Browsing Category

City News

ବାଙ୍କୀରେ ବ୍ୟାପୁଛି ଝାଡ଼ାବାନ୍ତି, 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କଟକ: ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ…

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ । ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା…

ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ମକଡ୍ରିଲ, DGCA ର ନିର୍ଦ୍ଦେଶ

ଭୁବନେଶ୍ବର: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର…

ସରକାରୀ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା ଛାଟ: ଏବେ ଅଫିସ ଜଗିବ AI କ୍ୟାମେରା

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବି…

ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ

ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ । ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ…

ସ୍ତ୍ରୀ, ନବଜାତ ପୁଅକୁ ଦେଖିବାକୁ ଗଲା ବେଲେ ପିଟିଲା ଟ୍ରକ୍, 2 ମୃତ

ନୂଆପଡ଼ା: ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 2 ଜୀବନ । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ…

ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା

ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…

ଲିଜ୍ ଜମିର କମିଲା କନଭରସେସନ ଫି, ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ଦେବେ ମାତ୍ର 3%

ଭୁବନେଶ୍ବର: ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର 3% ଦେବାକୁ ପଡ଼ିବ । ପୂର୍ବରୁ 10 ପ୍ରତିଶତ କନଭରସେସନ୍ ଫି ଦେବାକୁ ପଡ଼ୁଥଲା । ଏନେଇ ସାଧାରଣ ପ୍ରଶାସନ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 8 ମହିଳାଙ୍କ ସମେତ ଅଛନ୍ତି 30 ଯାତୀ

ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା । ସାତପଡ଼ାରୁ ଜହ୍ନିକୁଦାକୁ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା…