CHARIDHAM
Browsing Category

ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି : ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଲା ପିଶାଚ ବାପା

ନୂଆପଡା : ପିଶାଚ ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ଘଟିଛି ଏପରି ଅଘଟଣା । ଏମିତି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅର…

ହସ୍ପିଟାଲରେ ଟଙ୍କା ବାନ୍ତି କଲେ ତହସିଲଦାର, ଗିରଫଦାରୀ ଏଡାଇବାକୁ ଭୟରେ ଗିଳିଦେଇଥିଲେ ୫୦୦୦ ଟଙ୍କା

କଟନୀ: ମଧ୍ୟପ୍ରଦେଶ କଟନୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ତହସିଲଦାର ଲାଞ୍ଚ ଟଙ୍କାକୁ ପାଟିରେ ପରାଇ ଗିଳି ଦେଇଛନ୍ତି । କୁହାଯାଉଛି ଏହି ତହସିଲଦାରଙ୍କୁ ଲୋକାୟୁକ୍ତ ଟିମ୍…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍, ଲଗାଣିଆ ବର୍ଷା ହେତୁ ବୃଦ୍ଧି ପାଉଛି ଜଳସ୍ତର

ସମ୍ବଲପୁର: ଉପରମୁଣ୍ଡରେ ଲଗାଣିଆ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ସେଲାଗି ଆଜି ପୁଣି ହୀରାକୁଦ ଡ୍ୟାମ ୪ଟି ଗେଟ ଖୋଲିଛି । ଗତକାଲି ୩ଟି ଗେଟ ଖୋଲିବା ହେତୁ ସମୁଦାୟ ୮ଟି ଗେଟରେ ଜଳ ନିଷ୍କାଷିତ ହେଉଥିଲା ।…

କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼, ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଆଘାତ

କଟକ: ଦେଶରେ ନାରୀମାନଙ୍କ ପ୍ରତି ନିର୍ଯାତନା ଏବଂ ଆକ୍ରମଣ ବଢିବାରେ ଲାଗିଛି । କିଏ ସମସ୍ତଙ୍କ ସମ୍ମୁଖରେ ପଥରରେ ଛେଛି ଜୀବନରୁ ମାରିଦେଉଛି ତ କିଏ ଯୁବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଉଛି । ଏହାରି ମଧ୍ୟରେ ଆଜି…

ପୁଣି ସାପ କାମୁଡାରେ ୨ ଭାଇ ମୃତ: ଘର ଚଟାଣରେ ଶୋଇଥିବା ବେଳେ କାମୁଡିଲା ଚିତି ସାପ

ଦେବଗଡ଼: ରାଜ୍ୟରେ ସାପ କାମୁଡାରେ ମୃତ୍ୟୁ ହାର ବଢିବାରେ ଲାଗିଛି । ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡର ତଥ୍ୟ ଅନୁସାରେ ଜାତୀୟସ୍ତରରେ ସାପକାମୁଡା ମୃତ୍ୟୁ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଏହାରି ମଧ୍ୟରେ…

OAS ସ୍ତରରେ ଅଦଳବଦଳ, ରାମଚନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସେକ୍ରେଟାରି ଭାବେ ଦାୟିତ୍ୱ

ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅବକାରୀ ବିଭାଗ ଅତିରିକ୍ତ କମିଶନର…

ବଙ୍ଗୋପସାଗରେ ସକ୍ରିୟ ହେଉଛି ଲଘୁଚାପ : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପର କ୍ଷେତ୍ର । ଏହା ଘନିଭୂତ ହୋଇ ଆସନ୍ତା କାଲି ଅର୍ଥାତ ୨୬ରେ ଅବପାତର ରୂପ ନେବ । ଚଳିତ ମୌସୁମୀ ଋତୁରେ ପ୍ରଥମ ଅବପାତ ସୃଷ୍ଟି ସମ୍ଭାବନା ଥିବା ପାଣିପାଗ ବିଭାଗ…

ତିନିଦିନିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଓଡ଼ିଶାରେ ଚାଲିଛି ସୁରକ୍ଷାର ପ୍ରସ୍ତୁତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଆଜି ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜଧାନୀର ବିମାନ ବନ୍ଦରରେ ସନ୍ଧ୍ୟାରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ । ଆସନ୍ତାକାଲି କଟକରେ ବିଭିନ୍ନ…

ରାଜ୍ୟରେ ପୂରଣ ହେବ ୭୨୭୬ ଡାକ୍ତର ପଦବୀ: ଆରମ୍ଭ ହେଲା ପ୍ରକ୍ରିୟା, OPSCକୁ ଚିଠ ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନା, ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏଥିସହିତ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ…

କେନ୍ଦ୍ର ସରକାରଙ୍କର ଋଣ: ୨୦୧୪ରେ ୫୮ ଲକ୍ଷ କୋଟି, ୨୦୨୩ରେ ୧୫୫ ଲକ୍ଷ କୋଟି, ଓଡ଼ିଶାର କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିଥିଲା । ଏହାପରେ ୨୦୧୯ରେ ପୁନର୍ବାର ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା । ତେବେ…