Browsing Category

ରାଜ୍ୟ

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା : ଆଜିପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ,…

ବଡ ଖବର, ଗ୍ରୀଷ୍ମ ଛୁଟିରେ ବି ସ୍କୁଲକୁ ଆସିବେ ଶିକ୍ଷକ; ମେ’ ୪ ପର୍ଯ୍ୟନ୍ତ ଚାଲିବ କାମ

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଏବଂ ବର୍ଦ୍ଧିତ ତାପମାତ୍ରାକୁ ଦେଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିଛନ୍ତି ସରକାର । ପିଲାମାନଙ୍କ ସୁରକ୍ଷା ପାଇଁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଏହି ଛୁଟି କେବକଳ…

ପ୍ରଥମଥର ପାଇଁ ଜାପାନରେ ଗର୍ଭପାତ ଔଷଧକୁ ମିଳିଲା ମଞ୍ଜୁରୀ

ଟୋକିଓ : ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି । ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ପ୍ୟାନେଲ ବ୍ରିଟେନର ଲାଇନ୍ ଫାର୍ମା ଇଣ୍ଟରନ୍ୟାଶନାଲ…

ଆରମ୍ଭ ହେଲା ଶ୍ରୀଜୀଉଙ୍କର ୨୧ ଦିନ ବ୍ୟାପୀ ବାହ୍ୟ ଚନ୍ଦନଯାତ୍ରା ଓ ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ବଡ଼ଦାଣ୍ଡ ରଥଖଳାଠାରେ ରଖାଯାଇଥିବା ରଥକାଠଗୁଡ଼ିକୁ…

BJPକୁ ବଡ଼ ଝଟକା: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ତ୍ରିନାଥ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଝାରସୁଗୁଡା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଇ ୧୦ରେ ଭୋଟିଂ ହେବ, ମଇ ୧୩ ରେ…

ଆବାହାମାନକାଳରୁ ଓଡ଼ିଶାର ପରମ୍ପରାରେ ଦକ୍ଷତା ରହିଛି- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି । ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ…

ରାଜ୍ୟରେ ବଢ଼ୁଛି କିଡନୀ ରୋଗ! ରଣପୁର ପରେ କେନ୍ଦୁଝର, ବର୍ଷକରେ ଚାଲିଗଲାଣି ୫ଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଖାଦ୍ୟପେୟ, ବେଶପୋଷାକ, ଚାଳିଚଳନ ବଦଳିବାରେ ଲାଗିଥିବା ବେଳେ ପରିବେଶ ମଧ୍ୟ କ୍ରମାଗତ ଭାବେ ଦୂଷିତ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଜଳ, ବାୟୁ ସବୁ ଦୂଷିତ ହେବାରେ…

BJDର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟନ କଲେ ନବୀନ: ଶୁଭ ଶଙ୍ଖର ସ୍ୱର ଶୁଣିଲେ ଓଡ଼ିଶାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି । ପବିତ୍ର ଦିବସରେ ତ୍ୟାଗ ଓ ଖୁସିର ପ୍ରତୀକ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି ବିଜେଡି…

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି-ଘଡଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଦୁଇ ନାବାଳିକାକୁ ଗଣ ଦୁଷ୍କର୍ମ ; ଯାତ୍ରା ଦେଖି ଫେରୁଥିଲେ, ଜଣଙ୍କୁ ବ୍ରିଜ୍ ତଳକୁ ଫିଙ୍ଗି ଦେଲେ ଓ ଅନ୍ୟ ଦୁଇକୁ ଉଠାଇ ନେଲେ

ଭୁବନେଶ୍‌ବର : ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଜଣ ନାବାଳିକା ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୩ ଜଣ ନାବାଳିକା ଯାତ୍ରା ଦେଖି ଫେରୁଥିଲେ । କିଛି ଯୁବକ ଗୋଷ୍ଠୀ ହୋଇ…