING: ଆତ୍ମାହୁତି ପାଇଁ କରାଗଲା ବାଧ୍ୟ: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କ କ୍ଷୋଭ
ନୂଆଦିଲ୍ଲୀ: ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ କ୍ଷୋଭ। ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ ଗାନ୍ଧୀ। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଥିଲେ। କିନ୍ତୁ…
BREAKING: ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା
ବାଲେଶ୍ୱର: ମୃତ୍ୟୁ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା। ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସହାୟତା ଘୋଷଣା ନେଇ ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ସୌମ୍ୟାଶ୍ରୀଙ୍କ…
BREAKING: ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ, ପଳାସିଆ ଗାଁରେ ଶୋକାକୂଳ ପରିବେଶ
ବାଲେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ। ଗାଁ ଝିଅକୁ ହଜାର ହଜାର ଲୋକ ଶେଷ ବିଦାୟ ଦେଇଛନ୍ତି। ପରିବାରରେ କାନ୍ଦ ବୋବାଳି। ସୌମ୍ୟାଶ୍ରୀଙ୍କ ମୃତଦେହକୁ ଦେଖି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ।…
ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ। ବାଲେଶ୍ୱର ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଆଜି…