Browsing Category
ରାଜ୍ୟ
ସାବଧାନ! ବଦଳିଯିବ ପାଗର ମିଜାଜ, ରାଜ୍ୟର ଏହି ସ୍ଥାନରେ ଘଡ଼ଘଡ଼ି ସହିତ ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ବର: ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୋରାପୁଟ ଏବଂ ମାଲକାନଗିରିରେ…
ମହିଳାଙ୍କ ପରେ ଏବେ ପୁରୁଷ ଲଗାଇଲେ ଦେହରେ ନିଆଁ, ରାଜଧାନୀରେ ଯୁବକଙ୍କ ଆତ୍ମାହୁତି
ଭୁବନେଶ୍ୱର: ରାଜଧାନୀରେ ନିଜକୁ ଜାଳିଦେଲେ ଯୁବକ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଘରୋଇ କଲେଜରେ ଯୁବକ ଜଣକ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି ।
ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା…
ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ, କଟକ ଯିବେ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ସେ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କେନ୍ଦୁଝର ଉପମୁଖ୍ୟମନ୍ତ୍ରୀ…
ଏଣିକି ରାଜ୍ୟର ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା, ସଚିବସ୍ତରୀୟ ବୈଠକ ପରେ ନିଷ୍ପତ୍ତି
ଭୁବନେଶ୍ୱର: ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା।
ଖାରବେଳ ନଗର ଓ…
ଆଜି ଆଉ ଜଣେ ମହିଳା ଦେଲେ ଆତ୍ମାହୁତି, ରାଜ୍ୟରେ ଟ୍ରେଣ୍ଡ ପାଲଟିଛି ନିଜକୁ ଜାଳିବା…
କାମାକ୍ଷାନଗର: ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେଲେ ଆଜି ଆଉ ଜଣେ ମହିଳା । ଭୁବନ ଏନଏସିରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।
ପାରିବାରିକ କଳହରୁ ମହିଳା ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଭୁବନ ଥାନରେ ହୋଇଛି…
ବରଗଡ଼ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଜାଳି ମାରିଦେବା ଘଟଣା: ୩ ଅଟକ
ବରଗଡ଼: ବରଗଡ଼ ଫିରିଙ୍ଗିମାଲ ଗାଁରେ ନାବାଳିକା ପୋଡ଼ି ମାମଲାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।
ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜରିଆ ଟିମର ଖୋଳତାଡ଼ । ନାବାଳିକାଙ୍କ ୨ ଜଣ ସମ୍ପର୍କୀୟ ଏବଂ ପେଟ୍ରୋଲ ଦେଇଥିବା…
ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ: “ସରକରାଙ୍କ ସ୍ଥାଣୁତା ଝିଅମାନଙ୍କୁ ଅସୁରକ୍ଷିତ କରିଛି”
ଭୁବନେଶ୍ୱର: ବରଗଡ଼ ଗାଏସିଲେଟରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ ।
ଘଟଣାକୁ ନେଇ ନବୀନ ବ୍ୟଥିତ ଓ ମର୍ମାହତ ହୋଇଥିବା କହିଲେ । ନାବାଳିକାଙ୍କ…
ବାଇଆ କଲା ଫୋନ୍ ନିଶା, PHONE ବାରଣ କରିବାରୁ ଝୁଲିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
ବସ୍ତା: ଫୋନ ବାରଣ କରିବାରୁ ପ୍ରାଣ ହାରିଦେଲେ ନାବାଳକ। ସିଂଲା ଥାନା ଜଣଶୁଳି ଗାଁରେ ନାବାଳକ ପ୍ରାଣି ହାରିଦେଇଛି। ଶୌଚାଳୟରେ ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଛନ୍ତି ନାବାଳକ।
ସୂଚନାନୁଯାୟୀ, ଆତ୍ମହତ୍ୟା କରିଥିବା…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ! ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିବା ଅଭିଯୋଗ
କେନ୍ଦ୍ରାପଡ଼ା: ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏହି ଘଟଣା। ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।…
ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ ବାପା-ଝିଅ, ଯୋଡ଼ାରେ ବଡ଼ ଦୁର୍ଘଟଣା
ଯୋଡ଼ା: ଏକ ବଡ଼ ଦୁର୍ଘଟଣା ଖବର କେନ୍ଦୁଝରରୁ ସାମ୍ନାକୁ ଆସିଛି। ଏଠାରେ ଏକ ଟ୍ରକ ଧକ୍କାରେ ଦୁଇବର୍ଷର ଝିଅ ଏବଂ ବାପାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…