fbpx
Browsing Category

ଭିଡିଓ ଖବର

ଜାଗୁଆର କୁମାରଙ୍କ ଅଜବ ଜିଦ୍ଦି: ବାଘକୁ ନନେଲେ ଭାରତ ଫେରିବିନି (Video)

ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଭାରତୀୟ । ସମସ୍ତେ ସେଠୁ ସୁରକ୍ଷିତ ଭାବରେ ଫେରିବା ପାଇଁ ଚାହୁଁଛନ୍ତି । ହେଲେ ଜଣେ ଭାରତୀୟ ଡାକ୍ତର ସେଠାରେ ଟିକିଏ ଅଜବ ପରିସ୍ଥିତିର ସାମ୍ନା କରୁଛନ୍ତି ।…

ସେବା ବାହାନାରେ ଜିତିଲା ମାଲିକଙ୍କ ବିଶ୍ୱାସ: ଲୁଟିନେଲା ୧୦ ଲକ୍ଷ (Video)

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ପ୍ରଥମେ ମନରେ ଜନ୍ମେଇଲା ବିଶ୍ୱାସ ଆଉ ସେହି ବିଶ୍ୱାସରେ ଦେଲା ବିଷ । ତାହା ପୁଣି ଜଣେ ଅସୁସ୍ଥ ମହିଳାଙ୍କଠାରୁ । ମାଲିକଙ୍କ ଟଙ୍କା ଉପରେ ରଖିଥିଲା ନଜର । ଆଉ ଚଞ୍ଚକତା କରି ଲୁଟି…

ୟୁକ୍ରେନ ଯୁଦ୍ଧ ଭୂମି ରହିଲା ସାକ୍ଷୀ… ବିବାହ କଲେ ଦୁଇ ସୈନିକ, ଦେଖନ୍ତୁ ଭାଇରାଲ ଭିଡିଓ…

ଋଷ ୟୁକ୍ରେନର ଘମାଘୋଟ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । ଋଷ ସୈନିକଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସୈନିକ । ହାରମାନିବାକୁ ପ୍ରସ୍ତୁତ ନାହାଁନ୍ତି ୟୁକ୍ରେନ ସୈନିକ । ଏହାରି ମଧ୍ୟରେ ସୋମବାର ଯୁଦ୍ଧ ଭୂମିରୁ…

ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଖୁଲମଖୁଲା ଚାଲିଛି ଧଳା ଜହର ଡିଲ: ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ଅପରାଧ । କିଏ କେମିତି ଉପାୟରେ ଅପରାଧ କରୁଛି ତାର ପତା ମିଳୁନି । ହେଲେ ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଥାନା ଠୁ ମାତ୍ର ୧୦୦ ମିଟର ଦୂରରେ ଚାଲିଛି…

ଋଷ ଯବାନଙ୍କୁ ଟ୍ରାକ୍ କରୁଛି ଡେଟିଂ ଆପ୍: ବ୍ରିଟିଶ ଇଣ୍ଟେଲିଜେନ୍ସର ଚମକାଇଦେବା ଭଳି ସୂଚନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଋଷ ୟୁକ୍ରେନ ଯୁଦ୍ଧ ବିଭୀଷିକା ଜାରି ରହିଛି । ସମୟ ବଢିବା ସହ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ଆସିଛି । ବ୍ରିଟେନ ଋଷ ସୈନିକଙ୍କୁ ଟ୍ରାକ କରିବା ପାଇଁ ନୂଆ ତରିକା…

ମୃତ୍ୟୁ ପୂର୍ବରୁ ରକ୍ତବାନ୍ତି କରିଥିଲେ ଶେନ୍ ୱର୍ଣ୍ଣ: ଥାଇଲାଣ୍ଡ ପୁଲିସର ବଡ ଖୁଲାସା[Video]

ନୂଆଦିଲ୍ଳୀ: ଅଷ୍ଟ୍ରେଲୀୟ କ୍ରିକେଟର ସ୍ପିନର କିଙ୍ଗ ଶେନ୍ ୱର୍ଣ୍ଣଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି । ତାଙ୍କର ଦେହାନ୍ତ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ କ୍ଷତି । ଏହି ଲେଜେଣ୍ଡ ସ୍ପିନରଙ୍କୁ ମୃତ୍ୟୁ ବେଳକୁ ମାତ୍ର୫୨…

ଶୀରାମ ମନ୍ଦିରରେ ହେବ ୨୫ ଯୋଡ଼ିଙ୍କ ବର-ବଧୂଙ୍କ ନିଶୁଳ୍କ ବିବାହ: ପ୍ରୟାସ ଅନୁଷ୍ଠାନର ନିଆରା ପ୍ରୟାସ (See Video)

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିବାହ ହେଉଛି କୌଣସି ପୁଅ ଏବଂ ଝିଅ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ । ଝିଅଟିଏ ସ୍ୱପ୍ନ ଦେଖିଥାଏ କିପରି ଏକ ଭଲ ସ୍ୱାମୀଟିଏ ପାଇବ ଏବଂ ସୁଖରେ ଘର ସଂସାର କରିବ । ଅନେକ ସ୍ୱପ୍ନ…

ମୋ ସ୍ତ୍ରୀ ପୋଲିସ୍ ବାଲା ସହିତ ପ୍ରେମ କରୁଛି: କ୍ୟାମେରା ଆଗରେ ଦୁଃଖ ବଖାଣିଲା ଅସହାୟ ସ୍ୱାମୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋ ସ୍ତ୍ରୀ ପୋଲିସ୍ ବାଲା ସହିତ ପ୍ରେମ କରୁଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ଜନୈକ ଅସହାୟ ସ୍ୱାମୀ । ସ୍ତ୍ରୀ ପୋଲିସ ବାଲା ସହିତ ପ୍ରେମ କରୁଥିବା ବେଳେ ମୋ ପରିବାରକୁ ନିର୍ଯାତନା…

ନଦୀରେ ଭାସିଗଲେ ୪ ଜଣ; ୩ ଉଦ୍ଧାର, ଜଣେ ନାବାଳିକା ନିଖୋଜ (Watch Video)

ରାଉରକେଲା: ନଦୀରେ ଗାଧୋଇବା ସାଜିଲା କାଳ, ବୁଡ଼ିଗଲେ ୪ ଜଣ , ୩ ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି । ପାନପୋଷ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୪ ଜଣ ବୁଡ଼ିଯାଇଥିଲେ। ତେବେ ୩ ଜଣକୁ ଉଦ୍ଧାର…

କର୍ତ୍ତବ୍ୟ ସହ ସେବା କରୁଥିବା ଏହି ପୋଲିସ କର୍ମଚାରୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ, ଦେଖନ୍ତୁ ଭିଡିଓ…

କାନ୍ଧରେ ବନ୍ଧୁକ ଆଉ କୋଳରେ ଅଛନ୍ତି ଜଣେ ମା । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି ଉତ୍ତର ପ୍ରଦେଶରେ ଇଲେକ୍ସନ ସମୟର । ଖାକି ବର୍ଦିର ଏଭଳି କର୍ତ୍ତବ୍ୟ ଏବଂ ମାନବିକତା ନେଇ…