fbpx
Browsing Category

City News

ବିଜ୍ଞାପନର ଲାଗାଇବା ବେଳେ ହୋଡିଂ ବୋର୍ଡରୁ ଖସି ପଡିଲେ ଯୁବକ, ଡାକ୍ତରଖାନା ଯିବା ବାଟରେ ଚାଲିଗଲା ଜୀବନ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ବାରଙ୍ଗ ଆନନ୍ଦ ବଜାର ଗୋଲେଇ ଛକ ନିକଟରେ ଏକ ହୋଡିଂ ଉପରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ବାରଙ୍ଗ ଥାନା ଅନ୍ତର୍ଗତ ଆନନ୍ଦ ବଜାର ନିକଟସ୍ଥ ଟ୍ରକ ମାଲିକ ସଂଘ…

ଆସିଲା ନଭେମ୍ୱର ଗାଇଡ୍‌ଲାଇନ, ଆଜି-କାଲି ମଧ୍ୟରେ ଜାରି ହେବ ବାଣ ଫୁଟାଇବା ପାଇଁ ଏସ୍‌ଓପି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ରବିବାର ନଭେମ୍ୱର ମାସ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ତେବେ ବାଣ…

ଭୁବନେଶ୍ୱରରେ ଅୟୋଜିତ ହୋଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ । ‘ଜାତୀୟ ଏକତା ସପ୍ତାହ’ ପାଳନ ଅବସରରେ ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି…

ଆସନ୍ତା ୧୫ରେ ପଞ୍ଚକ ବ୍ରତ, ୧୭ରେ ଧବଳେଶ୍ୱର ପୀଠରେ ବଡ଼ ଓଷା ନୀତି

କଟକ (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପଞ୍ଚକ ବ୍ରତ ଓ ବଡ଼ଓଷା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ମଙ୍ଗଳବାର ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି।…

ଧରାପଡିଲେ ୩ ଜଣିଆ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ, ୫୧ଟି ଦାମି ଫୋନ୍ ଓ ବାଇକ୍ ଜବତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଖଣ୍ଡଗିରି ଥାନା ପୋଲିସ ୩ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ କରିଛି । ଗିରଫ ଲୁଟେରାମାନେ…

ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ପୂଜା ଗାଇଡଲାଇନ୍, ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ କମିଥିଲେ ବି ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ପାର୍ବଣ ଋତୁ ସମୟରେ ଭିଡ଼ ବଢ଼ୁଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହାରି ମଧ୍ୟରେ ଅକ୍ଟୋବର ନଭେମ୍ବର…

୧୦ରେ ଆସୁଛି ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଅକ୍ଟୋବର ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହେବି । ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ…

ଷ୍ଟିଲ ଦୋକାନୀଙ୍କଠୁ ପୂଜା ବଟି ଆଦାୟ କରି ବନ୍ଧା ହେଲେ ୨ ଯୁବକ, ଚାନ୍ଦା ରସିଦ୍ ଜବତ କଲା ପୁଲିସ

କଟକ (ଭାସ୍କର ନ୍ୟୁଜ୍‌): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକରେ ଥିବା ଏକ ଷ୍ଟିଲ ଦୋକାନ ମାଲିକଙ୍କୁ ୧୩ହଜାର ଟଙ୍କା ପୂଜା ଚାନ୍ଦା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ କଲେଜ ଛକ ଜୁନୁଷ…

ଆଜି ଭାରତ ବନ୍ଦ, ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା…

ଓଏଏସ ସ୍ତରରେ ଏକ ବଡ଼ଧରଣର ବଦଳି, ଭୁବନେଶ୍ୱର ଜେଲ୍‌ ନିର୍ଦ୍ଦେଶାଳୟରେ ଅତିରିକ୍ତ ଆଇଜି ଭାବେ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ଓଏଏସ୍‌ ସୀତାରାମ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ବୁଧବାର ଓଏଏସ ଅଫିସରସ୍ତରରେ ଏକ ବଡ଼ଧରଣର ବଦଳି କରିଛନ୍ତି । ୪ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ସମେତ ମୋଟ ୪୩ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିର୍ଯ୍ୟୟ…