fbpx
BJD SKY
BJD SKY
Browsing Category

City News

କଟକ ନଗର ଯୁବ ବିଜେଡି ସଭାପତି ନିଲମ୍ବିତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଜୁ ଯୁବ ଜନତା ଦଳର କଟକ ନଗର ସଭାପତି ମନଜିତ ଦାସ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମନଜିତ ଦାସ ନିଲମ୍ବିତ ହୋଇଥିବା ଦଳୀୟ ସୂତ୍ରରୁ ପ୍ରକାଶ । ରାଜ୍ୟ…

ଛତ୍ର ବଜାରରେ ପୋଲ କଡ ରାସ୍ତା ଭୁଶୁଡିବା ଘଟଣା: ୩ ଦିନ ମଧ୍ୟରେ ଋିପୋର୍ଟ ଦେବ ଆର୍‌ ଆଣ୍ଡ୍‌ ବି

କଟକ (ଭାସ୍କର ନ୍ୟୁଜ୍‌): ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ଏକ ନିର୍ମାଣଧିନ ପୋଲ କଡ ରାସ୍ତା ଭୁଷୁଡିବା ଯୋଗୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗୁରୁବାର ଜିଲ୍ଲାପାଳ ଆର୍‌ଆଣ୍ଡ୍‌ବି ଡିଭିଜନ୍‌ର…

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ, ବିଜୟ ଉତ୍ସବ ପାଳିବ ବିଜେଡି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଦିନରେ ପଞ୍ଚାୟତ ନିର୍ବାଚନରେ ବିଜେଡିର ଅଭୂତପୂର୍ବ ସଫଳତା ପରେ ବିଜେଡି ବିଜୟ…

ବଟାନିକାଲ ଗାର୍ଡେନରେ ଭୋଜିକୁ ମିଳିଲା ଅନୁମତି, ଏଣିକି ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ବୁକିଂ କରିପାରିବେ ପିଣ୍ଡି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ)ରେ ଭୋଜି କରିବା ପାଇଁ ମିଳିଲା ଅନୁମତି । ସୋମବାର ନନ୍ଦନକାନନ କତ୍ତୃପକ୍ଷ ଏହି ଘୋଷଣା କରିବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର…

ଆଶା କର୍ମୀଙ୍କୁ ଏସ୍‌ସିବି ମହିଳା ଡାକ୍ତରଙ୍କ ମାଡ ମରିବା ଘଟଣା, ଥାନାରେ ପହଞ୍ଚିଲା ମାମଲା

କଟକ (ଭାସ୍କର ନ୍ୟୁଜ୍‌): ଜଣେ ଆଶା କର୍ମୀଙ୍କୁ ଏସସିବି ମହିଳା ଡାକ୍ତରଙ୍କ ମାଡ ଘଟଣାକୁ ନେଇ ସଂପୃକ୍ତ ଆଶା କର୍ମୀ ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତିା ପୁରୀ ଜିଲ୍ଲାର ବ୍ରହ୍ମଗିରି…

କେନ୍ଦ୍ରର ଚାଷୀ ବିରୋଧି ମନୋଭାବକ ଜାରି, ଆଜିଠୁ ଏଫ୍‌ସିଆଇ ଆଗରେ ବିଜେଡିର ଧାରଣା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି । କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ…

ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ, ୧୮ ଦେଶର ୩୦୦ରୁ ଅଧିକ ଖେଳାଳି ସାମିଲ ହେବେ

କଟକ (ଭାସ୍କର ନ୍ୟୁଜ୍‌) : ଆଜିଠୁ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା । ଏଥିରେ ୧୮ ଦେଶର ୩୦୦ ପାଖାପାଖି ଖେଳାଳି । କରୋନା ଆତଙ୍କ…

ନାଇଟ କର୍ଫ୍ୟୁ ବେଳେ ବିଚରାସ୍ତାରେ ଚାଲିଥିଲା ବାର୍ଥ ଡେ’ ସେଲିବ୍ରେସନ: ପୋଲିସ ଗାଡ଼ି ଦେଖି ଚମ୍ପଟ୍ ମାରିଲେ ଯୁବକ, ୧୨ ବାଇକ୍ ଜବତ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ତେବେ ନାଇଟ କର୍ଫ୍ୟୁ ସମୟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ…

ରେଭେନ୍‌ସା ମହାନଦୀ କ୍ୟାମ୍ପସ୍‌ କେବେ ! ଶିଳାନ୍ୟାସକୁ ପୁରିଲା ୬ ବର୍ଷ

କଟକ (ଭାସ୍କର ନ୍ୟୁଜ୍‌): ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଦି୍ୱତୀୟ କ୍ୟାମ୍ପସ୍‌’ର ଶିଳାନ୍ୟାସକୁ ଇତି ମଧ୍ୟରେ ଦୀର୍ଘଦିନ ବିତିଲାଣିା କଟକର ସାଟେଲାଇଟ୍‌ ସିଟି ମର୍କନନଗର ସେକ୍ଟର ୧୩ ନିକଟସ୍ଥ ବ୍ରଜବିହାରୀପୁର ଠାରେ…

ରାଜଧାନୀର ରାସ୍ତାକଡ଼ରେ ଚାଲିଥିଲା ମଦ ଆସର, ହଠାତ୍ ହେଲା ଚଢାଉ: ଇତିଶ୍‌ ପ୍ରଧାନଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏପଟେ କରୋନା ସଂକ୍ରମଣ ସହରୀବାସୀଙ୍କୁ ଭୟଭୀତ କରିଥିବାବେଳେ ସେପଟେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମଦ ଆସର ଜମାଇବା କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହିପରି ଏକ…