CHARIDHAM
Browsing Category

ରାଜ୍ୟ

ଓଡ଼ିଶା ଲୋକସେବା ଆୟୋଗରେ ବାହାରିଲା ଚାକିରି: ଗ୍ରାଜୁଏଟ୍ ଓ PG ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଓଡ଼ିଶା ବୈଷୟିକ…

ଭୁବନେଶ୍ୱରରେ ପୁଣି ଛାତ୍ରୀ ଆତ୍ମହତ୍ୟା: କଲେଜ ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ଆଜି ଚନ୍ଦକା ଅଞ୍ଚଳରେ ଏହି ଘଟଣାର ଏକ ପୁନରାବୃତ୍ତି ଦେଖିବାକୁ ମିଳିଛି । ପୁଣି ଜଣେ କଲେଜ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା ।…

ରାଜଧାନୀରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର, ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ

ଭୁବନେଶ୍ୱର: ଲୋକମାନଙ୍କ ହିତପାଇଁ ସରକାର ସବୁବେଳେ ବଡ଼ ବଡ଼ ନିଷ୍ପତି ନେଇ ଆସୁଛନ୍ତି। ଆଗକୁ ତାତି ଆହୁରୀ ବଢୁଥିବା ବେଳେ ବେଳେ ବେଳେ ଗରମ ରୁ ମଧ୍ୟ ସର୍ଟ ସର୍କିଟ କିମ୍ବା ଘର ପୋଡି ସମସ୍ୟା ଦେଖିବାକୁ ମିଳେ। ତେବେ…

ଓଡିଶାକୁ ‘ହିଟ୍ ୱେଭ୍’ ଆଲର୍ଟ ; ୮ଟି ଜିଲ୍ଲାକୁ ୱାର୍ଣ୍ଣିଂ , ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବୋଚ୍ଚ ସ୍ତରରେ

ଭୁବନେଶ୍ୱର : ଓଡିଶାର ଅନେକ ସହରର ତାପମାତ୍ରା ୪୦ ଉପରେ ରହିଥିବାବେଳେ ଆଜି ଭୁବନେଶ୍ୱରର ପାରଦ ସର୍ବୋଚ୍ଚ ସ୍ତରରେ ରହିଛି । ଦିନ ସାଢେ ୧୧ଟା ସୁଦ୍ଧା ଓଡିଶାର ସବୁଠାରୁ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ଯଦିଓ…

ବଡ଼ ଘୋଷଣା : ମାତୃଭାଷା ଓଡିଆରେ ହେବ SSC MTS ପରୀକ୍ଷା, ଓଡିଆ ଭାଷା ସମେତ ୧୩ଟି ଭାଷାରେ ହେବ ଏହି ପରୀକ୍ଷା

ଭୁବନେଶ୍ୱର: ମାତୃଭାଷା ଓଡିଆରେ ହେବ ଏସଏସସି ଏମଟିଏସ ପରୀକ୍ଷା । ସିଏପିଏଫ ଭଳି ଏସଏସସି ଏମଟିଏସ ମଧ୍ୟ ଓଡିଆରେ ହେବ । କେବଳ ଏତିକି ନୁହେଁ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏଥିନେଇ…

ସକାଳୁ ଜାଳୁଛି ; ଦିନ ସାଢେ ୧୧ଟାରେ ତାତି ଅସମ୍ଭାଳ , ଜାଣନ୍ତୁ ଆପଣଙ୍କ ସହରରେ କେତେ ତାପମାତ୍ରା

ଭୁବନେଶ୍ୱର : ସକାଳୁ ଜାଳୁଛି ସୂର୍ଯ୍ୟତାପ । ଦିନ ସାଢେ ୧୧ଟାରୁ ଅସହ୍ୟ ହେଉଛି ତାତି । ପ୍ରାଣୀ ଜଗତ ଅସ୍ତବ୍ୟସ୍ତ ହୋଇଗଲେଣି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ଦିନ ସାଢେ…

ସମ୍ବଲପୁର ହିଂସାକାଣ୍ଡ: ବିଜେପି ଟିମକୁ ଅଟକାଇଲା ପୋଲିସ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ପ୍ରମୁଖ ନେତାଙ୍କୁ ମିଳିଲା ନାହିଁ ଯିବାକୁ ଅନୁମତି

ଭୁବନେଶ୍ୱର:ସମ୍ବଲପୁରରେ ଯେଉଁଭଳି ବିବାଦ ଦେଖାଯାଇଥିଲା ତାହାକୁ ନେଇ ଏବେ ସମ୍ବଲପୁରରେ ହାଇ ଆର୍ଲଟ ଜାରି ରହିଛି । କର୍ଫ୍ୟୁ ସହିତ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ଏହା ଭିତରେ ବିଜେପିର ଏକ ଟିମ ସମ୍ବଲପୁର…

କ୍ଲାସ ରୁମରେ ଖସି ପଡିଲା ଫ୍ୟାନ୍ ; ଦୁଇ ଜଣ ଛାତ୍ର ଗୁରୁତର

ଭୁବନେଶ୍ୱର : ଗୋପବନ୍ଧୁ ବିଜ୍ଞାନ ମହା ବିଦ୍ୟାଳୟରେ ବଡ ଧରଣର ଅଘଟଣ ଘଟିଛି । କ୍ଲାସ ରୁମରେ ସିଲିଙ୍ଗ ଫ୍ୟାନ୍ ଖସି ପଡି ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଏଥିରେ ୨ ଜଣ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ…

ଝାରସୁଗୁଡା ଉପନିର୍ବାଚନ: ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭରିବେ ନାମାଙ୍କନ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିବା ପରେ । ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ପୂର୍ବରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ…

ଫୁଲଦମରେ ସମ୍ବଲପୁର ପ୍ରଶାସନ: ପୁଣି ବଢ଼ିଲା ଇଣ୍ଟରନେଟ ବନ୍ଦ ଅବଧି, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ହେଲା ଏହି କଟକଣା

ଭୁବନେଶ୍ୱର: ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସେ ସୂଚନା ଦେଇ କହିଛନ୍ତି ଯେ…