Browsing Category
ରାଜ୍ୟ
ସେଲ୍ର ସ୍ୱତନ୍ତ୍ର ଷ୍ଟିଲରେ ଆଇଏନ୍ଏସ୍ ବିକ୍ରାନ୍ତ ନିର୍ମିତ, ଜାଣନ୍ତୁ ଓଡ଼ିଶା ସହିତ କ’ଣ ରହିଛି ଲିଙ୍କ୍
ରାଉରକେଲା(ଭାସ୍କର ନ୍ୟୁଜ୍): ଦେଶର ରାଷ୍ଟ୍ରାୟତ୍ତ ମହାରତ୍ନ ଇସ୍ପାତ ଉତ୍ପାଦକ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଯୁଦ୍ଧ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ…
୪ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାର ୪ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ,…
ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ
ରାୟଗଡ଼ା : କାର୍ଯ୍ୟରେ ଅବହେଳା, ଠିକ୍ ସମୟରେ ଲୋକଙ୍କୁ ସେବା ନଦେବା ଓ ଅଫିସ କାଗଜପତ୍ର ଠିକ୍ ନଥିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ରଖିଛନ୍ତି ଜିଲ୍ଲାପାଳ ସ୍ୱଧା ଦେବ…
କୃତି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ମିଳିଲା ୧୭ କୋଟିର ବୃତ୍ତି: ବାଗଚୀ କହିଲେ, ‘କଠିନ ସମୟରେ ବିବ୍ରତ ହୁଅ ନାହିଁ’
କେନ୍ଦୁଝର: ଉଚ୍ଚ ହେବା ପାଇଁ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ତେବେ କଠିନ ସମୟରେ ଆଦୌ ବିବ୍ରତ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର…
(Video) ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୭ ହଜାର ଲାଞ୍ଚ ନେଇ ଫସିଲେ
ବ୍ରହ୍ମପୁର, (ଓଡ଼ିଶା ଭାସ୍କର) : ରାଜ୍ୟରୁ ଦୁର୍ନୀତିର ବିଲୋପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ନୀତି ଆପଣାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପରେ ଗତ କିଛି ଦିନ ହେବରାଜ୍ୟ ଭିଜିଲାନ୍ସ ବିଭାଗ ବେଶ୍…
ଆସୁଛି ଲଘୁଚାପ: ୫ତାରିଖରୁ ବଢିବ ବର୍ଷାର ବିସ୍ତୃତି, ରାଜ୍ୟରେ ଲାଗିରହିଛି ଗୁଳୁଗୁଳି
ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମଟି ସେପ୍ଟେମ୍ବର ୮ ମଧ୍ୟରେ ଏବଂ ଦ୍ୱିତୀୟଟି ସେପ୍ଟେମ୍ବର ୯ରୁ ୧୫…
ଆଜିଠୁ ସ୍ପେଶାଲ OJEE
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସ୍ପେଶାଲ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ…
Kho Kho ଫାଇନାଲରେ ପହଞ୍ଚିଲା Odisha Juggernauts, ରବିବାର ଖେଳାଯିବ ଫାଇନାଲ ମ୍ୟାଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଏକ ଗୌରବର ମୁହୂର୍ତ୍ତ । ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଫାଇନାଲରେ ପହଞ୍ଚିଛି ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଓଡ଼ିଶା ଜଗରନଟ୍ସ…
ପର୍ବତାରୋହଣରେ ସଫଳତା ହାସଲ କଲେ ଓଡ଼ିଆ ପୁଅ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପର୍ବତାରୋହଣରେ ସଫଳତା ହାସଲ କଲେ ଓଡ଼ିଆ ପୁଅ । ଇଣ୍ଡିଆନ୍ ମାଉଁଟେନିୟରିଂ ଫାଉଣ୍ଡେସନ୍ ପକ୍ଷରୁ ଏକ ୮ଜଣିଆ ପର୍ବତାରୋହୀ ଦଳକୁ ନେଇ ଆୟୋଜନ କରାଯାଇଥିବା ପର୍ବତାରୋହଣ ଅଭିଯାନରେ ଶିଖରରେ…
(Video) ଗଣେଶ ପୂଜା ଭସାଣି ସାଜିଲା କାଳ: ଟାଙ୍ଗିଆ ଚୋଟରେ ପେଟରୁ ବାହାରି ଆସିଲା ଅନ୍ତବୁଜୁଳା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବିଭିନ୍ନ ପର୍ବପର୍ବାଣି ସହ ଗଣେଶ ପୂଜା ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ରାଜ୍ୟବାସୀ ବଡ଼ ଧୂମଧାମରେ ଗଣେଶ ପୂଜା ପାଳନ କରିଥିଲେ । ତେବେ…