fbpx
BSKY
BJD MC SKY
BJD MS SKY
Browsing Category

ଭିଡିଓ ଖବର

(Video) ମୋ ଗେହ୍ଲା ଭଉଣୀ ଜମା କାନ୍ଦନା, ମୁଁ ଅଛି ପରା, ତୁ ଜୀବନରେ କେବେ ହାରି ପାରିବୁ ନାହିଁ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଅନେକ ସମୟରେ ଛୋଟ ପିଲାଙ୍କର କିଛି ଟ୍ୟାଲେଣ୍ଟ ଭରା ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗୋଟିଏ ଛୋଟ ଶିଶୁ ତା’ର ଟିକି ଭଉଣୀର ଲୁହ ପୋଛିବା ସହ ତାକୁ ସମବେଦନା ଦେଉଥିବା ଘଟଣା…

(Video) କପି କରିବା ଶିଖିବ କିଏ: ପିଲାମାନେ ଆମର ଶୋଇ, ବସି, ହସି, ଖେଳି, ଗୋଡ଼ ଲମ୍ବାଇ ପରୀକ୍ଷା ଦେଉଛନ୍ତି

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନଗ୍ନ କାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ କିଛି ଛାତ୍ରଛାତ୍ରୀ ବହୁଳ ମାତ୍ରାରେ କପି କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି ।…

(Video) ସୁଇମିଂ ପୁଲରୁ ହଠାତ୍ ୪୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ, ସିଙ୍କହୋଲ ଡାକି ଆଣିଲା ବିପଦ

ନୂଆଦିଲ୍ଲୀ: ଅନେକ ଲୋକ ସୁଇମିଂ ପୁଲରେ ଗାଧୋଇବାର ମଜା ଉଠାଇଥାନ୍ତି । ତେବେ ଏହି ମଜା ଜଣେ ବ୍ୟକ୍ତିଙ୍କ ପାଇଁ ସଜ୍ଜା ପାଲଟି ଯାଇଛି । ଗାଧୋଉଥିବା ସମୟରେ ହଠାତ୍ ପୁଲର ଏକ ସିଙ୍କହୋଲ ମଧ୍ୟରେ ଜଣେ ଯୁବକ ଗଳିପଡ଼ିଥିଲେ ।…

(Video) WHOର ବଡ଼ ଘୋଷଣା: Monkeypoxକୁ ନେଇ ଜାରି ହେଲା ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଆଲର୍ଟ କରାଯାଇଛି । ମଙ୍କିପକ୍ସକୁ ନେଇ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରାଯାଇଛି । ଏନେଇ ହୁ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଆଧାନୋମ…

(Video) ‘ଆପଣା ସୁନା ତ ଭେଣ୍ଡି କହିବା କାହାକୁ’: ବାବୁସାନ-ପ୍ରକୃତିଙ୍କ ଲଭ୍ ଷ୍ଟୋରୀକୁ ନେଇ କ’ଣ କହିଲେ ଉତ୍ତମ ମହାନ୍ତି, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀକୁ ନେଇ ଆଜି ସୋସିଆଲ ମିଡ଼ିଆ ହଲଚଲ ହୋଇଯାଇଛି । ଦୁହିଁଙ୍କର କିଛି ଭିଡିଓ ଏହା ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।…

(Video) ବାବୁସାନ-ପ୍ରକୃତିଙ୍କ ଲଭ୍ ଷ୍ଟୋରୀ: ତୃପ୍ତିଙ୍କ ଘରେ ପହଞ୍ଚିଲେ ଅପରାଜିତା, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀଙ୍କୁ ନେଇ ଆଜି ସାରା ଓଡ଼ିଶା ପଡ଼ୁଛି ଉଠୁଛି । ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି…

(Video) ଓଲିଉଡ ଷ୍ଟାରଙ୍କ ତ୍ରିକୋଣୀୟ ଲଭ୍ ଷ୍ଟୋରୀ: ତୃପ୍ତି ନିଜର ଷ୍ଟାଣ୍ଡାର୍ଡ ଦେଖାଇ ଦେଲେ, ମୁଁ ଡରିବିନି, ଆକ୍ସନ ନେବି- ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଓଲିଉଡ ଷ୍ଟାରଙ୍କ ତ୍ରିକୋଣୀୟ ଲଭ୍ ଷ୍ଟୋରୀ । ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ସମୟରେ ସତ୍ୟନଗର ଅଞ୍ଚଳରେ…

(Video) ଏତେବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ? ମୁହାଁମୁହିଁ ଧକ୍କା ହେଲେ ଦୁଇଟି ହେଲିକପ୍ଟର

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଘଟଣାର ଭିଡିଓ ଭାଇରାଲ ହେଉଥିବାର ଦେଖାଯାଇଥାଏ । ତେବେ ଆପଣମାନେ କେବେ ହେଲିକପ୍ଟର ଦୁର୍ଘଟଣା ଦେଖିଛନ୍ତି କି । ଦୁଇଟି ହେଲିକପ୍ଟର ପରସ୍ପର ସହ…

(Video) Wow, Mind Blowing, Thank You God, I Love It: ଭାରତରେ ସତରେ କ’ଣ ଏପରି ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରକୃତି ଖୁବସୁରତ ନଜାରା ସୋସିଆଲ ମିଡ଼ିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଗୋଆର ପର୍ଯ୍ୟଟନ କ୍ଷେତ୍ର ବିଷୟରେ କିଏ ବା ନ ଜାଣିଛି । ସେଠାରେ ଥିବା ସୁଧସାଗରର ସୌନ୍ଦର୍ଯ୍ୟ ବିଷୟରେ ଯେତେ ବି…

(Video) ‘ପାପା କୀ ପରୀ’, ରଙ୍ଗ ବହୁତ ହୋଇଗଲା, ଚିରାଫଟା ଜିନ୍ସ ଡ୍ୟାନ୍ସ ଆଉ ଦେଖାଅନି

ନୂଆଦିଲ୍ଲୀ: ଆଜିକାଲିର ଯୁବକ, ଯୁବତୀଙ୍କର ଅନେକ ଫେସନ ଭିଡିଓ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଜଣେ ଯୁବତୀ ମେଟ୍ରୋ ଟ୍ରେନରେ ଡ୍ୟାନ୍ସ କରୁଥିବା ବେଳେ ଭିଡିଓ ଭାଇରାଲ ହୋଇଛି । ଏହି…