Browsing Category

ଖବର

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୪୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ମହିଳା କ୍ରିକେଟ ପାଇଁ ଖୁସି ଖବର: ୨୦୨୩ରୁ ମହିଳା ଆଇପିଏଲ୍‌ ଯୋଜନା କରିଛି ବିସିସିଆଇ

ମୁମ୍ବାଇ: ମହିଳା କ୍ରିକେଟ ପାଇଁ ଶୁଭ ଖବର । ପୁରୁଷ ଆଇପିଏଲ ପରି ମହିଳା ଆଇପିଏଲ ଆୟୋଜନ ନେଇ ବହୁଦିନ ଧରି ଦାବି ହୋଇ ଆସୁଥିଲେ ହେଁ ବିସିସିଆଇ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନଥିଲା । ମାତ୍ର ମହିଳା…

୨୭ରୁ ୩୦ ତାରିଖ ମଧ୍ୟରେ ‘ଆଇଟିଆର’ରୁ ସିରିଜ୍‌ ପରୀକ୍ଷାମୂଳକ ଉଡ଼ାଣ, ସ୍ଥାନାନ୍ତର ହେବେ ୭ହଜାରରୁ ଅଧିକ ଗ୍ରାମବାସୀ

ବାଲେଶ୍ୱର, (ଭାସ୍କର ନ୍ୟୁଜ୍‌) : ଆସନ୍ତା ମାର୍ଚ୍ଚ ୨୭ରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ‘ଆଇଟିଆର’ରୁ ସିରିଜ୍‌ ପରୀକ୍ଷାମୂଳକ ଉଡାଣ (ଏକ୍ସପେରିମେଂଟାଲ ଫ୍ଲାଇଟ୍‌ ଟ୍ରାଏଲ) ହେବାର କାର୍ଯ୍ୟକ୍ରମ…

ଆଜିଠୁ ଫଟାଫଟ୍‌ କ୍ରିକେଟ୍ ମହାକୁମ୍ଭ: ଉଦ୍‌ଘାଟନି ମ୍ୟାଚରେ ସୁରପ କିଙ୍ଗସ ଓ ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା

ମୁମ୍ବାଇ : ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ  । ମୋଟ୍‌ ୩ଟି ଭେନ୍ୟୁରେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁନେ) ଏଥର ସିଜନର ୭୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ । ବେଶ୍‌ କିଛି ଦିନ ହେଲା ପୁନେ ଓ ମୁମ୍ବାଇରେ ୧୦ଟି…

ଆଜି ହାଇକୋର୍ଟ ବାର୍‌ ର୍ନିବାଚନ: ସକାଳ ୮ଟାରୁ ଭୋଟ୍, ଅପରାହ୍ନ ୪ଟାରୁ ଗଣତି

କଟକ, (ଭାସ୍କର ନ୍ୟୁଜ୍‌) :  ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଚଳିତ ବର୍ଷର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ପଦ ପାଇଁ କାଳୀପ୍ରସନ୍ନ…

ବାପାର ଜୁଇ ଜଳୁଥିବା ବେଳେ ପୁଅର ଆସିଲା ମୃତ୍ୟୁ ଖବର, ଦୁଃଖରେ ଭାଙ୍ଗିପଡିଲେ ପରିବାରଲୋକ ଓ ଗ୍ରାମବାସୀ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଏହି ଗ୍ରାମର ପୁରୁଷୋତ୍ତମ ସ୍ୱାଇଁ (୫୫) ଦୀର୍ଘ ଦିନ ଧରି ବ୍ରେନ କ୍ୟାନସରରେ ପିଡିତ ହୋଇ ନିଜ…

ସ୍ୱତନ୍ତ୍ର ଡ୍ରାଇଭକୁ ବଡ ସଫଳତା: ୧୧ କୋଟିରୁ ଉର୍ଦ୍ଧ ଟଙ୍କାର ମଦ ଜବତ କଲା ଅବକାରୀ ବିଭାଗ

କଟକ (ଭାସ୍କର ନ୍ୟୁଜ୍‌): ରାଜ୍ୟର ସହରାଞ୍ଚଳ ଆଞ୍ଚଳିକ ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବରେ କରାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି…

ମାଛଧରାଳିଙ୍କ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର, ଧୀବରଙ୍କୁ କାମୁଡ଼ି କଲା ରକ୍ତାକ୍ତ

ତିହିଡ଼ି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ କିଛି ମାଛଧରଳି ଜାଲ ପକାଇ ମାଛ ଧରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଜଣେ…

ଆସିପାରେ ଜିଏସ୍‌ଟିର ନୂଆ ସ୍ଲାବ୍‌, ମହଙ୍ଗା ହେବ ବିଭିନ୍ନ ସାମଗ୍ରୀ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ଗଠନ କରାଯାଇଥିବା ମନ୍ତ୍ରୀମାନଙ୍କ ଏକ ଟିମ୍‌ ବର୍ତ୍ତମାନ ପ୍ରଚଳନରେ ଥିବା ୧୨% ଓ ୧୮% ସ୍ଲାବ୍‌କୁ ମିଶ୍ରଣ କରି ୧୫% ନାମରେ ଏକ…

ନୂଆଗଡ଼ ଗ୍ରାମରେ ବାଘ ଆତଙ୍କ, ପଦ ଚିହ୍ନ ଦେଖି ଲୋକେ ଭୟଭୀତ

ଜଗତସିଂହପୁର, (ଭାସ୍କର ନ୍ୟୁଜ୍‌) : ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ମୁଦୁୁର ପଞ୍ଚାୟତର ନୂଆଗଡ଼ ଗ୍ରାମର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ତଥା ଆତଙ୍କିତ ହୋଇ ରହିଥିବାର ଶୁଣିବାକୁ ପଡ଼ିଛି ।…