Browsing Category

ଭିଡିଓ ଖବର

(Video) ଦେଖୁ ଦେଖୁ ସିଙ୍କହୋଲରେ ଫସିଗଲା କାର, ଫିଲ୍ମ ଷ୍ଟାଇଲରେ ବଞ୍ଚିଗଲା ମାଆ-ଛୁଆଙ୍କ ଜୀବନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସିସିଟିଭିରେ ଅନେକ ଥର ଏପରି ଘଟଣାମାନ କଏଦ ହୁଏ, ଯାହାକୁ ଆଖିରେ ବିଶ୍ୱାସ କରାଯାଇପାରେନା। ବର୍ତ୍ତମାନ ଏଭଳି ଏକ ଘଟଣା ସିସିଟିଭିରେ କଏଦ ହୋଇଛି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣାରେ ଜଣେ ୪୩…

(Video) Processingରେ ରହିଛି କି ଆପଣଙ୍କ ‘ସୁଭଦ୍ରା’ ଟଙ୍କା? ଷ୍ଟାଟସ୍ ଚେକ୍ ବେଳେ Under Process ଆସିଲେ କ’ଣ କରିବେ ? ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି ।…

(Video) ହେ ଭଗବାନ! ଶିକ୍ଷକଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ଏକ କୋବ୍ରା, ବାହାରକୁ କାଢ଼ିବା ବେଳକୁ…

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଅଘଟଣ ଘଟିଥାଏ, ଯାହାକି ଅନ୍ୟ ପାଇଁ ବଡ଼ ବିପଦର କାରଣ ସାଜିଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଗୋଟିଏ ସାପ ଜଣେ ଶିକ୍ଷକଙ୍କ ପ୍ୟାଣ୍ଟ ଭିତରେ…

(Video) ଫର୍ମ ୨ ଥର ପଡ଼ିଲେ ମିଳିବନି ‘ସୁଭଦ୍ରା’ ଟଙ୍କା! ଏହି ଭୁଲ କରିବାର ପୂର୍ବରୁ ସାବଧାନ୍, ଯୋଜନାରୁ କଟିଯିବ ଆପଣଙ୍କ ନାଁ

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ତେଣୁ…

(Video) କିଏ ହେବେ ‘TATA’ର ଉତ୍ତରାଧିକାରୀ? ରତନ ଟାଟାଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବ ବିଶାଳ ସାମ୍ରାଜ୍ୟ

ଓଡ଼ିଶା ଭାସ୍କର: ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ରତନ ଟାଟାଙ୍କ ମୃତ୍ୟୁ ହୋଇଯାଇଛି । ରତନ ଟାଟା ଖାଲି ଜଣେ ଶିଳ୍ପପତି ନଥିଲେ । ସମାଜ ସେବା ଏବଂ ଉତ୍ତମ ବ୍ୟକ୍ତିତ୍ୱ ପାଇଁ ସେ ବେସ ଜଣାଶୁଣା ।…

(Video) ଏମିତି ବି ସମ୍ଭବ! ଅଦରକାରୀ ଜିନିଷରେ ତିଆରି ହୋଇଛି ପୂଜା ମଣ୍ଡପ: ଦେଖିବା ପାଇଁ ଲାଗିଛି ଲୋକଙ୍କ ଗହଳି

ଓଡ଼ିଶା ଭାସ୍କର: ଦୁର୍ଗା ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ନୂଆ ନୂଆ ରୂପ ଦେଉଛନ୍ତି । କେଉଁଠି ମେଟ୍ରୋ ଟ୍ରେନ ଥିମରେ ମଣ୍ଡପ ନିର୍ମାଣ ହେଉଛି ତ ଆଉ କେଉଁଠି ଜଙ୍ଗଲ ଥିମ ନେଇ ନିର୍ମାଣ ହୋଇଛି ମା’ଙ୍କ ପୂଜା ମଣ୍ଡପ ।…

(Video) ସାବଧାନ, କାଗଜ କପରେ ଚା-କଫି ପିଇଲେ ହେଉଛି ଭୟଙ୍କର ରୋଗ! ଚାଲିଯିବ ଜୀବନ, ଜାଣନ୍ତୁ ବିକଳ୍ପ

ଓଡ଼ିଶା ଭାସ୍କର: ଚାହା ବା କଫି ପିଇବା ଅନେକ ଲୋକଙ୍କ ଏକ ବଡ଼ ଅଭ୍ୟାସ । ଅନେକ ଲୋକଙ୍କ ଦିନ ଚା’ କପ୍ ସହିତ ଆରମ୍ଭ ହୋଇଥାଏ । କେହି କେହି ଘରେ ଚା’ କିମ୍ବା କଫି ପିଇଥାନ୍ତି ତ ଆଉ କେହି ପାଖ ଦୋକାନ ବଜାରରେ । ତେବେ…

(Video) ପଛରେ ରହିଗଲେ ବିରେନ୍ଦ୍ର ସେହୱାଗ: ମୁଲତାନର ନୂଆ ସୁଲତାନ୍ ବନିଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ‘ମୁଲତାନ କା ସୁଲତାନ୍’ କହିଲେ ଟିମ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗଙ୍କୁ ବୁଝାଯାଏ । କିନ୍ତୁ ଆଜିଠାରୁ ଏହି ସଂଜ୍ଞା ବଦଳି ଯାଇଛି । ଆଜିଠାରୁ ଇଂଲଣ୍ଡର ହ୍ୟାରି ବ୍ରୁକଙ୍କ…

(Video) ରାସନ କାର୍ଡ ନଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା! ଯୋଜନା ସହ କ’ଣ ରହିଛି ସମ୍ପର୍କ? ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଆହୁରି ଅନେକ ଲୋକ ଏଥିରେ ଟଙ୍କା ପାଇନାହାନ୍ତି । ତେବେ ଏହାଭିତରେ ଗୋଟିଏ କଥା ଶୁଣିବାକୁ…

(Video) ନବରାତ୍ରୀ ୨୦୨୪: ପବିତ୍ର ମହାସପ୍ତମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି । ତେବେ ପବିତ୍ର ମହାସପ୍ତମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମା’ କାଳୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ…