
Browsing Category
ରାଜ୍ୟ
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ୫.୮ କି.ମି. ଯାଏଁ ସକ୍ରିୟ ରହିଛି । ମୌସୁମୀ ନିମ୍ନ ଚାପରେଖା ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ…
ସାମ୍ବାଦିକମାନଙ୍କ ପାଇଁ ଆଜି ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ର ୱେବ୍ସାଇଟ୍କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସାମ୍ବାଦିକ ୱେବ୍ସାଇଟ୍ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ର ୱେବ୍ସାଇଟ୍ owjws.odisha.gov.inକୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ…
ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ଏକହଜାରକୁ ବୃଦ୍ଧି: ଖାଲିପଡିଥିବା ବିଭିନ୍ନ ପଦ ଖୁବ୍ଶୀଘ୍ର ପୂରଣ…
ଭୁବନେଶ୍ୱର : କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନରେ କର୍କଟ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ଏକହଜାରକୁ ବୃଦ୍ଧିକରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ…
ନିର୍ବାଚନ ପୂର୍ବରୁ ବିଜେଡିର ମାଷ୍ଟରପ୍ଲାନ: ୬ଟି ଜିଲ୍ଲାରେ ନୂଆ ସଭାପତିଙ୍କ ମିଳିଲା ଦାୟିତ୍ୱ
ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । କିନ୍ତୁ ଏହି ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ନିଜର ମାଷ୍ଟରପ୍ଲାନ ଖେଳିବା ଆରମ୍ଭ କରିଛି । ଏହି ଇଲେକ୍ସନକୁ ଆଖି ଆଗରେ ରଖି ରଣକୌଶଳ ପ୍ରସ୍ତୁତ କରୁଛି ବିଜେଡି ।…
ଟମାଟୋ ରେଟ୍ ଲଗାଇଲା ନାଟ! ୩୦ ଗ୍ରାମ ପାଇଁ ଗ୍ରାହକ-ଦୋକାନୀ ବାଡ଼ିଆପିଟା, ଚୋର ନେଇଗଲା ଅଢ଼େଇ ଲକ୍ଷ ଟଙ୍କାର ଟମାଟୋ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟମାଟୋ ନିଆଁ ଜଳିବାରେ ଲାଗିଛି । ଟମାଟୋ ସହିତ, ଲଙ୍କା, ଜିରାର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି । ଏଥିସହିତ ଆଳୁ, ପିଆଜର ଦର ମଧ୍ୟ ବଢ଼ୁଥିବା ଦେଖାଯାଉଛି । ଅଧିକାଂଶ ପନିପରିବାର ଦାମ୍ ଏବେ…
ଘରେ ଘରେ ଖୋଲାରେ ବୁଲୁଛନ୍ତି ବିଷଧର ସାପ, ପିଲାଠାରୁ ବୁଢା ପର୍ଯ୍ୟନ୍ତ କାହାରି ମନରେ ବି ନାହିଁ ସାପ ପ୍ରତି ଭୟ
ମୁମ୍ବାଇ:ଶୀର୍ଷକଟି ପଢି ଆପଣ ଚମକି ପଡିବେ ନିଶ୍ଚୟ । କାରଣ ବିଷଧର ସର୍ପ ସହ କେହି ବନ୍ଧୁତା କରୁଥିବା କଥା ଆପଣ ଶୁଣିଛନ୍ତି କେବେ । ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ବି ସେ କେବେ ନା କେବେ ଚୋଟ ମାରିପାରେ । କିନ୍ତୁ…
ରାଜ୍ୟର ୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୬ ଜଣଙ୍କ ପେନସନ ବନ୍ଦ, ୩ ଜଣ ଚାକିରିରୁ ବିଦା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଲାଞ୍ଚ ଓ ଦୁର୍ନୀତି ମାମଲାରେ ଜଡ଼ିତ ଥାଇ ଅନେକ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ି ଜେଲ ଯାଉଛନ୍ତି । ଅନେକ…
ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ, ବିବାହ ଓ ଛାଡ଼ପତ୍ରକୁ ନେଇ ଅନେକ ମାମଲା ଦେଖିବାକୁ ମିଳୁଛି । ତେବେ ରିଲେସନଶିପକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଭଲ ସମ୍ପର୍କରେ ଥାଇ…
ରାଜଧାନୀରେ ବସିବ ‘Doppler Weather Radar’: ଘଡ଼ଘଡ଼ି, ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି, ଘଡ଼ଘଡ଼ି, ଭୀଷଣ ବର୍ଷା, ବଜ୍ରପାତ, କାଳବୈଶାଖୀ ସମ୍ପର୍କିତ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିପାରିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବସିବ ‘ଡପଲାର ୱେଦର ରାଡାର’ । ଏହି ରାଡାର…
ରାଜ୍ୟର ସରକାରୀ ହସ୍ପିଟାଲରୁ ହଟିବେ ଦଲାଲ: ଗଠନ ହେବ ଦୁର୍ନୀତି ନିବାରଣ କମିଟି, ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲୋକଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଏଥିସହିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଜନସାଧାରଣ କିଭଳି ବିନା ଖର୍ଚ୍ଚରେ…