Browsing Category

ରାଜ୍ୟ

ଅକ୍ଟୋବର ୩୧କୁ ବୃଦ୍ଧି ପାଇଲା ମେଧାବୀଙ୍କ ମାଗଣା ଲାପଟପ୍ ପାଇଁ ଆବେଦନ ଅବଧି, ‘ଏକ୍ସ’ ରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମେଧାବୀମାନଙ୍କୁ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ତେବେ ଏଥିପାଇଁ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୋଗ୍ୟ…

ଆଜିଠାରୁ ଖୋଲିଲା ଶିମିଳିପାଳ, ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି

କରଞ୍ଜିଆ :ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି…

ଯୁକ୍ତ ଦୁଇ କରେସ୍‍ପଣ୍ଡେନ୍ସ କୋର୍ସ ନାମଲେଖା ପାଇଁ ଆସନ୍ତା ୧୬ରୁ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗରେ କରେସ୍‍ପଣ୍ଡେନ୍ସ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ଆସନ୍ତା ୧୬ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏନେଇ ଉଚ୍ଚ…

ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି

ଓଡିଶା ଭାସ୍କର; ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି । ନୂଆ ବାପା-ମାଆଙ୍କୁ ପାଇ ସ୍ପେନ୍ ଯାଇଛନ୍ତି ୮ ବର୍ଷ ଓ ୬ ବର୍ଷର ଦୁଇ ଅନାଥ ଭଉଣୀ । ଗଜପତି…

BIG BREAKING; ଓଏଏସ୍‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : OAS ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର…

ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି; ମହାଳୟା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ । ଚଳିତ ବର୍ଷ ଦୁଇଟି…

କାର୍‌ରେ ଛେଳି ଚୋରି ଘଟଣା: ଥାନାର ଦ୍ୱାରସ୍ଥ ହେଲେ ମାଲିକ, ମାମଲା ରୁଜୁକରି ଚୁପ ବସିଛି ପୋଲିସ୍

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଙ୍କିଲ ଗାଁ'ରୁ ଛେଳି ଚୋରି ହେବା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛେଳି ମାଲିକ । ତାଙ୍କ ରିପୋର୍ଟ ମୁତାବକ କଳା ରଙ୍ଗର ଏକ କାର ଭିତରେ ୧୦ ଟି…

BIG BREAKING; ଯାଜପୁର ରୋଡ଼ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ

ଓଡିଶା ଭାସ୍କର; ଯାଜପୁର ରୋଡ଼ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ଏବେ ସାମ୍ନାକୁ ଆସି ପହଞ୍ଚିଛି । ଏହି ମାର୍କେଟରେ ଥିବା ଏକ ଗୋଦାମ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏଭଳି…

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଲା ନୂଆ ତଥ୍ୟ

ରାଉରକେଲା: (ଓଡ଼ିଶା ଭାସ୍କର) ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ମାମଲାର ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଲା ନୂଆ ତଥ୍ୟ । ସେପ୍ଟେମ୍ବର ୧୬ରେ ସୁସ୍ମିତା ହୋଟେଲ ରାଧିକାରେ…