Browsing Category
ରାଜ୍ୟ
ସେଲିବ୍ରିଟିଙ୍କ ନାଁରେ ଲୋକଙ୍କୁ ଠକୁଥିଲେ, ଅଭିଯୋଗ ପରେ ମାରିଥିଲେ ଚମ୍ପଟ
ବାଲେଶ୍ୱର: ବନ୍ଧା ହେଲେ ବଣ୍ଟି- ବବଲି । ଫେରାର ଠକ ଯୁବକ ଓ ଯୁବତୀଙ୍କୁ ଅଟକ ରଖିଲା ପୋଲିସ । ଫେକ୍ ଆକାଉଣ୍ଟରେ ଲୋକଙ୍କୁ ଠକୁଥିଲେ । ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଫଟୋ ଲଗେଇ ଅନ୍ୟମାନଙ୍କ ସହ କରୁଥିଲେ ଚାଟିଂ ।…
Breaking-ବିଜେପି ବିଧାୟକଙ୍କ ଅଗ୍ରୀମ ବେଲ ଆବେଦନ ଖାରଜ, ଲୋକଙ୍କ ପାଇଁ ଉଦାହରଣ ହେବାକୁ କହିଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ- ବିଜେପିର ଆଗଧାଡିର ନେତା ତଥା ବିଧାୟକଙ୍କୁ ସୁପ୍ରିମ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ । ମହିଳା ଆଇଆଇସିଙ୍କୁ ମାଡ ମାରିବା ଅଭିଯୋଗରେ ଜୟନାରାୟଣଙ୍କ ନାଁରେ ହୋଇଥିଲା ମାମଲା । ଗତ…
(Breaking) ଚଳିତ ବାଲିଯାତ୍ରାରେ ହେବ ଦେଶ- ବିଦେଶର ମିଳନ, ବିଦେଶୀ କଳାକାର କରିବେ ନୃତ୍ୟ ପରିବେଷଣ
ଭୁବନେଶ୍ୱର- ଚଳିତ ବାଲିଯାତ୍ରା ଦେବ ନିଆରା ସ୍ୱାଦ । ଦେଶୀ ସବ ବିଦେଶୀ କଳାକାରଙ୍କ ପ୍ରଦର୍ଶନ ମନମୋହିବ ଲୋକଙ୍କର । ଏଥିପାଇଁ ମୋହନ ସରକାର ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଚଳିତ ଥର ଲୋକ ଗହଳିକୁ ଦୃଷ୍ଟିରେ ରଖି…
ଧାନକିଣାରେ ସ୍ଵଚ୍ଛତା ଅଣାଯିବ, ଚାଷୀଙ୍କୁ ମିଳିବ ଉପଯୁକ୍ତ MSP… ସମବାୟରେ ଅବ୍ୟବସ୍ଥା ଉପରେ ରୋକ ଲଗାଇବେ ସରକାର
ଭୁବନେଶ୍ୱର: ପୂର୍ବ ସରକାର ସମୟରେ ସମବାୟରେ ହେଉଥିବା ଅସ୍ୱଚ୍ଛତା ଓ ଅବ୍ୟବସ୍ଥା ଏହି ସରକାରରେ ହେବନାହିଁ । ଧାନକିଣାରେ ସ୍ଵଚ୍ଛତା ଆଣିବା ପାଇଁ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଚାଷୀମାନଙ୍କୁ ସଚେତନ…
ଘରେ ପଶି ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର
ଜଳେଶ୍ୱର: ଦିନକୁ ଦିନ ବୁଲା କୁକୁରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଏଥିମଧ୍ୟରେ ଜଳେଶ୍ୱର ଭୋଗରାଇ ବ୍ଲକ୍ ଜୟରାମପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଘରେ ଏକ ପାଗଳ କୁକୁର ପଶି ଜଣେ ବୃଦ୍ଧାଙ୍କୁ ଝୁଣି…
Breaking: ଓଟିଏମ୍ ହାଇସ୍କୁଲରେ ରାତ୍ରୀ ଜଗୁଆଳିଙ୍କ ଜୁଲନ୍ତା ମୃତଦେହ ଉଦ୍ଧାର
ଚୌଦ୍ୱାର: କଟକ ଚୌଦ୍ୱାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଖବର ସାମ୍ନାକୁ ଆସିଛି । ଓଟିଏମ୍ ହାଇସ୍କୁଲ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ସୂଚନା ମୁତାବକ, ମୃତକ ଜଣକ ଓଟିଏମ୍ ହାଇସ୍କୁଲରେ…
ଝଗଡ଼ା ପାଇଁ ସ୍ତ୍ରୀକୁ ଛୁରାମାଡ଼ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଆସିକା: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ…
ମାଛ- ଚିଙ୍ଗୁଡ଼ି ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପାଉଁଶ
କୃଷ୍ଣପ୍ରସାଦ: ପୁରୀ କୃଷ୍ଣପ୍ରସାଦ ଯମୁନା ଗାଁ ପାଖ ଚିଲିକା କୂଳ ଗୋଦାମରେ ଅଘଟଣ । ମାଛ ଓ ଚିଙ୍ଗୁଡ଼ି ଗୋଦାମରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁ ଚିଙ୍ଗୁଡ଼ି ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି…
ପରିଣତ ବୟସରେ କୋଡ଼ି କୋଦାଳ ଧରି କ୍ଷେତରେ ଫଳାଉଛନ୍ତି ସୁନା, ଅନ୍ୟ ପାଇଁ ଉଦାହରଣ ମାଟିର ମଣିଷ ନିରଞ୍ଜନ
ମୟୁରଭଞ୍ଜ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଆଜିକାଲି ଅଧିକାଂଶ ଯୁବପିଢ଼ି ଚାଷ ପ୍ରତି ବିମୁଖ ହେବାର ଦେଖାଦେଇଛି । ରୋଜଗାର ଆଶାରେ ସହର ମୁହାଁ ହେଉଛନ୍ତି ଯୁବପିଢ଼ି । ଏଭଳି ସ୍ଥିତିରେ ଏବେବି ମାଟି ଓ…
ନଭେମ୍ବର 20ରୁ ଆରମ୍ଭ ହେବ ଧାନ ସଂଗ୍ରହ, 8ରେ ଚାଷୀ ସମାବେଶ
ଭୁବନେଶ୍ବର: ନଭେମ୍ବର 20 ତାରିଖରୁ ବରଗଡରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ଏହାପରେ ଆସନ୍ତା 22 ତାକିଖରେ ସମ୍ବଲପୁରରେ ଧାନ ସଂଗ୍ରହ ହେବ । ବରଗଡ ସମ୍ବଲପୁର ପରେ ଅନ୍ୟ ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ତେବେ…