Browsing Category

ରାଜ୍ୟ

“୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା”

ଭୁବନେଶ୍ୱର:  ସାମ୍ନାକୁ ଆସିଲା ପୂର୍ବ ସରକାରଙ୍କ ଅପାରଗତା। ମିଳୁନି ଚିଟଫଣ୍ଡ କାଗଜ ପତ୍ର। ଏକଥା ଆମେ କହୁନାହୁଁ ଏପରି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମନମୋହନଙ୍କ କହିବା…

ରାତି 2ରେ ଆସୁଛି ପାଣି, ସୋଇ ପାରୁନାହାଁନ୍ତି ଲୋକେ

ଉତ୍ତର ପ୍ରଦେଶ: ମେ ମାସର ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ଦେଖାଯାଇଛି ପାଣିର ଘୋର ଅଭାବ। ରାତି 2ରେ ପାଣି ଆସୁଥିବାରୁ ଲୋକେ ଶାନ୍ତିରେ ସୋଇ ପାରୁନାହାଁନ୍ତି। ରାତି ଅଧାରେ ବି ଚାଲି ଚାଲି ଯିବାକୁ ପଡୁଛି ବହୁତ ଦୂର।…

ପୁରୀ ଆସି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜ୍ୟୋତି !

ନୂଆଦିଲ୍ଲୀ:  ଗୋଟେ ପରେ ଗୋଟେ ଗୁମର ଖୋଲୁଛି। ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ଦିନକୁ ଦିନ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି।…

କମିବ କୃଷି ଆତ୍ମହତ୍ୟା, ସହଜରେ ମିଳିବ ଋଣ ନଚେତ ହେବ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, RBIରେ ଥିବା ନିୟମ ସମ୍ପର୍କରେ କହିଛନ୍ତି ଯେ 'CIBIL ସ୍କୋର'କୁ ନଦେଖି ଚାଷୀମାନଙ୍କୁ ଋଣ ଦିଆଯିବ। ଏବଂ ଯେଉଁ ବ୍ୟାଙ୍କ ଶାଖା ଏହି ସ୍କୋରକୁ ନେଇ ଜୋର…

“ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ , ବଢ଼ିବ +୩ ପାଇଁ ନାମଲେଖା ଆବେଦନ ଅବଧି”

ଭୁବନେଶ୍ୱର:  ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇ +୨ ରେଜଲ୍ଟ। ଆଉ ପିଲାମାନେ ବ୍ୟସ୍ତ ହୁଅ ନାହିଁ। ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ…

ସାଙ୍ଗରେ ଆସୁଛି ୨ ଲଘୁଚାପ, ନେଇପାରେ ବାତ୍ୟାର ରୂପ !

ଭୁବନେଶ୍ୱର:  ରାଜ୍ୟରେ ଲଘୁଚାପ ଭୟ। ଏବେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ଥିବା ବେଳେ, ମେ ଶେଷ ସପ୍ତାହ ବେଳକୁ ଏକା ସାଙ୍ଗରେ ୨ଟି ଲଘୁଚାପ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଓ ଆରବସାଗରରେ ୨ଟି ଲଘୁଚାପ…

କନ୍ଧମାଳରେ ଲଜ୍ଜା, ଅଟୋରେ ଅପହରଣ, ସପ୍ତାହେ ଧରି ବନ୍ଦ କୋଠରୀରେ ଯୁବତୀଙ୍କୁ ୩ ସାଙ୍ଗଙ୍କ ଗଣଦୁଷ୍କର୍ମ

କନ୍ଧମାଳ: ପୁଣି ଓଡ଼ିଶାରେ ଲଜ୍ଜା। କନ୍ଧମାଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ 3 ସାଙ୍ଗ। ଅଟୋରେ ଘରେ ଛାଡ଼ି ଦେବାକୁ କହି ଭଡ଼ା ଘରେ ନେଇ ରଖିଲେ। ଆଉ ସପ୍ତାହେ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୩ ସାଙ୍ଗ। ଓଡ଼ିଶାର…

ସକାଳୁ ଭୁବନେଶ୍ୱରରେ ୩୩ ଡ଼ିଗ୍ରୀ ଅତିକ୍ରମ କଲା ତାତି, ଗୁଳୁଗୁଳି ଜାରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏଥିସହିତ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପାଣିପାଗ ବିଭାଗ ଅନୁଯାୟୀ, ଉଚ୍ଚ ଆଦ୍ରତା ଏବଂ ତାତି…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଢେଙ୍କାନାଳ:  ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ । ଭାମା ସାହୁ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ପାଚିଲା ଆମ୍ବ…

ଗାଡ଼ି ଚଲଉ ଚଲଉ ଶୋଇପଡିଲେ ଡ୍ରାଇଭର, ପିଟିହେଲା ଆମ୍ୱୁଲାନ୍ସ

ଭୁବନେଶ୍ୱର: ପିଟିହେଲା ଆମ୍ୱୁଲାନ୍ସ। ଡ୍ରାଇଭରକୁ ନିଦ ଲାଗିବାରୁ ଫ୍ଲାଏ ଓଭର ବ୍ରିଜରେ ହେଲା ଦୁର୍ଘଟଣା। ଘଟଣାଟି ଗତକାଲି ରାତିର। ରୋଗୀ ନେବାକୁ ଯିବା ସମୟରେ ଭୁବନେଶ୍ୱର ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜରେ ଏକ ବଡ଼…