Browsing Category

ରାଜ୍ୟ

(Video) ଭୁବନେଶ୍ୱରକୁ କେବେ ଆସିଲା ଉଡ଼ାଯାହାଜ? ଜନ୍ମ ଦିବସରେ ଜାଣନ୍ତୁ ରାଜଧାନୀର ଇତିହାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରହିଛି ବିଜୁ ପଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ବିଭିନ୍ନ ଦେଶକୁ ଏହିଠାରୁ ସିଧା ବିମାନ ଉଡ଼ାଣ ଭରିଥାଏ । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ବାଣିଜ୍ୟ ଏବଂ ଯାତ୍ରୀବାହୀ ବିମାନ…

ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ

ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ…

୨୫ଟି ସହରର ପାରଦ ୪୦ ଉପରେ ; ସବୁଠାରୁ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର : ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଓଡିଶା । ରାଜ୍ୟର ମୋଟ୍ ୨୫ ଜିଲ୍ଲାର ତାପମାତ୍ରା ୪୦ ଟପିଛି । ଉପକୂଳ ଓଡିଶା ସମେତ ପଶ୍ଚିମ ଓଡିଶାର ପାରଦ ଆଜି ୪୦ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ,…

ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ?

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।…

NEP-2020: ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ସାମିଲ ହେବ ୨୦ଟି ନୂଆ ପାଠ୍ୟକ୍ରମ, ନୂଆ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦…

ଝାରସୁଗୁଡା ଉପନିର୍ବାଚନରେ ମହିଳାଙ୍କର ରହିବ ମୁଖ୍ୟ ଭୂମିକା: ବାଛିବେ ଉପଯୁକ୍ତ ନେତା

ଝାରସୁଗୁଡା: ଆଜିଠୁ ଆରମ୍ଭ ହେଉଛି ଝାରସୁଗୁଡା ଉପନିର୍ବାଚନର ରଣ ହୁଙ୍କାର । ଏହି ଉପନିର୍ବାଚନରେ ନୂଆ ଦାୟିତ୍ୱ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । କିନ୍ତୁ…

ଜୀବନଯାପନ ହେଲା ସ୍ୱାଭାବିକ ; ଜୟପୁରରୁ ହଟିଲା ୧୪୪ ଧାରା

କୋରାପୁଟ: ଜୟପୁର ସହରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି । କଟକଣା ଲାଗିବାର ମାତ୍ର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହାକୁ ହଟାଇ ଦିଆଯାଇଛି । ଚାରି ଆଡୁ କଡା ବିରୋଧ କରାଯିବାରୁ ପ୍ରଶାସନ ନିଷ୍ପତ୍ତି…

ଜୟପୁର ସହରରେ ୭ ଦିନ ପାଇଁ ୧୪୪ ଧାରା ଲାଗୁ, ଅପରାହ୍ନ ୩ରୁ ସକାଳ ୯ଟା ଯାଏଁ କଟକଣା

କୋରାପୁଟ: ଜୟପୁର ସହରରେ ୭ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା। ସହରର ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଅପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ। ଅପରାହ୍ନ ୩ଟାରୁ ପରିବର୍ତ୍ତି ଦିନ ସକାଳ…

କୋଲାବ ଜଳଭଣ୍ଡାରର ଡ଼ଙ୍ଗା ବୁଡି ୪ ମୃତ, ୪ ପହଁରୀ ଜୀବନ ବଞ୍ଚାଇଲେ

ସେମିଳିଗୁଳି: କୋଲାବ ଜଳଭଣ୍ଡାରର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ…

ଓଡିଶା ହାଇକୋର୍ଟରେ ଏବେ ବି ୫ ବର୍ଷର ୫୩% ମାମଲା ବାକି: ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ: ରାଜ୍ୟରେ ପ୍ରତିଦିନ ଅନେକ ପ୍ରକାରର ଘଟଣା-ଦୁର୍ଘଟଣା ସହ ଅପରାଧ ଘଟିଚାଲିଛି । ଏଥିରୁ ଅନେକ ମାମଲା ପୋଲିସ ଏବଂ ପରେ ମାନ୍ୟବର ହାଇକୋର୍ଟଙ୍କ ପାଖକୁ ମଧ୍ୟ ଯାଉଛି । ତେବେ ଇଣ୍ଡିଆନ୍ ଜଷ୍ଟିସ…