Browsing Category
ରାଜ୍ୟ
ପ୍ରକାଶ ପାଇଲା ବିଜ୍ଞପ୍ତି: ରାଜ୍ୟର ୬୭୯୮ଟି ପଞ୍ଚାୟତର ଅନୁସୂଚିତ କ୍ଷେତ୍ର ବୃଦ୍ଧି ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ-୨୦୨୩ ଅନୁଯାୟୀ ଅନୁସୂଚିତ କ୍ଷେତ୍ର (ଶିଡ୍ୟୁଲଡ ଏରିଆ) ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଥିବା…
୩୧ ଯାଏ ଘନ କୁହୁଡ଼ି, ଅନେକ ଜିଲ୍ଳା ପାଇଁ ଜାରି ହେଲା ସତର୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ କମିଥିବା ବେଳେ ଆସନ୍ତା ୨୯ ଓ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…
ନିଯୁକ୍ତି ପର୍ବ : ଆଜି ୨ହଜାର ୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା କ୍ୟାଡରରେ ୨ହଜାର ୪୭୩ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ୨୩୯୨ ଚିକିତ୍ସା…
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ
ଭୁବନେଶ୍ୱର: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଧାଇପୁର ପଞ୍ଚାୟତ ଏବଂ କଟକ ମହାନଗର ନିଗମ ଅଧୀନ ମାଛୁଆ ବଜାର ଠାରେ ଆୟୋଜିତ ବିକଶିତ…
ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର: ଗୋଟିଏ ଦିନରେ ଓଡିଶା ପୋଲିସର ଡବଲ ଆକ୍ସନ
ଓଡିଶା ଭାସ୍କର; ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର। ସତ୍ୟବାଦୀ ସୁଆଣ୍ଡୋ ଗ୍ରାମ ସାଗରସ୍ନାନ ମେଲଣ ପଡିଆ ଠାରେ ସତ୍ୟବାଦୀ ଥାନା ପୋଲିସ କାଳୁକୁ ଏନକାଉଣ୍ଟର କରିଥିବା ଜଣାପଡିଛି। ତେବେ ପୋଲିସର ଗୁଳି କାଳୁର…
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା: ଲିଙ୍ଗ ନିରୂପଣକାରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ୨୫ ହଜାର ପ୍ରୋତ୍ସାହନ ରାଶି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭ୍ରୁଣର ଲିଙ୍ଗ ନିରୂପଣ କରିବାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଉଛି । ଲିଙ୍ଗ ନିରୂପଣ କରି ଦୋଷୀ ସାବ୍ୟସ୍ତ ହେଲେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରାଯିବାର ନିୟମ ରହିଛି । ତେବେ…
Big Breaking: ଡଙ୍ଗାବୁଡି ୫ ଜଣ ନିଖୋଜ, ଜଣଙ୍କ ମୃତଦେହ ଠାବ
ଭୁବନେଶ୍ୱର: କୋରାପୁଟରେ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇଛନ୍ତି । ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଘଟିଛି ଏହି ଅଘଟଣ । ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ କରାଯାଇଛି । ଏବେ ଘଟଣାସ୍ଥଳକୁ…
ଓଡ଼ିଶାରୁ ଚିହ୍ନଟ ହେଲେ ପୁଣି ୩ ଜଣ କୋଭିଡ୍ ପଜିଟିଭ୍: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁ ନେଇ ଦେଶରେ ଆଶଙ୍କା ବଢ଼ି ଚାଲିଥିବା ବେଳେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୭୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏହା…
ସାଗରମାଳା ପ୍ରକଳ୍ପରେ ଚିଲିକା ହ୍ରଦ ସାମିଲ; ପ୍ରକଳ୍ପ ତିଆରି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସମାନ ପରିମାଣର ଖର୍ଚ୍ଚ ବହନ କରିବେ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପରେ ଚିଲିକା ହ୍ରଦକୁ ସାମିଲ କରାଯିବ । ଏହି ପ୍ରକଳ୍ପରେ ସାତପଡାରୁ ଜହ୍ନିକୁଦାକୁ ଥିବା ପୁରୁଣା ଚାନେଲକୁ ଖନନ କରାଯିବା ସହ ଚାନେଲରେ ଦୁଇଟି ନୂଆ ଫେରି ଚଳାଇବା ପାଇଁ…
ବଡ଼ି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ମହିଳା
ପିପିଲି: (ଓଡ଼ିଶା ଭାସ୍କର) ସ୍ୱାବିଲମ୍ବୀ ହେଉଛନ୍ତି ମହିଳା, ବଡି ଦେଉଛି ରୋଜଗାର । ଘରର ସବୁ କାମ ସାରି ଲାଗି ପଡନ୍ତି ନିଜର ରୋଜଗାରରେ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗାଁର ସହ ସହ ମହିଳା ଏ ଦୃଶ୍ୟ ହେଉଛି ପିପିଲି…