Browsing Category
ରାଜ୍ୟ
ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା ପିଲାମାନେ ଶିଖିବେ ଓଡ଼ିଆ ଭାଷା: ରାଜ୍ୟ ସଂସ୍କୃତି ବିଭାଗର ନୂଆ ପ୍ରୟାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ନୂଆ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି । ରାଜ୍ୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ…
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର: ୧୦ ଜିଲ୍ଲା ସଭାପତି ବଦଳିଲେ, ୧୯ ଜଣ ସଦସ୍ୟଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ସଂଗଠନର ନବକଳେବର…
ଚଳିତ ଖରିଫ ଋତୁରେ ରାଜ୍ୟର କୃଷକମାନଙ୍କୁ ୨୦ହଜାର କୋଟିରୁ ଅଧିକ ଟଙ୍କାର କୃଷି ଋଣ ପ୍ରଦାନ କରାଯିବ
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ୨୦ହଜାର ୭୯୨ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯିବ । କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଖରିଫ ଋତୁରେ ଚଳିତବର୍ଷ ୧୧୬ ଲକ୍ଷ ୪୨ହଜାର ମେଟ୍ରିକ…
ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ବାଦ୍ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ, ଅତିରିକ୍ତ ଦାୟିତ୍ୱ ନେଲେ ଅତନୁ ସବ୍ୟସାଚୀ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ଲାଗି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ରୋହିତ ପୂଜାରୀଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଏ…
ବାହାନଗା ଟ୍ରେନ ଟ୍ରାଜେଡି: ଶବ ପକେଟରୁ ମିଳିଲା ଅଧାର କାର୍ଡ, ପଶ୍ଚିମବଙ୍ଗରୁ ଏମ୍ସକୁ ଫେରୁଛି ବିହାରର ମୃତଦେହ
ଭୁବନେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟରାକୁ ୮ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କ ଶବ ଏବେ ବି ଅଜଣା ଅଚିହ୍ନା ହୋଇ ଏମ୍ସ ମେଡିକାଲରେ ରଖା ଯାଇଛି । ତେବେ ଏହା…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି ।…
ଶିକ୍ଷକ ପଦବୀରେ ଆସୁଛି ବଡ ନିଯୁକ୍ତି ସୁଯୋଗ: ରାଜ୍ୟରେ ବଢିବ +୨ କଲେଜ ସଂଖ୍ୟା
ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ବୃଦ୍ଧି ପାଇବ +୨ କଲେଜ ସଂଖ୍ୟା । ଏଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଯୋଗାଇ ଦେବା ପାଇଁ ଚଳିତ ଶିକ୍ଷାବର୍ଷରେ ୧୦୬ଟି…
ଟ୍ରେନ ଟ୍ରାଜେଡି: ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କରମଣ୍ଡଳ ରେଳ ଦୁର୍ଘଟଣା ପରେ ମୃତଦେହକୁ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ତେବେ ସେହି ବିଦ୍ୟାଳୟକୁ ଅବିଭାବକମାନେ ପିଲାମାନଙ୍କୁ ପାଠ ପଢିବା ଲାଗି ଛାଡୁନାହନ୍ତି । ଏନେଇ ଆଜି ପ୍ରଶାସନ ବିଦ୍ୟାଳୟକୁ…
ବାହାନଗା ଟ୍ରାଜେଡି: ମୃତଦେହ ପାଇଁ ବଗିରେ ହେଉନଥିଲା ଦୁର୍ଗନ୍ଧ…. ଥିଲା ଅନ୍ୟ କାରଣ
ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ହୋଇଛି ଏକ ମହାଖୁଲାସା । ଦୁର୍ଘଟରାଗ୍ରସ୍ତ ବଗିରୁ ଆସୁଥିବା ଦୁର୍ଗନ୍ଧର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । କାହିଁକି ହେଉଥିଲା ଏହି ଦୁର୍ଗନ୍ଧ? ବଗିରେ ଶହ ଶହ ମୃତଦେହ ଏବଂ…
ରଥଯାତ୍ରା ପାଇଁ ପ୍ରସ୍ତୁତି: ସାରା ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ
ପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଆସନ୍ତା ଜୁନ୍ ୨୦ ତାରିଖରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ । ତେଣୁ ଏହି ପର୍ବ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଛି ଓଡିଶା ପୋଲିସ ।…