Browsing Category

ରାଜ୍ୟ

ଆସନ୍ତା ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ: ଜାଣନ୍ତୁ ସମସ୍ତ ନିୟମ ଓ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ (ଓବିସି) ସର୍ଭେ । ଏହି ସର୍ଭେ ମେ ମାସ ୧ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ସମାପ୍ତ ହେବ । ତା’ପରେ ୨୦ ତାରିଖରୁ ୨୭ ତାରିଖ…

ଆଗକୁ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ପୂର୍ବାନୁମାନ କଲା ଭାରତୀୟ ପାଣପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ଦିନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଏପ୍ରିଲ୍‍ରୁ ଜୁନ୍‍ ମଧ୍ୟରେ ଦେଶର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ।…

ଖୋଜଚାଲିଛି ନକଲି ସାର୍ଟିଫିକେଟର ଚେର, ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ

ଭୂବନେଶ୍ୱର:ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ଆଜି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଗୋଟିଏ ପରେ ଗୋଟିଏ ବିଭାଗରେ ଫେକ ସାର୍ଟିଫିକେଟ ଚେର ଲମ୍ବିବାରେ ଲାଗିଛି । ଆଜି ଚତୁର୍ଥଦିନରେ ମଧ୍ୟ ତନା ଘନା ଚାଲିଛି…

ହିନ୍ଦୋଳରେ ମଧ୍ୟ ବାଜି ମାରିଲା ବିଜେଡି: ୧୬ଟି ୱାର୍ଡରୁ ୧୧ଟିରେ ଦଳ ବିଜୟୀ

ଢ଼େଙ୍କାନାଳ: ଢ଼େଙ୍କାନାଳ ହିନ୍ଦୋଳ ଏନଏସସି ନିର୍ବାଚନରେ ବିଜୟ ଲାଭ କରିଛି ବିଜେଡି । ଅତାବିରା ପରେ ହିନ୍ଦୋଳରେ ମଧ୍ୟ ନିଜର ଦବଦବା ବଜାୟ ରଖିଛି ବିଜୁ ଜନତା ଦଳ । ୧୬ଟି ୱାର୍ଡରୁ ବିଜେଡି ଦଳ ୧୧ଟିରେ ବିଜୟୀ ହୋଇଛି ।…

ଆତ୍ମହତ୍ୟା କଲେ ଯୁବ ବିଜେଡି ଟାଉନ ସଭାପତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଟାଉନ ଥାନା ରାଜବାଟୀ ନିକଟ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ…

ଅତାବିରା ଏନଏସି ନିର୍ବାଚନ: ୧୨ଟି ୱାର୍ଡରୁ ୧୧ଟିରେ ବାଜି ମାରିଲା ବିଜେଡି

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ଅତାବିରା ଏନଏସି ନିର୍ବାଚରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା…

ଟ୍ରକ ପଛପଟକୁ ପିଟିଲା ଟ୍ରେଲର, ଡ୍ରାଇଭର ଜୀବନ୍ତ ଦଗ୍ଧ

ଧର୍ମଶାଳା: ଜାରକା ଦେଉଳିଠାରେ ଏକ ଭୟଙ୍କର ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ଟ୍ରକ ଏବଂ ଟ୍ରେଲର ଦୁର୍ଘଟଣା ଫଳରେ ଡ୍ରାଇଭରର ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।ସୂଚନା…

ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରକୃତ ବୟସ କେତେ? କେନ୍ଦ୍ରର ୬ ଥିବା ବେଳେ ରାଜ୍ୟର ଏତିକି

ଭୁବନେଶ୍ୱର: ସାଧାରଣତଃ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସ ୬ ରୁ ୭ବର୍ଷ ହୋଇଥାଏ । ପିଲା ଏହି ସମୟରେ ବିଦ୍ୟାଳୟରେ ନାମଲେଖାଇ ପାଠ ପଢିଥାନ୍ତି । ହେଲେ ଏହି ବୟସର ସଠିକତାକୁ ନେଇ ବର୍ତ୍ତମାନ ଅଡୁଆରେ ପଡୁଛନ୍ତି…

ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର? BJPର କ’ଣ ରହିଛି ପ୍ଲାନ, ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଗତ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ବିଶେଷ ଫୋକସ…

ଦୁଃଖ ଖବର: ଆଉ ନାହାନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧ୍ୟାତ୍ମିକ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କ ପରଲୋକ ଘଟିଛି ।…