Browsing Category
City News
ଖୋଲିବ ରତ୍ନଭଣ୍ଡାର! ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ ନିଷ୍ପତ୍ତି
ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ହୋଇପାରେ ବଡ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରତ୍ନଭଣ୍ଡାର ତଦାରଖ କମିଟିର ଏହା ହେଉଛି ୨ ୟ ବୈଠକ । ରତ୍ନଭଣ୍ଡାର…
ଏକ୍ସପ୍ରେସ ଟ୍ରେନ ଧକ୍କାରେ ୨ ଯୁବକ ମୃତ, ସୋରରେ ଘଟିଛି ଅଭାବନୀୟ ଘଟଣା
ଓଡିଶା ଭାସ୍କର: ବାଲେଶ୍ୱର ସୋରରେ ଘଟିଛି ଏକ ଅଭାବନୀୟ ଘଟଣା । ବାହାନଗା ଦଣ୍ଡହରିପୁର ରେଳଫାଟକରେ ୨ ଜଣ ଯୁବକଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ରେଳଧାରଣାରେ ସେମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡି…
ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା, ୩୦ ଜିଲ୍ଲାରେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ହେବେ ଉପକୃତ
ଓଡିଶା ଭାସ୍କର: ସ୍କୁଲ ପହଞ୍ଚି ପାରୁ ନଥିବା ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ସମସ୍ତ ଯାତାୟାତ…
କାହାକୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ, ଦୌଡରେ ୩ ଚର୍ଚ୍ଚିତ ଚେହେରା
ଓଡିଶା ଭାସ୍କର: କାହାକୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ, ଦୌଡରେ ୩ ଚର୍ଚ୍ଚିତ ଚେହେରା
ଓଡିଶା ଭାସ୍କର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ଏହି…
ବିବାଦ ଡାକୁଛି ବବିକୁ! ବଙ୍ଗଳା ପରେ ‘ବଲ୍ଲେ ବଲ୍ଲେ ଢାବା’ ଆଉ ଏବେ ଯାଜପୁର କୁସୁମା…
ଓଡିଶା ଭାସ୍କର : ପ୍ରଥମେ ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ଓ ଏବେ ବିବାଦ ଘେରରେ ଯାଜପୁରର ‘କୁସୁମା’ । ‘କୁକୁମା’ରେ ଥିବା ଶିଶୁ ଉଦ୍ୟାନକୁ ନେଇ ବିବାଦ ଏବେ ଜୋର ଧରିଛି । ‘କୁସୁମା’ର ସୌନ୍ଦର୍ଯ୍ୟକରଣକୁ ନେଇ…
ଶସ୍ତା ହେଲା Jawa Yezdi 350 ବାଇକ୍ , ନୂଆ ଫିଚର ଅପଗ୍ରେଡ ସହିତ ଶୋ’ ରୁମରେ ଉପଲବ୍ଧ
ଓଡିଶା ଭାସ୍କର: ଆଜିର ସମୟରେ ଜାୱା ୟେଜଡି ବାଇକକୁ ଯୁବବର୍ଗର ବ୍ୟକ୍ତିମାନେ ବେଶ ପସନ୍ଦ କରୁଛନ୍ତି । ଯେଉଁମାନେ ଏହି ବାଇକ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଆସିଲା ଖୁସି ଖବର । ୨୦୨୪ର ଜାୱା ୩୫୦ ସିସିର ଲାଟେଷ୍ଟ…
ଜୁଲାଇ ୧ ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପଞ୍ଜିକରଣ, ଜନତା କହିବେ ସମସ୍ୟା…
ଓଡିଶା ଭାସ୍କର: ଆସନ୍ତା ସୋମବାର ଦିନଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ…
ଅନଲାଇନ୍ ସପିଂକୁ ନେଇ ଆସିଲା ସାଙ୍ଘାତିକ ଖବର; ଅର୍ଡରର ୬ ପରେ ଆସିଲା ପାର୍ସଲ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିସ୍ମୟ ଘଟଣା ଭାଇରାଲ ହେବାରେ ଦେଖାଦେଇଛି । ଏଥିରେ ଦେଖାଯାଇଛି ଯେ ମୁମ୍ବାଇର ଅହସାନ ନାମକ ଏକ ବ୍ୟକ୍ତି ୬ ବର୍ଷ ତଳେ ଅନଲାଇନ ମାଧ୍ୟମରେ ଏକ ସ୍ଲିପର ଚପଲ ଅର୍ଡର…
ବିଦାୟ ନେଲା ବାଘୁଣୀ ସାରା, ୧୯ ବର୍ଷ ବୟସରେ ଆଖିବୁଜିଲା ନନ୍ଦନକାନନର ବାଘୁଣୀ
ଭୁବନେଶ୍ୱର ( ଓଡିଶା ଭାସ୍କର ): ନନ୍ଦନକାନନ ଜାତୀୟ ଉଦ୍ୟାନ ପରିସରରେ ରହୁଥିଲା ଏକ ବାଘୁଣୀ । ନାଁ ଥିଲା "ସାରା' । ଆଉ ସାରା ଏବେ ବିଦାୟ ନେଇ ସାରିଛି, ୧୯ ବର୍ଷ ବୟସରେ । ୪ ବର୍ଷ ବୟସ ହୋଇଥିବା ସମୟରେ ସାରାକୁ…
ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଲେ ସରକାର, ଚଢାଦରରେ ବିକିଲେ ମିଳିବ ଦଣ୍ଡ
ଭୁବନେଶ୍ୱର: ପନିପରିବା ଠାରୁ ଆରମ୍ଭ କରି ଡାଲି, ତେଲ,ଆଳୁ, ପିଆଜ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଦରଦାମ ଆବଶ୍ୟକତାରୁ ଚଢା ଦରରେ ବିକ୍ରି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ…