
Browsing Category
ରାଜ୍ୟ
ହାଇକୋର୍ଟରେ ପହଞ୍ଚିଲା ଅନୁଭବଙ୍କ ଛାଡପତ୍ର ମାମଲା : ବର୍ଷାଙ୍କୁ ମିଳିଲା ନୋଟିସ୍
ଭୁବନେଶ୍ୱର : କଟକର ପରିବାର ଅଦାଲତ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ । କିନ୍ତୁ ଅନୁଭବ ଏହି ନିଷ୍ପତିରେ ଅଟକି ନଥିଲେ । ସେ ପରିବାର ଅଦାଲତର ରାୟ ବିରୋଧରେ ଯାଇ ହାଇକୋର୍ଟର ଦ୍ୱାରସ୍ଥ…
Big Breaking : ସ୍କୁଟି ଓ ତେଲ ଟ୍ୟାଙ୍କର ଧକ୍କା, ପୁଅ ମୃତ, ମାଆ ଗୁରୁତର
ଖୋର୍ଦ୍ଧା : ଦିନକୁ ଦିନ ଦୁର୍ଘଟଣାର ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ତେଲ ଟ୍ୟାଙ୍କର ଧକ୍କାରେ ଘଟିଛି ଏକ ଭୟାନକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପୁଅ ମୃତ, ମାଆ…
ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ହେବ ସାକାର : ଧାର୍ଯ୍ୟ ସମୟରେ ଶେଷ ହେବ ‘ଏକାମ୍ର’ ପ୍ରକଳ୍ପ
ଭୁବନେଶ୍ୱର : ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଏକାମ୍ର’ ପ୍ରକଳ୍ପ । ମନ୍ଦିରରୁ ପାର୍କିଂକୁ ଯିବା ପ୍ରମୁଖ ରାସ୍ତାର ନକ୍ସା ବଦଳିବ । ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ…
ଥମୁନି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା : ପୁଣି ଦିନ କରେ ୧୪ ପଜିଟିଭ
ସୁନ୍ଦରଗଡ଼ : ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ଼ ବାସିଙ୍କର ଭୟ ବଢାଉଛି ଏହି ରୋଗ । ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପୁଣି ୧୪ଟି ପଜିଟିଭ ଚିହ୍ନଟ…
୨୨ରେ ଆସୁଛି ଲଘୁଚାପ, ଭିଜିବ ପୂଜା ବଜାର!
ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପଳାଇଯିବା ପରେ ଏବେ ପ୍ରଚଣ୍ଡଗ୍ରୀଷ୍ମପ୍ରବାହ ଲାଗି ରହିଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।…
Breaking ଭିକାରିମୁକ୍ତ ହେବ ଭୁବନେଶ୍ଵର; ରାସ୍ତା କଡ଼ରେ ଭିକାରି ଦେଖିଲେ ଉଠାଇନେବ BMC ସ୍କ୍ୱାର୍ଡ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀକୁ ଭିକାରିମୁକ୍ତ କରିବା ପାଇଁ ହେଉଛି ପ୍ରସ୍ତୁତି । ଏଣିକି ଭୁବନେଶ୍ବର ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିପାରିବେନି ଭିକାରି । ସେଥିଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ନେବ…
ଦାରିଙ୍ଗବାଡ଼ିରେ ଶୀତର ପହିଲି ଛୁଆଁ ; ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ
ଦାରିଙ୍ଗବାଡି; ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଯାଇଛି ଶୀତ । ଶୀତର ପ୍ରଥମ ସ୍ପର୍ଶରେ ଧରାପୃଷ୍ଠ ପୁଲକିତ । ପହିଲି ଶୀତର ଆଗମନରେ ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ସୋମବାର ବା ଆଜି…
ଜନ୍ମଦିନରେ ଖୁସି ଖବର ଦେଲେ ନବୀନ; ରାଜ୍ୟର ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ହେଲା ନିୟମିତ ଅଙ୍ଗନବାଡି କେନ୍ଦ୍ର
ଓଡିଶା ଭାସ୍କର; ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଅବସରରେ ଆଜି ଏକ ଖୁସି ଖବର ଦେଇଛନ୍ତି ନବୀନ । ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ…
ଜେଲ ଗଲେ ପାରାଦୀପର ଲାଞ୍ଚଖୋର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ
ଭୁବନେଶ୍ୱର; ଜେଲଗଲେ ପାରାଦୀପର ଲାଞ୍ଚଖୋର ଡାକ୍ତର । ସିବିଆଇ ଦ୍ୱାରା ଗିରଫ ଅଭିଯୁକ୍ତ ଡ଼. ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି । ତେବେ ଆଜି ସିବିଆଇର ୫…
Big News ଅକ୍ଟୋବର ୨୦ରୁ ମିଳିନପାରେ କଞ୍ଚା ପରିବା !, ୧୦ ଦଫା ଦାବି ନେଇ ବ୍ୟବସାୟୀ ସଂଘର ଚେତାବନୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱର ୧ନଂ ମାର୍କେଟରେ ବେଆଇନ ଅବରୋଧକୁ ବିରୋଧ । ୧୦ ଦଫା ଦାବି ନେଇ ବ୍ୟବସାୟୀ ସଂଘର ଚେତାବନୀ । ମାର୍କେଟକୁ ଯିବା ରାସ୍ତା ଅବରୋଧ ଥିବାରୁ ଟ୍ରକ ଯାଉନଥିବା ଅଭିଯୋଗ । ଦାବି…