Browsing Category
ଭିଡିଓ ଖବର
(viral video): ପାଟନା ଏୟାରପୋର୍ଟ ସାଜିଲା ଯୁଦ୍ଧସ୍ଥଳ, ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢେଇ, ଭିଡିଓ ଭାଇରାଲ
ଓଡିଶା ଭାସ୍କର: ବିଗତ କିଛି ବର୍ଷ ହେବ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଅଧିକ ମାତ୍ରାରେ ବଢିଛି । ଏହି କାରଣରୁ ପ୍ରତିଦିନ କିଛି ନା କିଛି ଘଟଣା କ୍ୟାମେରା ସାମ୍ନାରେ କଏଦ ହେଉଛି । ସୋସିଆଲ ମିଡିଆରେ ପ୍ଲାଟଫର୍ମରେ…
(Video) ପୁଣି ଏକ ବଡ଼ ଅଘଟଣ: ପାସେଞ୍ଜର ଟ୍ରେନରୁ ବିଚ୍ୟୁତ ହେଲା ଦୁଇଟି ବଗି
ନୂଆଦିଲ୍ଲୀ: ନିକଟରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଛୋଟ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତ ମାସରେ ଉତ୍ତରପ୍ରଦେଶର ଆମରୋହା ଓ ରାଜସ୍ଥାନର ଅଲୱାରରେ ଦୁଇଟି ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଗତ ମାସ ୨୦…
Video; କଳାଦାଗ ଥିବା ପିଆଜ ଖାଉଛନ୍ତି କି? ହେଇଯାଆନ୍ତୁ ସାବଧାନ, ନହେଲେ ହେଇପାରେ ଏମିତି କିଛି…
ନୂଆଦିଲ୍ଲୀ: ଦେଶରେ ବଢୁଥିବା ବ୍ଲାକ୍ ଫଙ୍ଗସ୍ ମାମଲାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୋସିଆଲ ମିଡିଆ ଓ ହ୍ୱାଟ୍ସଆପରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେ ଫ୍ରିଜ କବାଟରେ ଥିବା ରବର ଓ ପିଆଜରେ ଥିବା…
(Video) ସାପ-ନେଉଳ ମଧ୍ୟରେ ଭୟଙ୍କର ଯୁଦ୍ଧ, ଦେଖନ୍ତୁ କିଏ ମାରିଲା ବାଜି
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେହିପରି ବେଳେ ବେଳେ ଦୁଇ ଯନ୍ତୁଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧର ଭିଡିଓ ଭାଇରାଲ ହେଉଛି। ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ରହୁଥିବେ…
(Video) ଏ କେମିତି ସମ୍ଭବ? ରାତି ଆକାଶରେ ଉଡ଼ୁଛି ବିରାଟ ସାପ! ଭୟରେ ସ୍ଥାନୀୟ ଲୋକେ
ନୂଆଦିଲ୍ଲୀ: ମଣିଷ ଓ ପଶୁଙ୍କ ମଧ୍ୟରେ ବହୁ ପୂରାତନ କାଳରୁ ସମ୍ପର୍କ ରହିଆସିଥିଲେ ହେଁ ଭୟଙ୍କର ପଶୁଙ୍କ ଠାରୁ ମଣିଷ ଦୂରେଇ ରହିଥାଏ । ଯଦି ଆମେ ସାପ କଥା କହିବା, ତେବେ ଯେ କେହି ବି ଛାନିଆ ହେବା ସ୍ୱାଭାବିକ ।…
(Video) ପ୍ରତି ବର୍ଷ ବୃଦ୍ଧି ପାଉଛି ଶିବଲିଙ୍ଗର ଉଚ୍ଚତା: ବିଚିତ୍ର ରହସ୍ୟରେ ଭରା ଏହି ମନ୍ଦିର, ଜାଣନ୍ତୁ ବାବାଙ୍କ ମାହାତ୍ମ୍ୟ
ଓଡ଼ିଶା ଭାସ୍କର: ବିଚିତ୍ର ଏ ଦୁନିଆ ବିଚିତ୍ର ତାର ପରିକଳ୍ପନା । ଏଠାରେ ଲୁଚି ରହିଛି ଅନେକ ରହସ୍ୟମୟ କଥା ଓ ପରମ୍ପରା । ଯାହାକୁ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଏହି ଦୁନିଆରେ ଅନେକ ଦେବାଦେବୀଙ୍କ…
(Video) UPI ପେମେଣ୍ଟ ନାମରେ ନୂଆ ଠକେଇ, ଏପରି ଫସାଉଛନ୍ତି ସ୍କାମର୍ସ, ଜାଣନ୍ତୁ କିପରି ବଞ୍ଚିବେ
ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ନାମରେ ଏକ ନୂଆ ଉପାୟରେ ଠକେଇ ହେବା ଜଣାପଡିଛି। ଯଦି ଆପଣ ବି ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ଏଭଳି ଫ୍ରଡରୁ ସାବଧାନ ରହିବାକୁ ପଡିବ। ସ୍କାମର୍ସ ଲୋକଙ୍କୁ ନିଜ ଜାଲରେ…
୧୦୦ ଗ୍ରାମ ଓଜନ କାହିଁକି ବଢିଥିଲା! ଭିନେଶଙ୍କ ବଡ ଖୁଲାସା, ହରିୟାଣା ହରିଣୀଙ୍କୁ ମିଳିବ ଏବେ ରୌପ୍ୟ!
ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ସରି ସାରିଛି । ଏବେ ୨୦୨୮ କୁ ଲସଏଞ୍ଜେଲସ ଡାକୁଛି । ମାତ୍ର ପ୍ୟାରିସ ଅଲିମ୍ପିକ୍ସ ସରିଥିଲେ ବି ଏବେ ବି ଭିନେଶଙ୍କୁ ନେଇ ଦେଶ କାନ୍ଦୁଛି । ୧୪୦ କୋଟି ଭାରତୀୟଙ୍କ ନଜର…
(Women Dance Viral Video): ଭାରି ପଡିଗଲା ଭିକିଙ୍କ ଷ୍ଟେଫ, ତୌବା ତୌବା କାଳ ସାଜିଲା, ବ୍ୟାଲେନ୍ସ ବିଗିଡିଲା…ବର୍ତ୍ତିଲେ ମହିଳା
ଓଡିଶା ଭାସ୍କର: ସୋସିଆଲ ମିଡିଆ ମାନିଆରେ ଏବେ ସାରା ଦୁନିଆ । ଭାଇରାଲ ହେବା ବେଳେବେଳେ ଭାରି ବି ପଡିପାରେ । ସାଧାରଣତଃ ଲୋକପ୍ରିୟତା ହାସଲ ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ମଧ୍ୟ ସାଜିଛି । ଫେମସ ହେବା ଚକ୍କରରେ…
(Video): ତୁମେ ପାକିସ୍ତାନୀ…ଦିଲ୍ଲୀ Uber ଡ୍ରାଇଭର ରାତି ଅଧରେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇଦେଲା, ଜାଣନ୍ତୁ ପୁରା ମାମଲା
ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ Uber ଡ୍ରାଇଭର ରାତିରେ ଏହାର ଯାତ୍ରୀଙ୍କୁ ମଝି ରାସ୍ତାରେ ଓହ୍ଲାଇ ଦେଇଥିଲେ । ଗାଡ଼ିରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ଯୁକ୍ତିତର୍କ ପରେ Uber ଡ୍ରାଇଭର ଏଭଳି କରିଥିବା ଜଣାପଡ଼ିଛି ।…