Browsing Category

ରାଜ୍ୟ

ପିଏମ୍‍ ପୋଷଣ ଯୋଜନାରେ ଓଡ଼ିଶାକୁ ମିଳିଲା ଦ୍ୱିତୀୟ କିସ୍ତି: ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ ପୋଷଣ ଯୋଜନାରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପିଏମ ପୋଷଣର ଦ୍ୱିତୀୟ କିସ୍ତିର…

ରମଜାନ ୨୦୨୩: ଆଜି ଭାରତରେ ଦିଶିଲାନି ରମଜାନର ଚାନ୍ଦ, ମାର୍ଚ୍ଚ ୨୪ ରେ ହେବ ଜୁମା

ନୂଆଦିଲ୍ଲୀ: ଆଜି ଦେଶର କୌଣସି ଅଞ୍ଚଳରେ ରମଜାନ ଚାନ୍ଦ ଦେଖାଯାଇ ନାହିଁ। ବର୍ତ୍ତମାନ ପ୍ରଥମ ରୋଜା ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୪ ରେ ହେବ। ଦିଲ୍ଲୀ ସହିତ ଆଜି ଲକ୍ଷ୍ନୌରେ ଚନ୍ଦ୍ର ଦେଖାଯାଇ ନଥିଲା। ଏବେ ଆସନ୍ତାକାଲି…

ମଣିଷ ପରି ହାତ ମୁହଁ ନେଇ ଜନ୍ମ ହେଲା ଛେଳି ଛୁଆ, ଦେଖିବା ପାଇଁ ଲମ୍ବା ଧାଡି

ଅନୁଗୁଳ: ଆଜି କାଲି ଦୁନିଆଁରେ ବିଭିନ୍ନ ପ୍ରକାରର ଅଜବ ଜନ୍ତୁଙ୍କୁ ଦେଖିବାକୁ ମିଳୁଛି। ଏହି ଭଳି ଏକ ଅଜବ ଜନ୍ତୁ ଦେଖିବାକୁ ମିଳିଛି । ଅନୁଗୁଳବ୍ଲକ ଟାଇଁସି ଗ୍ରାମର ନାଣ୍ଡୁ ପେଣ୍ଠେଇ ଙ୍କ ଘରେ ଗୋଟିଏ ଛେଳି ଏକ…

Padma Shri:ମାଗୁଣୀ ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାରଦିନ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କଣ୍ଢେଇ ନୃତ୍ୟ ଗୁରୁ ମାଗୁଣୀ ଚରଣ କୁଅଁର…

‘Zwigato’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ…

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଙ୍କୁ ୫୦ ହଜାର ଟଙ୍କା  ସହାୟତା

ସୋନପୁର:ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ…

ନା ସ୍କୁଲରେ ବିଦ୍ୟୁତ୍ ସଂଯୋଗ ଅଛି, ନା ଆବଶ୍ୟକୀୟ କ୍ଲାସରୁମ; ରାଜ୍ୟରେ ପିଲା ପଢିବେ କେମିତି ଆଗକୁ ବଢିବେ କେମିତି ?

ଭୁବନେଶ୍ୱର:ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସରଗରମ ବିଧାନସଭା। ପିଲା ମାନେ ଅନ୍ଧାରରେ ବସି ପାଠ ପଢ଼ୁଥିବା ନେଇ ଅଭିଯୋଗ ଆଣିଲେ ବିରୋଧୀ। ଏଯାବତ ଓଡ଼ିଶାର ୧୧୭୧୦ ଟି ସ୍କୁଲ ରହିଛି ଯେଉଁଠିକୁ ବିଦ୍ୟୁତ ସଂଯୋଗ…

ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି; ବିଧାନସଭାରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କର ଘୋର ଅଭାବକୁ ନେଇ ଆଜି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ। ୨୦ ହଜାର ପ୍ରାଥମିକ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୂମଧ୍ୟସାଗରୀୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ସର୍ବାଧିକ ୪୫ ଦଶମିକ ୧ ମିଲିମିଟର ବର୍ଷା ରେକର୍ଡ…

ଆସନ୍ତାକାଲିଠାରୁ ପୁଣି ବର୍ଷିବ ; ଏହି ରାଜ୍ୟଗୁଡିକ ପାଇଁ ସତର୍କ ସୂଚନା, ବର୍ଷା ସହ କୁଆପଥର ମାଡ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ଫେବୃଆରୀ ମାସରୁ ତାତି ଅସହ୍ୟ ହେଲା । ଖରାର ପ୍ରକୋପ ଲୋକମାନେ ସହି ପାରିଲେ ନାହିଁ । ପୂର୍ବାନୁମାନ କରାଗଲା ଯେ, ଚଳିତ ବର୍ଷ ଉତ୍ତାପ ଏହାର ସମସ୍ତ ରେକର୍ଡ ଭାଙ୍ଗିବ।…