Browsing Category

City News

ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ, ସାଂଘାତିକ ଅଭିଯୋଗ ଆଣିଲେ ଅଭିନେ୍ତ୍ରୀ

ଭୁବନେଶ୍ବର: ପୁଣି ବିବାଦରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ୍ ନାଣ୍ଡୁ । ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେ୍ତ୍ରୀ ପୂଜା ଦାଶ । ଶାରୀରିକ ସଂମ୍ପର୍କ ରଖିବାକୁ ନାଣ୍ଡୁ ବାଧ୍ୟ କରୁଥିବା…

4 ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣା, 3 ଦିନ ପରେ ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରୁ ଜବତ

ସୁନ୍ଦରଗଡ଼: ବାଙ୍କୋ ଅଞ୍ଚଳରୁ ମାଏବାଦୀ 4 ଟନ୍ ବିସ୍ଫୋରକ ଲୁଟ ଘଟଣାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମିଳିଲା ଲୁଟ ହୋଇଥିବା ବିସ୍ଫୋରକ । ଲୁଟ୍ ବିସ୍ଫୋରକରୁ 70% ଅଧିକ ମିଳିଛି । ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ…

ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ, ମେ14 ରେ ବାଜିଥିଲା କ୍ୟାବିନେଟ ମୋହର

ଭୂନବନେଶ୍ବର: ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ବ୍ୟବସ୍ଥା । ଏନେଇ ଦକ୍ଷତା ଓ ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବଡ଼ ସୂଚନା । ଆଗରୁ ଉଚ୍ଚ ଶିକ୍ଷାରେ 11.25% ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା…

ଦୁର୍ବଳ ହେଲା ଲଘୁଚାପ, ମୌସୁମୀ; 2 ସପ୍ତାହ ଯାଏଁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ । କମିଲା ବର୍ଷା । ଜୁନ 1 ରୁ ରାଜ୍ୟରେ ଦୁର୍ବଳ ରହିବ ମୌସୁମୀ ବର୍ଷା । କିଛି ଦିନ ପାଇଁ ମୌସୁମୀ ବର୍ଷା ଦୁର୍ବଳ ରହିବ । 2 ସପ୍ତାହ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର…

ସିକ୍କିମ ଦୁର୍ଘଟଣା: ଓଡ଼ିଶାର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ !

ଭୁବନେଶ୍ବର: ସିକ୍କିମରେ ବଡ଼ ଅଘଟଣ। ତିସ୍ତା ନଦୀକୁ ଖସିଲା ଟୁରିଷ୍ଟ କାର୍। ବୁଲିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା। ଏହି…

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ଅପରାହ୍ନରେ ଅତିକ୍ରମ କରିବ ଉପକୂଳ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ଏହି ଅବପାତ 20 କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଦୀଘାଠାରୁ 110 କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ…

ନିଶା ଖାଇବାକୁ ଟଙ୍କା ଦେଲାନି ମା’, ରାଗିକି ହାଣିଦେଲା ପୁଅ

ପୁରୀ: ମା କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା । କିନ୍ତୁ ଆଜି ସେହି ମାକୁ ହତ୍ୟା କଲା ହତଭାଗା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ସମଙ୍ଗରାରେ ।…

କମିଲା ପେଟ୍ରୋଲ-ଡିଜେଲ ଦର ! ଜାଣନ୍ତୁ କେତେ ଅଛି ଆଜିର ରେଟ୍…

ଭୁବନେଶ୍ବର: ଆଜି ନୂଆ ତେଲ ଦର ନିର୍ଦ୍ଧାରଣ କରିଛି ତୈଳ କମ୍ପାନୀ । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଗୁରୁବାର ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ପାରାଦ୍ବୀପଠାରୁ 190 କିମି ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଅବପାତର ରୂପ ନେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତରେ ପରିଣତ  ହୋଇଥିବା ସୂଚନା ମିଳିଛି । ପାରାଦ୍ବୀପଠାରୁ 190 କିମି ଦୂରରେ…

ଓଡ଼ିଶା ଛୁଇଁଲା ମୌସୁମୀ; ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚିଲା

ଭୁବନେଶ୍ବର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚଲା ମୌସୁମୀ । ଓଡ଼ିଶା ସହ ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ମଧ୍ୟ ଛୁଇଁଲା ମୌସୁମୀ ବାୟୁ ।…