Browsing Category

ରାଜ୍ୟ

ଘରେ ଥିବା ଅଟା ଚକି ପରିବାର ଲାଗି ପାଲଟିଗଲା କାଳ, କରେଣ୍ଟ ଲାଗି ୨ ଶିଶୁ ସମେତ ୪ ଜଣ ମୃତ

ଜୟପୁର:ରାଜସ୍ତାନରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠିକାର ବାଡମେର ଜିଲ୍ଲା ଶିବଥାନା କ୍ଷେତ୍ରରେ ଶୁକ୍ରବାର ରାତ୍ରୀରେ ଘରେ ଥିବା ଅଟା ଚକିରେ କରେଣ୍ଟ ଆସି ଦୁଇ ଜଣ ଶିଶୁଙ୍କ ସହିତ ୪ ଜଣଙ୍କର…

ପିକଅପ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ରୋଗୀ ସମେତ ୫ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ରୂପସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଗପଥ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ରୋଗୀ ସହ ୫ ଜଣ…

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଝଡ଼ବର୍ଷା ! ୨୪ ଘଣ୍ଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଶନିବାର ସୃଷ୍ଟି ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ…

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, କେନ୍ଦ୍ର ଦେଲା ଅନୁମତି

ଭୁବନେଶ୍ୱର: GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ଉତ୍ପାଦ । ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ସେନାପତି ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସୁସାହିତ୍ୟିକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଳା । ୧୯୨୦ ମସିହା ଅଗଷ୍ଟ ମାସ ୧୪…

ବଡ଼ ଖବର; ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ୫ ଜଣ ବଜ୍ରପାତରେ ଆହତ

ଓଡିଶା ଭାସ୍କର; ଖୋର୍ଦ୍ଧା ନିରାକାରପୁରରେ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ୫ ଜଣ ବଜ୍ରପାତରେ ଆହତ । କୋଚିଂ ସେଣ୍ଟରରୁ ଫେରୁଥିବା ବେଳେ ବଜ୍ରପାତରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ…

(Video) ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି…

ଓଡିଶା ଭାସ୍କର; ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଦେଖିବାକୁ ମିଳିଛି । ରାଜଧାନୀରେ ସନ୍ଧ୍ୟା ୭ଟାରୁ ବର୍ଷା ସହ ଘଡଘଡି ଆରମ୍ଭ ହୋଇଥିଲା । ବର୍ତ୍ତମାନ ବର୍ଷା କମିଥିବା ବେଳେ ଏବେ ବି ଘଡଘଡି ଜାରି…

ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ତାରକା ପଦ୍ମଭୂଷଣ ପି.ଭି ସିନ୍ଧୁ ହେଲେ ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖ୍ୟାତନାମା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଭାରତର ଲୋକପ୍ରିୟ ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମେଟ୍ରେସର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି…

ବରିଷ୍ଠ ବିଜେଡି ନେତାଙ୍କ ପରଲୋକ: ପୂର୍ବତନ ଜିଲ୍ଲା ସଭାପତି ମେହେଙ୍ଗା ସିଂଙ୍କ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ବରିଷ୍ଠ ସଭାପତି ସର୍ଦ୍ଦାର ମେହେଙ୍ଗା ସିଂଙ୍କର ପରଲୋକ…

(Video) କାଲି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣିନେଇଥିଲା, ଦୀର୍ଘ ୨୪ ଘଣ୍ଟା ପରେ ମିଳିଲା ଭାସ୍କରଙ୍କ ମୃତଦେହ

ଓଡିଶା ଭାସ୍କର; ବ୍ରାହ୍ମଣୀ ନଦୀରେ ଗତକାଲି ମଇଁଷି ଚରାଳି ଅଭୟ ରାଉତ ଓରଫ ଭାସ୍କରଙ୍କୁ କୁମ୍ଭୀର ଟାଣିନେବାର ୨୪ ଘଣ୍ଟା ପରେ ଆଜି ମିଳିଛି ତାଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରାଜପୁର ଗାଁର…