Browsing Category

ରାଜ୍ୟ

ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଭାସ୍କର; ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗତକାଲି ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ…

ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ : ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ଭୁବନେଶ୍ୱର : ୨ ତାରିଖ ସକାଳୁ ପାଗ ଠିକ ଠାକ ଥିଲା । ଏହା ପରେ ଅପରାହ୍ନ ୨ ଟା ବେଳକୁ ଅଚାନକ ବଦଳି ଗଲା ପାଗ । ପ୍ରଥମେ ଝିପଝିପ ବର୍ଷା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବଜ୍ରପାତ । ପ୍ରଚଣ୍ଡ ବିଜୁଳି ଘଡଘଡି ୩…

ଦେଶର ୭୫ ଜଣ ଶିକ୍ଷାବିତଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାରୁ ୪ ଜଣ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୫ ତାରିଖ ଗୁରୁଦିବସ । ଏହି ଦିବସରେ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ଦେଶର ୭୫ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଶିକ୍ଷକ ରହିଛନ୍ତି । ଦେଶର ଦ୍ୱିତୀୟ…

ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ରାଜନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ ଘଟିଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଗିରଫ ୩ ଜଣଙ୍କ ନାମରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର…

ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ପ୍ରଦାନ କରାଯିବ ଜମିପଟ୍ଟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବଡ଼ ନିଷ୍ପତ୍ତି ନେବା ସହିତ ନୂଆ ନୂଆ ଯୋଜନା ଲାଗୁ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ଐତିହାସିକ…

ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ନେଲା ଜୀବନ : ୪ ମୃତ, ୩ ଗୁରୁତର

ଭୁବନେଶ୍ୱର : ପ୍ରବଳ ବର୍ଷା ସହ ଭୟଙ୍କର ବଜ୍ରାପାତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୨୧ ମିନିଟରେ ୬ ହଜାର ୯୦୬ ଥର ମାରିଲା ବିଜୁଳି ଘଡଘଡି । କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବୌଦ୍ଧ…

ଦୀର୍ଘଦିନ ପରେ ଛିଡ଼ିଲା ବିବାଦ; ପୁଣି ପ୍ରକାଶ ପାଇବ ଛବିଳ ‘ମଧୁ ବର୍ଣ୍ଣବୋଧ’

ଓଡିଶା ଭାସ୍କର; ପୁଣି ଥରେ ପ୍ରକାଶ ପାଇବ ଛବିଳ 'ମଧୁ ବର୍ଣ୍ଣବୋଧ'। ଏନେଇ ଅଦଲାତ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ…

ଏଣିକି ଆଉ କରିପାରିବେ ନାହିଁ ଏକରୁ ଅଧିକ ବିବାହ, ବହୁବିବାହ ଉପରେ ପ୍ରତିବନ୍ଧ ଲଗାଇବାକୁ ୪୫ ଦିନ ମଧ୍ୟରେ ସରକାର ଆଣିବେ ଆଇନ

ନୂଆଦିଲ୍ଲୀ: ଆସାମ ସରକାର ବହୁ ବିବାହ(ଏକରୁ ଅଧିକ ବିବାହ) ଉପରେ ପ୍ରତିବନ୍ଧ ଲଗାଇବାକୁ ଖୁବ୍ ଶୀଘ୍ର ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିସୱା ସରମା ଏ ବିଷୟରେ ସୂଚନା ଦେଇଛନ୍ତି ।…

ଅଗ୍ନିଶମ ବିଭାଗରେ ଖାଲିପଡିଛିି ଅନେକ ପଦବୀ : ୧୦ମ ପାସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର : ଯୁବପିଢିଙ୍କ ପାଇଁ ଆସିଛି ଖୁସି ଖବର । ୧୦ମ ପାସର ବ୍ୟକ୍ତିଙ୍କ ପାଇଁ ଏବେ ସୂବର୍ଣ୍ଣ ସୁଯୋଗ । ଓଡ଼ିଶାର ଅଗ୍ନିଶମ ବିଭାଗରେ ଖାଲିପଡିଛି ୯୪୧ ପଦବୀ । ଓଡିଶାରେ ଫାୟାରମ୍ୟାନ ଏବଂ ଡ୍ରାଇଭର ପଦବୀ ରହିଛି…