Browsing Category
ରାଜ୍ୟ
ଡଙ୍ଗା ବୁଡ଼ି ନାବାଳକ ମୃତ ଘଟଣା; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନକମ୍ପାମୂଳକ ସହାୟତା ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକମାଣିଆ ଘାଟ ରେ ନୌକା ଦୁର୍ଘଟଣା ରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ…
ଆମକୁ ପଦବୀ ଲୋଡ଼ା ନାହିଁ, ତାରାଙ୍କ ପରେ ଏବେ ସୁର ଖୋଲିଲେ ମୁହଁ ; ପଦବୀ ପାଇଁ ଏବେ ଦଳ ଭିତରେ ଅସନ୍ତୋଷ
ଭୁବନେଶ୍ୱର:ନିର୍ବାଚନ ମୁଣ୍ଡ ଉପରେ କିନ୍ତୁ ଏବେ ଦଳ ଭିତରେ ଚାଲିଛି କାମୁଡା କାମୁଡି । ଜଣଙ୍କ ପରେ ଜଣେ ନେତା ତାଙ୍କର ଅସନ୍ତୋଷ ଜାହିର କରି ଚାଲିଛନ୍ତି । ଆମକୁ ପଦବୀ ଆବଶ୍ୟକ ନାହିଁ ଆମେ ଆମ ପଦରେ ହିଁ ଠିକ ଅଛୁ ।…
ଆମୋନିଆ ମୁକ୍ତ ହେବ ଓଡିଶା, ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ ବଟିକା; ଘର ଘର ବୁଲି ବଟିକା ବାଣ୍ଟିବେ ଶିକ୍ଷକ
ଭୁବନେଶ୍ୱର: ବଢ଼ୁଥିବା ଖରାକୁ ଦେଖି ସରକାର ଏବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । ପ୍ରଥମେ ଅତ୍ୟଧିକ ଗରମ ପାଇଁ ଗ୍ରୀଷ୍ମ ଛୁଟି କରିବା ପରେ ପିଲା ମାନଙ୍କ ପାଇଁ ଅବକାଶ ଆସେସମେଣ୍ଟ ପ୍ରସ୍ତୁତ…
ଇ-ଯାନ ସଂଖ୍ୟା ବୃଦ୍ଧି ପାଇଁ ସବସିଡି ବଢାଇଲେ ସରକାର, ଜାଣନ୍ତୁ ଦୁଇ ଚକିଆ ବାହନରେ କେତେ ବଢିଛି
ଭୁବନେଶ୍ୱର: ବର୍ତ୍ତମାନ ପେଟ୍ରୋଲ ଦର ଆକାଶ ଛୁଆଁ ବେଳେ ଇ-ଯାନର ଚାହିଦା ବଢିବାରେ ଲାଗିଛି । ହେଲେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏହାର ଚାହିଦା କମ୍ ଥିବାରୁ ସରକାର ଏନେଇ ସବସିଡି ବଢାଇଛନ୍ତି । ସୋମବାର ଦିନ ରାଜ୍ୟ…
ସକାଳୁ ଅଘଟଣ : ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡଙ୍ଗା, ଦୁଇ ନିଖୋଜ
ଭୁବନେଶ୍ୱର:ସକାଳୁ ସକାଳୁ ଏକ ଖରାପ ଖବର ଆସି ପହଞ୍ଚିଛି । ଆଜି ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡି ଯିବାର ସୂଚନା ମିଳିଛି । ଏହି ଘଟଣାରେ ୨ଜଣ ନିଖୋଜ ଥିବାର ସୂଚନା ମିଳିଛି । ଏକମାଣିଆ ପଞ୍ଚାୟତ ଠାରେ ଏହି ଅଘଟଣ…
ବିପିନ କୁମାର ରାଉତରାୟ ଗିରଫ: ନିଜକୁ ଭୂତ, ପ୍ରେତଙ୍କ ସଭାପତି କହୁଥିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଅଭିଯାନରେ ବ୍ୟସ୍ତ…
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ସାରା ଦେଶରେ ଖୋଲିବ ୧୫୭ଟି ସରକାରୀ ନର୍ସିଂ କଲେଜ, ଓଡ଼ିଶାକୁ କେତୋଟି ମିଳିବ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ରର ବିକାଶ ନେଇ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ପାଇଁ କେନ୍ଦ୍ର ସରକାର ନିକଟରେ ଏକ ବଡ଼…
ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ନେଇ ବୈଠକ; ବାତ୍ୟା ଟ୍ରାକିଂ ପାଇଁ ପାରାଦୀପ ଓ ଗୋପାଳପୁରରେ ଜାଗିଛି ଡୋପ୍ଲାର୍ ରାଡାର୍
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଆଲୋଚନା ହୋଇଛି। ବୈଠକରେ…
ଛତିଶଗଡ଼ର ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଆକ୍ରମଣ ଘଟଣା ପରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି
ଭୁବନେଶ୍ୱର: ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲ୍ମାନଙ୍କ ଆକ୍ରମଣରେ ୧୧ ଜଣ ଯବାନ୍ ଶହୀଦ୍ ହେବା ଘଟଣା ପରେ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି କରାଯାଇଛି । ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ…
ଓଡ଼ିଶା ଦେଖିଛି ୧୦ ବର୍ଷରେ ୧୦ଟି ବାତ୍ୟା: ୨୦୧୯-ଫନି, ୨୦୨୦-ଅମ୍ଫାନ, ୨୦୨୧-ୟାସ, ୨୦୨୨-ଅସାନୀ, ‘ମେ’ ମାସରେ ବାତ୍ୟା ଆସୁଛି କାହିଁକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବିଭିନ୍ନ ଜିଲ୍ଲା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ବର୍ଷର ଅଧିକାଂଶ ସମୟରେ ଏଠାରେ ଝଡ଼, ବାତ୍ୟାର ଭୟ ରହିଥାଏ । ତେବେ ବିଗତ ଦିନର ଇତିହାସକୁ ଦେଖିଲେ ଜଣାଯାଏ ଅଧିକାଂଶ ବର୍ଷ…