Browsing Category

ରାଜ୍ୟ

ଆଜିଠୁ କଂଗ୍ରେସ କରିବ ପଦଯାତ୍ରା: ଘରକୁ ଘର ବୁଲି ନିର୍ବାଚନ ପାଇଁ ଫିଟାଇବ ରାସ୍ତା

ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି କଂଗ୍ରେସ ‘ମିଶନ୍ ୨୦୨୪’ । ନିର୍ବାଚନ ପୂର୍ବରୁ ଦଳ ନିଜର ଦବଦବା ଆରମ୍ଭ କରିବା ପାଇଁ ଏହି ପଦଯାତ୍ରାରେ ପ୍ରୟାସ କରିବ । ରାଜ୍ୟବାସୀଙ୍କ ହୃଦୟରେ ନୂଆ ଜାଗା ପାଇବା…

ଘାତକ ସାଜୁଛି ସ୍କ୍ରବ୍ ଟାଇଫସ୍: ମୃତ୍ୟୁର ପୋକ କରୁଛି କଲବଲ, ସୁନ୍ଦରଗଡ ସ୍ଥିତି ସଂଗୀନ

ସୁନ୍ଦରଗଡ :ଘାତକ ସାଜୁଛି ସ୍କ୍ରବ୍ ଟାଇଫସ୍ ।ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଏହା ଆତଙ୍କ ରଚିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ମହଲରେ ଗଭୀର…

ଚିନ୍ତା ବଢାଇଲା ସ୍କ୍ରବ ଟାଇଫସ , ଚିହ୍ନଟ ହେଲେ ଆଉ ୯ ସ୍କ୍ରବ ଟାଇଫସ ଆକ୍ରାନ୍ତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ୯ ଜଣ ସ୍କ୍ରବଫାଇଟର ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ସ୍କ୍ରବ ଟାଇଫସ ସଂଖ୍ୟା ବର୍ତ୍ତମାନ ୨୩୦ କୁ ବୃଦ୍ଧି ପାଇଛି । ଏବେ ଏହି…

ଅସୁବିଧା ଆସିଲେ ମଧ୍ୟ ଓଡିଶାର ବିକାଶରେ କେବେ ବ୍ରେକ ଲାଗିନି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : “ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ପକ୍ଷରୁ ଆୟୋଜିତ ହୋଇଥିବା “ଅ” ଓଡିଶା ଲିଟେରାରୀ ଫେଷ୍ଟିଭାଲ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଠାରେ ଓଡିଶା ବିକାଶ କାହାଣୀ ବିଷୟରେ କହିଥିଲେ…

ଟ୍ରେନ ବଗିରେ ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଲା ଏହି ଘର

ମାଲକାନାଗିରି : ଟ୍ରେନ ବଗିରେ ଘର କଥା ଟି ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ । ଏହି ଘଟଣାର ପ୍ରକୃତ ଅର୍ଥ ହେଉଛି ଏହା ଏକ ଚିତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି ଏହି ଘର । ଏହାର କାନ୍ଥ ଏପରି ହୋଇଛି…

‘ଆଶ୍ରା ଫାଉଣ୍ଡେସନ ଓଡ଼ିଶା’ ୧୦୦ତମ ବଣ୍ଟନ କାର୍ଯ୍ୟକ୍ରମ: ୩ ବର୍ଷରୁ ନିୟମିତ ଯୋଗାଇ ଆସୁଛି ସେବା

ଭୁବନେଶ୍ଵର: ଭୁବନେଶ୍ଵରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ଆଶ୍ରା ଫାଉଣ୍ଡେସନ ଓଡ଼ିଶା' ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରା ପକ୍ଷରୁ ଚଳିତ ଥର ୧୦୦ତମ ସାପ୍ତାହିକ ସଚେତନ ଏବଂ କିଟ୍ ବଣ୍ଟନ…

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା; ପ୍ରବଳ ବର୍ଷା ହେବା ନେଇ ୨୨ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୯ ତାରିଖ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…

ରଙ୍ଗ ରୁଟରେ ଗାଡି ଚଲାଉ ଥିଲେ ସାବଧାନ, କୋର୍ଟକୁ ଯିବ ଗାଡି

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ଏବେ ଜୋରଦାର ହୋଇଛି ଚେକିଙ୍ଗ । ୧୦୨ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ । ଟ୍ରାଫିକ ଥାନା-୧ ଟ୍ରାଫିକ ଥାନା-୨ ଆଜି ଜୋରଦାର ଚେକିଂଗ କରିଥିଲେ । ଯେଉଁମାନଙ୍କ ଗାଡି ଜବତ ହୋଇଛି…

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଭୁୂବନେଶ୍ବର: ପୋଖରୀପୁଟ ଅଞ୍ଚଳରେ ଅଭବନୀୟ ଘଟଣା | ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ | ଦୁଇ ଛାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା | କ୍ୟାପିଟାଲ ହସ୍ପିଟାଲରେ ଦୁଇ ଜଣ…

ଏସସିବିରେ ନୂଆ ନିୟମ: ଏଣିକି ଚିକିତ୍ସାଧୀନ ରୋଗୀ, ପ୍ରସୂତି, ଦୁର୍ଘଟଣାଗ୍ରସ୍ତ ସମସ୍ତେ ଆଧାର କାର୍ଡ ଜେରକ୍ସ କପି ଜମା କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବି ଡାକ୍ତରଖାନା ପାଇଁ ଆସିଛି ଏକ ନୂଆ ନିୟମ । ଏଣିକି ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଆଡମିଶନ ନେଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ।…