CHARIDHAM
Browsing Category

ରାଜ୍ୟ

ଓଃ ହୋ… ଏତେ ଦିନ ପରେ ଆଜି ସନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍: ୯ ଦିନରୁ ଥିଲା ବନ୍ଦ

ସମ୍ବଲପୁର: ଆଜି ସନ୍ଧ୍ୟା ସୁଦ୍ଧା ସମ୍ବଲପୁରରେ ପୁଣି ଥରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ୯ ଦିନ ପରେ ଆଜି ପୁଣିଥରେ ଇଣ୍ଟରନେଟ ବ୍ୟବହାର କରିପାରିବେ ସମ୍ବଲପୁରର ବାସିନ୍ଦା । ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାରେ…

ସହୀଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର: ରାଜ୍ୟପାଳ ଦେଲେ ଶ୍ରଦ୍ଧା ସୁମନ

ଭୁବନେଶ୍ୱର: ଓଡିଶା ମାଟିରେ ପହଞ୍ଚିଛି ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ବୀର ଯବାନଙ୍କୁ ଦିଆଯାଇଛି ମହା ସମ୍ମାନ । ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସେଠାରେ ପହଞ୍ଚି…

ମିଳିଲା ଶ୍ରୀମନ୍ଦିର ପ୍ରଶାସନର ଉଭୟ ଫାଇଲ: ହଜି ନଥିଲା ବୋଲି କହିଲେ ସଚିବ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ହଜି ଯାଇଥିବା ଦୁଇଟି ଯାକ ଫାଇଲ ମିଳିଥିବା ନେଇ ସୂଚନା ମିଳିଛି । ଏ ନେଇ ଆଇନ ବିଭାଗର ପୁରୁଣା ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫାଇଲ ଅନ୍ୟ କେଉଁଠି ହଜି…

ପୁଞ୍ଚରେ ସହିଦ ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜାମ୍ମୁ କାଶ୍ମୀରର ପୁଞ୍ଚ ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଷ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦ୍ ଦେବାଶିଷ…

ରାଜ୍ୟରେ କାଳବୈଶାଖୀ କମାଇଲା ଗ୍ରୀଷ୍ମ ତାତି: ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଲୋକମାନେ ଅସହ୍ୟ ଖରାରେ କଲବଲ ହେଉଥିବା ବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହରର…

ଡାକ୍ତରଙ୍କ ପାଇଁ ଲାଗୁହେଲା DACP ରୁଲ୍: କ୍ୟାରିୟରରେ ହେବ ୪ ଥର ପଦୋନ୍ନତି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯେଗାଇ ଦେବା ପାଇଁ…

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର: ଅନ୍ୟ ରାଜ୍ୟରେ ଖୋଲିବ ସହାୟତା କକ୍ଷ, ନୂଆ ଯୋଜନା ପ୍ରସ୍ତୁତ କଲା ରାଜ୍ୟ ଶ୍ରମ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଗରିବଙ୍କୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିଜାତ ସାମଗ୍ରୀ…

ବିବାହ, ବ୍ରତଘର ଭୋଜିରେ ମିଳିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ: ଓଡ଼ିଶା କ୍ୟାଟେରିଂ ଆସୋସିଏସନର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାଣ୍ଡିଆ ଚାଷର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖରେ ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ରାଜ୍ୟ ସରକାର…

କୋରାପୁଟରେ ୭ ମିନିଟରେ ୫୩୯୫ ବଜ୍ରପାତ: ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲାରେ ଭୟଙ୍କର ରୂପ ନେଇଛି ବଜ୍ରପାତ । ଝଡ ତୋଫାନ ସହ ଭୀଷଣ ବଜ୍ରପାତ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ମାତ୍ର ୭ ମିନିଟ ଭିତରେ ୫୩୯୫ରୁ ଅଧିକ ଥର ବଜ୍ରପାତ ହୋଇଥିବା ରେକର୍ଡ ହୋଇଛି । ଏହାସହ…

ବଡ ଖବର, ଆଖି ବୁଜିଲେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ: ୮୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି ।…