Browsing Category

ରାଜ୍ୟ

୭୦ ବର୍ଷ ପରେ ଅନ୍ତର୍ଜାତୀୟ ସ୍ତରରେ ମିଳିଲା ମାନ୍ୟତା, ୨୦୧୩ରେ ଓଡ଼ିଶା ସରକାର ଘୋଷଣା କରିଥିଲେ ଷ୍ଟେଟ ଫିସ୍

ଭୁବନେଶ୍ୱର: ଓଡ଼ିଶାର ୭୦ ବର୍ଷ ପୁରୁଣା ମାଛକୁ ମିଳିବ ମାନ୍ୟତା। ମହାନଦୀର ମହାସିର ଓଡ଼ିଶାର ଷ୍ଟେଟ ଫିସ୍ ବା ରାଜ୍ୟ ମାନ୍ୟତାପ୍ରାପ୍ତ। କିନ୍ତୁ ଚିହ୍ନଟ ହେବାର ୭୦ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଗତ ରାଜ୍ୟ…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ : ଜଳସ୍ତର ୬୨୮.୭୧ ଫୁଟ

ସମ୍ବଲପୁର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଲଗାତାର ଭାବେ ବର୍ଷା ଜାରି ରହିଛି । ହୀରାକୁଦର ଉପରମୁଣ୍ଡାରେ ଲଘୁଚାପ ଜନିତ ବର୍ଷା ହେବାରୁ ମୁଖ୍ୟମନ୍ତ୍ରୀ ଗତକାଲି…

ବିଜେପି ଛାଡି ବିଜେଡିରେ ମିଶିଲେ ଏହି ନେତା: ଦଳକୁ ନେଇ କହିଲେ ଏପରି

ଭୁବନେଶ୍ୱର: ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ବୁଧବାର ବିଜେପି ଦଳ ଛାଡି ବିଜେଡିରେ ମିଶିଛନ୍ତି । ବୁଧବାର ଦିନ ଶଙ୍ଖ ଭବନରେ ଆୟୋଜିତ…

ଲଘୁଚାପ ସକ୍ରିୟ, ୫ଦିନ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ରେଡ୍ ଓ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ…

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗର ସୂଚନା ପରେ ସତର୍କ ଘଣ୍ଟି ବଜାଇଲେ ଏସ୍‌ଆରସି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା, ଉତ୍ତର…

ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ….

ଓଡିଶା ଭାସ୍କର; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଣିକି ଓମଫେଡ୍ ଘିଅରେ…

(Video) ଯଥା ରାବଣସ୍ୟ ମନ୍ଦୋଦରୀ… କଲେଜ ପଛପଟେ ଲୁଚି ଲୁଚି ବାହା ହୋଇଗଲେ ଛାତ୍ରଛାତ୍ରୀ

ନୟାଗଡ଼: ସ୍କୁଲ ହେଉ କି କଲେଜ, କୁହାଯାଏ ଏସବୁ ଶିକ୍ଷାର ମନ୍ଦିର । ଏଠାରେ ଛାତ୍ରଛାତ୍ରୀ ନିଜର ବିକାଶ କରିବା ପାଇଁ ଏବଂ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ଆସିଥାନ୍ତି । କିନ୍ତୁ ଆଜିକାଲି ଏହାର ସଂଜ୍ଞା…

(Video) ମୋ ଅନିଚ୍ଛା ସତ୍ତ୍ୱେ ବି ସେ ରାତି ସାରା ମୋ ସହ ଶାରୀରିକ ସମ୍ପର୍କ ରଖିଥିଲା

ଓଡିଶା ଭାସ୍କର: ଯେତେବେଳେ ପୁରା ରାଜଧାନୀ ଭୁବନେଶ୍ୱର ସୋଇପଡିଥିଲା, ସେତେବେଳେ ହିଂସ୍ର ପାଲଟି ଯାଇଥିଲା ଜଣେ ଯୁବକ । ମହିଳାଙ୍କୁ ଏକୁଟିଆ ପାଇ ନିଜର ଦେହର ଭୋକ ମେଣ୍ଟାଇଥିଲେ । ଯୁବକ ଜଣଙ୍କ ମହିଳାଙ୍କୁ ବିବାହ କରିବେ…

ବାଦାମବାଡି ଅଞ୍ଚଳରେ ଥିବା ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ଓଡିଶା ଭାସ୍କର: ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରିବା ଏକ ବଡ଼ ଅପରାଧ । ସରକାର ଏହା ଉପରେ କଡା କାର୍ୟ୍ୟାନୁଷ୍ଠାନ ନେଉଥିବା ସତ୍ତ୍ୱେ ରାଜ୍ୟରେ ସକ୍ରିୟ ରହିଛି ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର । ତେବେ ସିଲଭର ସିଟି…

ନୂଆ ପରିଚୟ ପାଇବ ଯାଜପୁର ମେଡିକାଲ କଲେଜ: ନାମକରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଯାଜପୁର ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ମିଳିଲା ଗ୍ରୀନ ସିଗନାଲ । ଏହି ବିରାଟ ପରିବର୍ତ୍ତନର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ପ୍ରସିଦ୍ଧ…