Browsing Category
ରାଜ୍ୟ
ଆରବସାଗରରେ ଲଘୁଚାପ: ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ସୂଚନା ।
ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବା ନେଇ ସୂଚନା ଦେଇଛି, ଭାରତୀୟ…
ଦୁର୍ବୃତ୍ତଙ୍କ ନାରକୀୟ କାଣ୍ଡ, ଗଣଦୁଷ୍କର୍ମ ପରେ ହତ୍ୟା କରି ଉରାରେ ଝୁଲାଇଦେଲେ
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।…
ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେଶନରେ ଭୀମଟାଙ୍ଗି ଯୁବକଙ୍କ ମୃତଦେହ, ପରିବାର ଲୋକ କଲେ ହତ୍ୟା ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେଶନ ଆଗରେ ପଡ଼ି ରହିଛି ମୃତଦେହ । ମୃତକ ଜଣକ ଭୀମଟାଙ୍ଗି ଖଣ୍ଡୁଆଳ ସାହିର ବୋଲି ଜଣାପଡ଼ିଛି ।
ମୃତକଙ୍କ ପରିବାର ହତ୍ୟା ସ୍ଥାନୀୟ ପୋଲିସ ଷ୍ଟେଶନରେ ହତ୍ୟା ଅଭିଯୋଗ କରିଥିବା…
ସକାଳୁ ସକାଳୁ ବଡ଼ ଅଘଟଣ: ମାଛ ଲୋଭରେ ଚାଲିଗଲା ୨ ଶିଶୁଙ୍କ ଜୀବନ, ମା’ର ମିଳୁନି ପତ୍ତା
ଦେବଗଡ଼: ଡଙ୍ଗା ବୁଡ଼ି ୨ ଛୁଆଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ନିଖୋଜ ଥିବା ଖବର ପ୍ରକାଶ ପାଇଛି । ରେଙ୍ଗାଳି ଡ୍ୟାମରେ ମାଛ ଧରିଲାବେଳେ ଡଙ୍ଗାଟି ବୁଡ଼ି ଯାଇଥିବା ସୂଚନା ।
କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମ ନିକଟରେ…
ଦୀର୍ଘ ଅଢ଼େଇ ବର୍ଷ ପରେ ଭୁବନେଶ୍ବରକୁ ଫେରିଲା କୋରନା, ଜଣେ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ପୁଣି ଥରେ ଆସିଲା କୋରୋନା ଭାଇରାସ ଭୟ । ଗତ କିଛି ଦିନ ହେବ ଦେଶରେ କୋରନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଜି ରାଜ୍ୟକୁ ଫେରିଛି । ଆଜି ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡିଛି ।…
ସରକାରଙ୍କ ପ୍ରସ୍ତୁତି, ଗତବର୍ଷ ଭଳି ରଥଯାତ୍ରାରେ ଆଉ ହେବନି ଅଘଟଣ !
ପୁରୀ: ଗତବର୍ଷ ରଥଯାତ୍ରା ଘଟଣା ଏବେଯାଏଁ କାହାରି ମନରୁ ଲିଭିନି। ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ୱିତୋଫାନ ହୋଇଥିଲା।
ଆଉ ଏବେ…
ପିଏମ୍ ଜନମନ ଯୋଜନାର ସୁଫଳ ପାଇବେ ୩,୧୪,୫୧୪ ଲୋକ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ…
ଭୁବନେଶ୍ୱର,୨୧ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ…
CTTC ପରିଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ, ଚନ୍ଦ୍ରାୟନ-5କୁ ନେଇ କହିଲେ…
ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଥିଲେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ । ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ଏହାସହିତ ଅପରେସନ…
ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ୍
ଭୁବନେଶ୍ୱର: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା ।
ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା ।…
ପ୍ରକାଶ ପାଇଲା +୨ ରେଜଲ୍ଟ: ପାସ୍ ହାର ୮୨.୭୭%, ବାଜିମାରିଲେ ଝିଅ
ଭୁବନେଶ୍ୱର: ଆଜି ପ୍ରକାଶ ପାଇଳା ଯୁକ୍ତ ୨ ପରୀକ୍ଷା ଫଳ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି ।
ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିଲେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ । ପାସ୍…