Browsing Category
City News
ଅନ୍ତ୍ୟୋଦୟ ଗୃହ ଯୋଜନା: ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ 12 ତାରିଖରେ ମିଳିବ ପକ୍କାଘର
ଭୁବନେଶ୍ବର: ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। । ବର୍ଷ…
୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପକ୍କା ରାସ୍ତା
ଭୁବନେଶ୍ବର: ଏବେ ଆଉ ଖଟିଆରେ ବୁହା ହେବେନି ରୋଗୀ । ସବୁ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ)ଗାଁକୁ ରାସ୍ତା ସଂଯୋଗ ପାଇଁ ହେଉଛି ଯୋଜନା । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଏକ ବଡ଼ ପ୍ଲାନ…
ଡେ଼ଲାଙ୍ଗରେ ନିଖୋଜ ଥିବା ନାବାଳକ ଉଦ୍ଧାର
ପୁରୀ: ପୁରୀ ଜିଲ୍ଲା ପିପିଲିର ଡେଲାଙ୍ଗ ଅଞ୍ଚଳରେ ନିଖୋଜ ହୋଇଥିବା ନାବାଳକକୁ ଉଦ୍ଧାର କରିଛି ପୁଲିସ। 24 ଘଣ୍ଟାରୁ ଅଧିକ ସମୟ ଧରି ବେନୁପଡ଼ା ଗାଁର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ ରାଉତ ନିଖୋଜ ଥିଲେ।
ଯାହାଙ୍କ…
NHରେ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ସନ୍ଦେହ
ଧର୍ମଗଡ଼: ଏନଏଚରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ଅଧା ପୋଡା ବାଇକ ସହ ASIଙ୍କ ମୃତ ଦେହ ପଡ଼ିଛି । ସେ ହେଉଛନ୍ତି କେଗାଁ ଥାନା ASI ପବିତ୍ର ଗୋଲାପି ।
କିଛି…
ଶ୍ରୀମନ୍ଦିରରେ ଡ୍ରୋନ ଉଡ଼ିବା ଘଟଣା: ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ, ଖୁବ୍ ଶୀଘ୍ର ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ
ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । “ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଶ୍ରୀମନ୍ଦିରରେ…
ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ପ୍ରଶ୍ନବାଚୀ, ବଡ଼ଦେଉଳ ଉପରେ ଉଡିଲା ଡ୍ରୋନ୍
ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ହୋଇଛି ଭାଇରାଲ୍ । ଭାଇରାଲ ଭିଡିଓରେ ବାରମ୍ବାର ଆସୁଛି ଜଣେ ଚୁନେରା ସେବାୟତଙ୍କ ଚତ୍ର ।
ଭିଡିଓ ବେଳେ ସେବାୟତ ଜଣଙ୍କ…
ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ଚାଲିଗଲା ଯୁବକଙ୍କ ଜୀବନ
ସୁନ୍ଦରଗଡ଼: ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ବିସ୍ଫୋରଣ । ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସିମାନ୍ତରୁ ମାତ୍ର 25 କିମି ଦୂରରେ ଥିବା ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ…
ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ, ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ
ଭୁବନେଶ୍ବର: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି। ଶୀତଳ ଷଷ୍ଠୀ ଭଳି ଦିନରେ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ…
Ratha Yatra: ଏଥର ରଥଯାତ୍ରାରେ ପୁରୀକୁ ଗଡିବ 1000 ବସ୍, ଧାର୍ଯ୍ୟ ଭଡାଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ
ପୁରୀ: ପାଖେଇ ଆସୁଛି ରଥଯାତ୍ରା । ଏଥର ଦୂର ହେବ ଯାତ୍ରୀଙ୍କ ଅସୁବିଧା । କାରଣ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ବତନ୍ତ୍ର ପରମିଟ୍ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ…
ସିକ୍କିମ ଟ୍ରାଜେଡ଼ି: ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା, ପରିବାରର 4 ଜଣ ନିଖୋଜ
ଯାଜପୁର: ସିକ୍କିମରେ ଟୁରିଷ୍ଟ ଗାଡ଼ି ଟ୍ରାଜେଡି ଘଟଣା। ନିଖୋଜ ବିଜେପି ନେତ୍ରୀଙ୍କର ଏଯାଏଁ ମିଳିନି ପତ୍ତା । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାରର 4 ଜଣ ନିଖୋଜ ଅଛନ୍ତି । ଇତିଶ୍ରୀଙ୍କ ସହ ତାଙ୍କ ବଡ଼ ପୁଅ…