
Browsing Category
ରାଜ୍ୟ
ଆସନ୍ତା ୯ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା ! ଆଇଏମଡିର ଡିଜି ଦେଲେ ବଡ଼ ବୟାନ
ଭୁବନେଶ୍ୱର: ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମଡିର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି । ପୂର୍ବ ଆକଳନ ଅନୁସାରେ ୬ ତାରିଖ ପାଖାପାଖି…
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ଝଟକା: ଜିଲ୍ଲା BJP ସଭାପତି BJDରେ ଯୋଗଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ । ସେଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜୋରସୋର ଭାବେ କସରତ ଆରମ୍ଭ କରିଦେଇଛନ୍ତି ।…
ବନ୍ୟପ୍ରାଣୀ ମାରିଲେ ମିଳିବ ୬ ଲକ୍ଷ, ସହାୟତା ରାଶି ବଢାଇଲେ ସରକାର
ଭୁବନେଶ୍ୱର: ଓଡ଼ିଶା ସରକାର ବନ୍ୟଜନ୍ତୁଙ୍କ ଆକ୍ରମଣ କାରଣରୁ ମୃତ୍ୟୁ ମାମଲାରେ ଏହାର କ୍ଷତିପୂରଣ ଚାରି ଲକ୍ଷରୁ ଛଅ ଲକ୍ଷକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ କହିଛନ୍ତି,…
ମାଡ଼ି ଆସୁଛି ସାମୁଦ୍ରିକ ଝଡ ‘ମୋଚା’! ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏପରି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ…
ଓଡ଼ିଶା ଆସିବେ ନିତିଶ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ବର୍ତ୍ତମାନ ଦେଶରେ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଛି । ବିରୋଧୀ ଦଳ ମଧ୍ୟରେ ଲଢେଇ ଚାଲିଛି । ଏହାରି ମଧ୍ୟରେ ବିବାହର ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ରାଜ୍ୟକୁ ଗମନ କରି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟୁଛନ୍ତି ।…
ଗୋରୁ ଚାଲାଣ ବେଳେ ଓଲଟି ପଡିଲା ପିକଅପ, ୪ ଗୋରୁ ମୃତ
ସୋର: ଗୋରୁ ବୋଝେଇ ପିକଅପ ଓଲଟିବା ଯିବା କଥା ସାମ୍ନାକୁ ଆସିଛି । ଗାଡି ଓଲଟିଯିବା ଫଳରେ ୪ ଗୋରୁଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାଟି ଖଇରା ଥାନା ଅଞ୍ଚଳର ବାଙ୍କିତିରା ଛକ ନିକଟରେ ଘଟିଥିବା କଥା ଜଣାପଡିଛି ।…
ବିଶିଷ୍ଟ ଗାନ୍ଧିବାଦୀ ନେତା ନିଶାକର ଦାସଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ନିଶାକର ଦାସ ଆଉ ନାହାନ୍ତି । କୋରାପୁଟ ସ୍ଥିତ ନିଜ ବାସଭବନରେ ନିଶାକର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…
୬ରେ ଘୂର୍ଣ୍ଣିବଳୟ ! ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ
ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ…
AIIMS ଓ NIMHANS ରିପୋର୍ଟ: ସିଗାରେଟ ସେବନ କୋଭିଡ୍ ମୃତ୍ୟୁହାର ବଢ଼ାଉଛି, ହୃଦ ଓ ମାନସିକ ସମସ୍ୟା ବୃଦ୍ଧି ପାଉଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରେ ଏନେଇ ଆଲର୍ଟ ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଡାକ୍ତର,…
ରାଷ୍ଟ୍ରପତିଙ୍କ ୩ଦିନିଆ ଗସ୍ତ: ୪ ଓ ୫ ବନ୍ଦ ରହିବ ଶିମିଳିପାଳ
ବାରିପଦା: ମେ’ ମାସର ୪ ଓ ୫ ତାରିଖ ଶିମିଳିପାଳ ବନ୍ଦ ରହିବା ଘୋଷଣା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ଦୃଷ୍ଟିରେ ରଖି ଏପରି ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆସନ୍ତା କାଲି ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ…