Browsing Category
City News
କଲବଲ କରିବ ତାତି, ଆହୁରି ୫ ଦିନ ଯାଏଁ ପ୍ରଚଣ୍ଡ ଖରାରୁ ମିଳିବନି ଆଶ୍ୱସ୍ତି : ଜଳିବ ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶା, ୮ ଜିଲ୍ଲାକୁ ୟେଲୋ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍ ) : ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏପରିକି କେତେକ ସହରରେ ୪୨ ଓ ୪୩ ଡିଗ୍ରୀ ଉପରେ…
ଜୁନ୍ ୧୨ରେ କମ୍ପିବ ବାରବାଟୀ ଷ୍ଟାଡିୟମ୍: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ ଦେଖିବେ ଦର୍ଶକ
କଟକ, (ଭାସ୍କର ନ୍ୟୁଜ୍): କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ ୧୨ରେ ଖେଳାଯିବାକୁ ଥିବା ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପୂର୍ଣ୍ଣ ପ୍ରସ୍ତୁତ । ଏନେଇ…
ଗୋଟିଏ କ୍ଲିକ୍ ରେ ଘରେ ବସି ପାଆନ୍ତୁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା, କଂପାନି ଲୋଗ ଲଞ୍ଚକଲା “ଭିକେୟାରୟୁ’
ଭୁବନେଶ୍ଵର : ଆଜିର ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଅନାୟସରେ ସମସ୍ତ ସୁବିଧା ସୂଯୋଗ ନିଜ ହାତ ପାଆନ୍ତାରେ ପାଇବାକୁ ଚେଷ୍ଟା କରୁଛନ୍ତି । ଲୋକମାନଙ୍କର ଏହି ଆଶା ଏବଂ ଆବଶ୍ୟକତାକୁ ପୁରଣ କରିବାମ ପାଇଁ…
ମେଘା ବାଘୁଣୀର ଏକ ବର୍ଷର ଶାବକ ବିବେକର ମୃତ୍ୟୁ, ୨୬କୁ ହ୍ରାସ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା
ବାରଙ୍ଗ(ଭାସ୍କର ନ୍ୟୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡରେ ରହୁଥିବା ନାଲି ବାଘୁଣି ମେଘାର ଗର୍ଭରୁ ଜନ୍ମିତ ଏକ ବର୍ଷର ବାଘ ଶାବକ ଅସୁସ୍ଥ ହୋଇ ଚିକିତ୍ସା ଜାରି ରହିଥିବାବେଳେ ମଙ୍ଗଳବାର ସଂଧ୍ୟାରେ…
୭୪ବର୍ଷରେ ପାଦ ଥାପିଲା ରାଜଧାନୀ, ୩ ଦିନି ଧରି ପାଳନ ହେବ ଉତ୍ସବ: ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଜି ୭୪ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ବର। ୩ ଦିନି ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ଏହି ଅବସରରେ ବୁଧବାର ପୂର୍ବାହ୍ନ ୮ଟା ସମୟରେ ରାଜଧାନୀ ଶିଳାନ୍ୟାସ ଫଳକ…
ଆହୁରି ୩ ଦିନ ଯାଏଁ କଲବଲ କରିବ ମୁଣ୍ଡଫଟା ଖରା, ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାତିର ପ୍ରଭାବ ଜାରି ରହିବ । ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହା ଉଗ୍ର ରୂପ ଧାରଣ କରିବ । ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ…
ବାପ-ଝିଅ ସମ୍ପର୍କରେ କଳଙ୍କ: ଝିଅ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବାପା , ପୀଡିତାଙ୍କ ଅଭିଯେଗା ପରେ ବାନ୍ଧିଲା ପୁଲିସ
କଟକ(ଭାସ୍କର ନ୍ୟୁଜ୍): ନିଜ ଝିଅକୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣାରେ ସୋମବାର ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିଛି । ସେହିପରି ଚାଇଲ୍ଡ ଲାଇନ୍ ପକ୍ଷରୁ ଉକ୍ତ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି…
ବିଛିନ୍ନତା ଭିତରେ ଲୁଚି ଯାଉଛି ଆଦିବାସୀଙ୍କ ଭାଗ୍ୟ: ପାହାଡ଼ ଚଢ଼ିଲେ ସ୍କୁଲ ଯିବାକୁ ଉପଜୁଛି ସମସ୍ୟା, ଅନେକ ଛାତ୍ରଛାତ୍ରୀ ଅଧାରୁ ଛାଡୁଛନ୍ତି…
ଖଇରପୁଟ, (ଭାସ୍କର ନ୍ୟୁଜ୍): ବିଛିନ୍ନତା ଭିତରେ ଲୁଚି ଯାଉଛି କେତେ ଯେ ଆଦିବାସୀଙ୍କ ଭାଗ୍ୟ ତାର ତ ହିସାବ କରିବା ମୁସ୍କିଲ । ହେଲେ ମୌଳିକ ସୁବିଧା ପାଇବା ପାଇଁ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଏହା ସେମାନଙ୍କୁ…
ନନ୍ଦନକାନନରେ ଧଳାବାଘୁଣୀ ବାଘୁଣୀ ବିଜୟା ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର ଖୁଆଡରେ ଚାଲିଛି ଚିକିତ୍ସା
ବାରଙ୍ଗ, (ଭାସ୍କର ନ୍ୟୁଜ୍) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ବାଘ ଛୁଆ ରକି ଅସୁସ୍ଥ ହୋଇ ଚିକିତ୍ସା ହେଉ ଥିବା ଜଣାପଡିଛି ।ନନ୍ଦନକାନନ ପ୍ରାଣୀରେ ଏହି ୧୨ ମାସର ବାଘ ଛୁଆ ରକିର…
RBI ଗ୍ରେଡ ବି’ରେ ରିକ୍ର୍ୟୁଟମେଣ୍ଟ: ବ୍ୟାଙ୍କରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ସମସ୍ତ ତଥ୍ୟ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ବି ଗ୍ରେଡ ପଦରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ୱାରା ଅଫିସର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ମୋଟ ୩୦୩ ଜଣଙ୍କ ପାଇଁ ପଦ ଫାଙ୍କା ରହିଛି । ଏଥିପାଇଁ…