Browsing Category

ରାଜ୍ୟ

ଗାଁଠୁ ସହର ସବୁଠି ଜମିଛି ରଜର ଆସର: ପାନ ଓ ପୁର ପିଠା ବାସ୍ନାରେ ମହକୁଛି ସବୁରି ଘର

ଓଡିଶାର ଗଣପର୍ବ ରଜ ଉତ୍ସବର ଆଜି ଦ୍ୱିତୀୟ ଦିନ । ଅର୍ଥାତ୍ ଆଜି ରଜ ସଂକ୍ରାନ୍ତି । ରଜ ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ…

BJD ନେତାଙ୍କୁ ଗୁଳିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ଘଟିଯାଇଛି ଏପରି ଏକ ବଡ଼ ଘଟଣା । କାମାକ୍ଷାନଗର ଅଞ୍ଚଳରେ…

ଜୁଲାଇ ୧୩ ଓ ୧୪ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର +୨ ଇନ୍‍ଷ୍ଟାଣ୍ଟ୍‍ ପରୀକ୍ଷା

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ପୁନଃ ଯାଞ୍ଚ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । କୌଣସି ପରୀକ୍ଷାର୍ଥୀଙ୍କର…

ରଥଯାତ୍ରାର ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ପାଳନ ଉପରେ ଗୁରୁତ୍ୱଆରୋପ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମନ୍ୱୟ କମିଟି ବୈଠକରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଠିକ୍‍ ସମୟରେ ମହାପ୍ରଭୁଙ୍କ…

ଝାରସୁଗୁଡାରେ ବସ୍-ଟ୍ରଲର ଦୁର୍ଘଟଣା: ୧୦ ଆହତ

ଝାରସୁଗୁଡା: ବସ୍-ଟ୍ରଲର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।…

ବାହାନଗା ଟ୍ରେନ ଟ୍ରାଜେଡି: ୧୨ ଦିନ ପରେ ବି ଆସୁନି DNA ରିପୋର୍ଟ, କେମିତି ହେବ ଅନ୍ତିମ ସଂସ୍କାର?

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୮୮ରୁ ଅଧିକ ଯାତ୍ରୀ । ଏମାନଙ୍କ ମଧ୍ୟରୁ ଅନେକ ମୃତକଙ୍କ ଶବ ନେବା ପାଇଁ ପରିବାର ଲୋକ ଏପର୍ଯ୍ୟନ୍ତ ଡିଏନଏ ଟେଷ୍ଟକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ…

ପୁରୁଷଙ୍କୁ ଲୁଙ୍ଗି ଓ ମହିଳାଙ୍କୁ ନାଇଟ୍ ପିନ୍ଧି ବାହାରକୁ ଆସିବା ମନା, କେଉଁଠାରେ ଲାଗୁ ହେଲା ଏପରି ନିୟମ ଆସନ୍ତୁ ଜାଣିବା

ଗ୍ରେଟର ନୋଏଡା:ବେଳେ ବେଳେ ବିଭିନ୍ନ ସମାଜ ପକ୍ଷରୁ ଅଜବ ନିୟମ ସବୁ ଲାଗୁ କରାଯାଏ । ଏହିପରି ଏକ ନିୟମ ଏବେ ଲାଗୁ କରାଯାଇଛି ଗ୍ରେଟର ନୋଏଡାରେ । ଗ୍ରେଟର ନୋଏଡା ସ୍ଥିତ ହିମସାଗର ଆପାର୍ଟମେଣ୍ଟ ସୋସାଇଟି ପକ୍ଷରୁ ସେଠାରେ…

(Video) ଇଂଜିନରୁ ଅଲଗା ହୋଇଗଲା ଟ୍ରେନ୍ , ପ୍ରାୟ ୩୦୦ ମିଟର ଅଲଗା ହେବା ପରେ ଅଟକାଇଲେ ଲୋକୋପାଇଲଟ୍

ଭୁବନେଶ୍ୱର: ରାଜ୍ୟରେ ଯେମିତି ଟ୍ରେନ୍ ଦୁର୍ଘଟଣା ଥମିବାର ନା ଧରୁନାହିଁ । ବାହ।ନଗା ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହା ପରେ ପରେ ମଧ୍ୟ ରାଜ୍ୟର କେଉଁଠି ନା କେଉଁଠି ଛୋଟ ମୋଟ ଦୁର୍ଘଟଣା…

ରାଜ୍ୟରେ ଖୋଲିବ ୮ଟି ନୂଆ ନର୍ସିଂ କଲେଜ: ୭ଟି ପାଇଁ ଆର୍ଥିକ ସହାୟତା ଦେବ କେନ୍ଦ୍ର, ଚାଲିଛି DPR ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବ । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଅନ୍ୟପକ୍ଷରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର…

ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଦୋଳିଗୀତର ଗୁଞ୍ଜରଣ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା

ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ରାଜ୍ୟର ପୁରପଲ୍ଲୀରେ…