fbpx
Browsing Category

ଭିଡିଓ ଖବର

(Video)ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରିଲେ ପୋଲିସ ଅଧିକାରୀ

ଉତ୍ତର ପ୍ରଦେଶ: ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଭୁଲରେ ଗୁଳି ମାରିଛନ୍ତି ପୋଲିସ ଅଧିକାରୀ। ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୋଲିସ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାର…

(Video) ‘ସାରା ଦୁନିଆର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଭାରତର ସଂସ୍କୃତି’, ପ୍ରଧାନମନ୍ତ୍ରୀ କହିଲେ ଆମେ ଆମ ଐତିହ୍ୟ ପାଇଁ ଗର୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲାରେ ଆୟୋଜିତ ହେବାକୁ ଥିବା ପ୍ରଥମ ଭାରତୀୟ କଳା, ବସ୍ତୁକଳା ଏବଂ ଡିଜାଇନ ଦ୍ୱିବାର୍ଷିକ ୨୦୨୩ର ଉଦଘାଟନ କରିଛନ୍ତି । ଏହାରି ମଧ୍ୟରେ ସେ ଏକ ସ୍ମାରକ ଡାକ ଟିକେଟ…

(Video) ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରତିଶ୍ରୁତି ପୂରଣ କଲେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନା: ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ତେବେ ରାବନ୍ତ ରେଡ୍ଡୀ ଶପଥ ଗ୍ରହଣ…

(Video) ଆକାଶରେ ଏକାଠି ଉଡ଼ିଲେ ହଜାର ହଜାର ପକ୍ଷୀ, ସୁନ୍ଦର ଦୃଶ୍ୟ ଦେଖି ଲୋକେ ହେଲେ ଭାବବିହ୍ୱଳ

ନୂଆଦିଲ୍ଲୀ: ଅନେକ ଥର ପକ୍ଷୀମାନେ ଆକାଶରେ ଏପରି ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି କରନ୍ତି, ଯାହାକୁ ଦେଖି ପ୍ରକୃତିର ସୌନ୍ଦର୍ଯ୍ୟକୁ ପ୍ରଶଂସା ନ କରି ରହି ହୁଏନି। ସସାରୀ, ସାର୍ଡିନିୟାର ୪୧ ବର୍ଷୀୟ ଡାକ୍ତର ରୋବର୍ଟ ବିଦାଉ…

(Video) ” ମୋଦୀଙ୍କୁ ବନ୍ଦୀ କରିବା ପାଇଁ ବିଶ୍ୱରେ ଆମଠାରୁ ଅଧିକ ଉତ୍ସାହିତ କେହି ନାହାନ୍ତି”: ପାକିସ୍ତାନୀ ସେନା ଅଧିକାରୀ

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ପାକିସ୍ତାନ ଅନେକ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଛି । ତେବେ ବର୍ତ୍ତମାନ ସମୟରେ ପାକିସ୍ତାନୀ ସେନାର ଜଣେ ବରିଷ୍ଠ ଅଧିକାରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ବିବୃତି…

(Video) ଲାଇଭ୍ ମର୍ଡର: ସୋଫାରେ ବସିଥିଲେ ସୁଖଦେବ ସିଂହ, ହଠାତ ବର୍ଷିଲା ଗୁଳି, ସିସିଟିଭିରେ ଭିଡିଓ କଏଦ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସକାଳେ ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣୀ ସେନା ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସ୍କୁଟରରେ ଆସିଥିବା ଦୁଇଜଣ ଦୁଷ୍କର୍ମକାରୀ ତାଙ୍କୁ…

(Video) ୫୨ ବର୍ଷ ପୂର୍ବରୁ ହୋଇଥିଲା ଆରେଞ୍ଜ ମ୍ୟାରେଜ, ଭାଇରାଲ ହେଉଛି ଏହି ଦମ୍ପତ୍ତିଙ୍କ ଭିଡିଓ

ନୂଆଦିଲ୍ଲୀ: ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଦୁଇଜଣଙ୍କ ଯୋଡିକୁ ଖୁବ ପ୍ରଶଂସା କରୁଛନ୍ତି । ଦୁଇଜଣ କହିଛନ୍ତି ଯେ, ଆମ ବିବାହକୁ ୫୨ ବର୍ଷ…

(Video) ମହାକାଲେଶ୍ୱର ମନ୍ଦିରରେ ପହଞ୍ଚିଲେ ଜାନଭୀ କପୁର, ବୟଫ୍ରେଣ୍ଡ ସହ ବସି କଲେ ବାବାଙ୍କର ଭଜନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର କୌଣସି କାରଣରୁ ପ୍ରତିଦିନ ଖବରରେ ରହିଥା’ନ୍ତି । ନିକଟରେ ଏହି ଅଭିନେତ୍ରୀ ବାବା ମହାକାଲଙ୍କ ଦର୍ଶନ ପାଇଁ ଉଜୈନି ମହାକଲେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟର ଏକ ଭିଡିଓ…

(Video) ୨୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଇଡି ଅଧିକାରୀ, ଏପରି ହେଲେ ଗିରଫ

ନୂଆଦିଲ୍ଲୀ: ଜଣେ ଡାକ୍ତରଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀ ଧରାପଡିଛନ୍ତି। ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବିଭାଗ (DVAC) ଇଡି ଅଧିକାରୀଙ୍କୁ…

(Video) ‘ମୋଦୀ-ମୋଦୀ’ ଏବଂ ‘ଏଥର ମୋଦୀ ସରକାର’ : ଦୁବାଇରେ ଏପରି ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ପହଞ୍ଚିଛନ୍ତି। ଏଠାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଏନଆରଆଇ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଲୋକମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ। ୟୁଏଇ ଗସ୍ତ ସମୟରେ…