Browsing Category
ରାଜ୍ୟ
ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍; ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) OPSC ଚେୟାରମ୍ୟାନ୍ ହେଲେ ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ । ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର । ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି IPS ଅରୁଣ…
କୋରାପୁଟ ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ, ଲାଞ୍ଚ ନେବା ବେଳେ ଧରିଲା ଟିମ
କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ, କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ମହିଳା ସହକାରୀ ଯନ୍ତ୍ରୀଙ୍କୁ କାବୁ କରି ନେଇଛି । ତାଙ୍କ ନାଁ ହେଲା ଭାନୁମତି…
ଆଗାମୀ ଅକ୍ଟୋବର ମାସରୁ ଦିଆଯିବ ଗହମ: କେତେ ପ୍ରତିଶତ ଗହମ ପାଇବେ ହିତାଧିକାରୀ
ଭୁବନେଶ୍ୱର: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରୁ ରାଜ୍ୟର ସମସ୍ତ ହିତାଧିକାରୀମାନଙ୍କୁ ଗହମ ପ୍ରଦାନ କରାଯିବ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାହ ଯୋଶୀଙ୍କ…
ଆକ୍ସନ ମୋଡ଼ରେ ସରକାର : ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ…
ହଷ୍ଟେଲରେ ଏମିତି କଣ ହେଲା କି ଫାର୍ମାସୀ ଛାତ୍ରୀ…
ବ୍ରହ୍ମପୁର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁର ଏକ ଦମ୍ପତି ନିଜ ଝିଅକୁ ନିଜ ଗୋଡରେ ଠିଆ କରିବାକୁ ଚାହିଁଥିଲେ । ଆଜି ମଧ୍ୟ ପୁରୀରେ ଝିଅଙ୍କ ପାଠପଢା ଓ ଚାକିରି ପରି ବିଷୟକୁ ଲୋକ ଛୋଟ ଦୃଷ୍ଟିରେ…
ତିନି ଦିନ ହେଲା ଆନ୍ଦୋଳନରେ ନର୍ସିଂ ସଂଘ, ରୋଗୀ ଭୋଗୁଛନ୍ତି ନାହିଁ ନ ଥିବା ଅସୁବିଧା
ଭୁବନେଶ୍ୱର: ନିଜ ଜିଦିରେ ଅଟଳ ରାଜ୍ୟର ନର୍ସିଂ କର୍ମଚାରୀ । ସରକାରଙ୍କ ଆଲୋଚନା ଡାକରା ସତ୍ତେ୍ୱ ଆନ୍ଦୋଳନରୁ ଓହରୁ ନାହାନ୍ତି କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ସବୁ ହସ୍ପିଟାଲର ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି ।…
ପ୍ରବଳ ବର୍ଷାରେ ବେହାଲ୍ ପୁରୀ; ବଡଦାଣ୍ଡରେ ଆଣ୍ଠୁଏ ପାଣି, ଜନଜୀବନ ଅସ୍ତବ୍ୟସ୍ତ
ପୁରୀ: ସାରା ରାଜ୍ୟରେ ବର୍ଷା ବିତ୍ପାତ ଦେଖାଯାଉଛି । ପୁରୀ ସମେତ 13ଟି ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି କ୍ରମରେ ପୁରୀରେ ମଧ୍ୟ ମୂଶଳଧାରରେ ବର୍ଷା ଜାରି ରହିଛି । ଫଳରେ ବଡ ଦାଣ୍ଡରେ…
ମହାଲକ୍ଷ୍ମୀଙ୍କୁ ମୁକ୍ତି ମାରିଥିଲେ ସିନା, ଆଉ କିଛି ଦିନ ରହିଥାନ୍ତେ ଶବ ସାଙ୍ଗରେ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣାର ବିଭିନ୍ନ ଗୁମର ଆସୁଛି ସାମ୍ନାକୁ । ପ୍ରେମିକାକୁ ମାରି ଫ୍ରିଜରେ ରଖିଥିବା ଭଦ୍ରକର ଯୁବକ ମୁକ୍ତିରଞ୍ଜନ ପ୍ରତାପ ରାୟର ମୃତ୍ୟୁ ପରେ ପରିବାର ଲୋକ ଦେଉଛନ୍ତି ରୋଚକ…
ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ହେବ ଯାଞ୍ଚ୍, ଅବଢ଼ାର ଶୁଦ୍ଧତା ପାଇଁ ନିୟୋଜିତ ହେବେ ଫୁଡ୍ ଇନ୍ସପେକ୍ଟର: ଆଇନ୍ ମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିରରେ ପରୀକ୍ଷଣ ହେବ ଅବଢ଼ାର ମାନ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଏବଂ ବାହାରୁଥିବା ଅବଢ଼ାର ମାନ ପରୀକ୍ଷଣ ହେବ । ଏଥିପାଇଁ ଫୁଡ୍ ଇନ୍ସପେକ୍ଟର ନିୟୋଜିତ ହେବେ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ…
ଓଡ଼ିଶା ଗସ୍ତରେ ହିମନ୍ତ ଓ ଭେଙ୍କୟା ନାଇଡୁ, ରାଜ୍ୟପାଳଙ୍କ ସହ କରିବେ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର: ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ।ଏହି ଗସ୍ତ ଅବସରରେ ଉଭୟ ହିମନ୍ତ ଓ ଭେଙ୍କୟା ରାଜଭବନରେ…