Browsing Category
ରାଜ୍ୟ
ବାହାନଗା ଟ୍ରେନ ଟ୍ରାଜେଡିରେ ବନ୍ଧା ହେବେ ସବୁ ଦୋଷୀ: ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ
ଭୁବନେଶ୍ୱର : ଓଡିଶା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ବଡ ଅପଡେଟ୍ ଆସିଛି । କାହିଁକି ଓ କିପରି ଭାବରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଲା ତାହାର ପ୍ରକୃତ କାରଣ ଜାଣିବା ପାଇଁ ରେଲ ବିଭାଗ ପକ୍ଷରୁ…
ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା, ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶା ଭାସ୍କର: ପୁରୀ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉତ୍ସବ ପାଳିତ ହେଉଛି। ରତ୍ନସିଂହାସନ ଛାଡ଼ି ଶ୍ରୀଜୀଉ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।…
ଓଡିଶା ଟ୍ରେନ୍ ଟ୍ରାଜେଡି ; କେଉଁ ରାଜ୍ୟ କେତେ ଦେଇଛି ଅନୁକମ୍ପା ରାଶି
ଭୁବନେଶ୍ୱର : ଜୁନ୍ ୨ର ସେହି କାଳ ରାତ୍ରି ଶହ ଶହ ଲୋକଙ୍କ ଜୀବନ ନେଇଗଲା । ଚାହୁଁ ଚାହୁଁ କେତେ ପରିବାର ଛାରଖାର ହୋଇଗଲା । କିଏ କେତେ ନିଜ ସାତ୍ମୀୟସ୍ୱଜନଙ୍କୁ ହରାଇଲେ । ଯଦିଓ କେହି ବି ଏହି କ୍ଷତି ପୂରଣ କରିପାରିବେ…
ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟୀକ ରଙ୍ଗ ଦେବା ଉଦ୍ୟମ ପରେ ଆକ୍ସନରେ ଓଡ଼ିଶା ପୋଲିସ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲା ଚେତାବନୀ
ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଏହାର ତଦନ୍ତ ଚାଲିଛି। ବର୍ତ୍ତମାନ ସୁଦ୍ଧା ରେଲୱେ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ସମ୍ପର୍କରେ ସୂଚନା ମିଳିଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ…
ବାହାନଗା ଟ୍ରେନ ଟ୍ରାଜେଡି: କେମିତି ଓ କାହିଁକି ହେଲା ଦୁର୍ଘଟଣା? ରେଲୱେ ଜାରି କଲା ବୟାନ୍
ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ବର୍ତ୍ତମାନ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି । ତେବେ ଟ୍ରାକରେ ଠିଆ ହୋଇଥିବା ଏକ ମାଲବାହୀ…
ଏସସିବିରେ ପହଞ୍ଚି ୱାର୍ଡ ରୁ ୱାର୍ଡ ବୁଲି ଆହତଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନେକ ଆହତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ୩ ଜଣ କେନ୍ଦ୍ର ମନ୍ତ୍ରୀ କଟକ ଏସସିବି ମେଡିକାଲରେ ପହଞ୍ଚିଛନ୍ତି ।…
ଏକ ହୋଇ ଲଢ଼ିଲା ସମଗ୍ର ଓଡ଼ିଆ ଜାତି: ବଞ୍ଚିଗଲା ଅନେକ ଯାତ୍ରୀଙ୍କ ଜୀବନ, ଓଡ଼ିଶାକୁ ପ୍ରଶଂସା କରୁଛି ବିଶ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨ ତାରିଖ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ କଳା ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦିନ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗା ଠାରେ ଦେଖିବାକୁ ମିଳିଥିଲା…
ସ୍ନାନ ମଣ୍ଡପରେ ରକ୍ତ ଛିଟା… ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବ
ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅବସରରେ ଦୁଇ ଦୁଇଟି ଅଘଟଣ ଘଟିଛି । ସକାଳେ ଜଣେ ଭକ୍ତଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ସ୍ନାନ ମଣ୍ଡପରେ ରକ୍ତ ଛିଟା ଲାଗିଥିବା ସୂଚନା ମିଳିଛି । ଯେଉଁ କାରଣରୁ ମହାପ୍ରଭୁଙ୍କ…
କାନ୍ଦୁଛି ଶବର ପାହାଡ଼, ରକ୍ତକୁ ଖୋଜୁଛି ରକ୍ତ: ବାପା-ଭାଇ-ପୁଅଙ୍କୁ ଅପେକ୍ଷା କରି ରହିଛନ୍ତି ୨୦୦ରୁ ଅଧିକ ମର ଶରୀର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ମାନବ ସମାଜ ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଘଟଣାକୁ ଏହା ମଧ୍ୟରେ ୪୦ ଘଣ୍ଟାରୁ ଅଧିକ…
ସୁପ୍ରିମକୋର୍ଟରେ ପହଞ୍ଚିଲା ଟ୍ରେନ୍ ଦୁର୍ଘଟଣା ମାମଲା, ‘କବଚ’ ସିଷ୍ଟମ ଶୀଘ୍ର ଲାଗୁ କରିବାକୁ ଉଠିଲା ଦାବି
ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ତଦନ୍ତ ମାମଲଶ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ପ୍ରସଙ୍ଗରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଯଥାଶୀଘ୍ର ଦୁର୍ଘଟଣାକୁ…