Browsing Category
ରାଜ୍ୟ
୬ରେ ଘୂର୍ଣ୍ଣିବଳୟ ! ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ
ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ…
AIIMS ଓ NIMHANS ରିପୋର୍ଟ: ସିଗାରେଟ ସେବନ କୋଭିଡ୍ ମୃତ୍ୟୁହାର ବଢ଼ାଉଛି, ହୃଦ ଓ ମାନସିକ ସମସ୍ୟା ବୃଦ୍ଧି ପାଉଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରେ ଏନେଇ ଆଲର୍ଟ ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଡାକ୍ତର,…
ରାଷ୍ଟ୍ରପତିଙ୍କ ୩ଦିନିଆ ଗସ୍ତ: ୪ ଓ ୫ ବନ୍ଦ ରହିବ ଶିମିଳିପାଳ
ବାରିପଦା: ମେ’ ମାସର ୪ ଓ ୫ ତାରିଖ ଶିମିଳିପାଳ ବନ୍ଦ ରହିବା ଘୋଷଣା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ଦୃଷ୍ଟିରେ ରଖି ଏପରି ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆସନ୍ତା କାଲି ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ…
ଚୋରଙ୍କୁ ଘଉଡାଇବା ବେଳେ ମାଡିଗଲା ଟ୍ରଲର, ୩ମୃତ
ସୁନ୍ଦରଗଡ଼: ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲାର ବିଲେମୁଣ୍ଡା ଠାରେ ଏପରି ଅଘଟଣ ଘଟିବା କଥା ସାମ୍ନାକୁ ଆସିଛି । ଚୋରକୁ…
କଲମା ବ୍ୟାରେଜ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ
ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ଆଜି ଛତିଶଗଡ଼ର କଲମା ବ୍ୟାରେଜ ବୁଲି ଦେଖିଛନ୍ତି। ଟ୍ରିବ୍ୟୁନାଲ ସଦସ୍ୟମାନେ…
ଚିଲିକାରେ ଚାଲିବ ସୌରଶକ୍ତି ଏବଂ ବିଦ୍ୟୁତ୍ ଚାଳିତ ନୌକା: କେନ୍ଦ୍ରୀୟ ଢାଞ୍ଚାରେ ନୌକା ଅଧିନିୟମ ଆଣିବାକୁ ରାଜ୍ୟ ସରକାରଙ୍କ ଯୋଜନା
ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ପରେ ଓଡ଼ିଶା ନୌକା ଆଇନ ବଦଳିବାକୁ ଯାଉଛି । ଆସନ୍ତା ୨ ମାସ ଭିତରେ ରାଜ୍ୟ ସରକାର ଓଡ଼ିଶା ନୌକା ଅଧିନିୟମ ଲାଗୁ କରିବା ପାଇଁ ଯୋଜନା କରିଛନ୍ତି। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହିଅଧିନିୟମ…
କାଳବୈଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆଗାମୀ ୬ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ…
ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ଜାରି ହେଲା ମାର୍ଗଦର୍ଶିକା
ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଅବକାଶକାଳୀନ ପାଠପଢ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଏହି ଯୋଜନା…
ସାମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ : ସବୁ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ; ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା
ଭୁବନେଶ୍ୱର: ବଙ୍ଗୋପସାଗରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ । ସବୁ ବିଭାଗକୁ ସଜାଗ ରହିବା ପାଇଁ ଦିଆଗଲା ନିର୍ଦ୍ଦେଶ । ରାଜ୍ୟରେ ଆଗକୁ ଆସିବାକୁ ଥିବା ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ ଡାକିଛନ୍ତି ଏସଆରସି…
ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ନୂଆ ପୋଲିସ ଷ୍ଟେସନ: ୪୭ଟି ପଦ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବା ସହିତ ନୂଆ…