Browsing Category

ରାଜ୍ୟ

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ…

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ…

ଆଗ୍ରା, ମଥୁରା ଓ ବୃନ୍ଦାବନ ଯାତ୍ରା ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନରୁ ଆଗ୍ରା, ମଥୁରା ଓ ବୃନ୍ଦାବନ ଅଭିମୁଖେ ଟ୍ରେନ୍‍ ସେବାର ଶୁଭାରମ୍ଭ…

ଚଳିତ ଶିକ୍ଷାବର୍ଷ ୨୦୨୩-୨୪ କ୍ୟାଲେଣ୍ଡର ପ୍ରଚଳିତ, ଫେବୃଆରୀ ୧୩ ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି। ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍ ଏବଂ ତଥ୍ୟ ସଂଶୋଧନ ପାଇଁ…

୮ ଜିଲ୍ଲା ସାବଧାନ! ଓଡ଼ିଶାରେ ଘନ କୁହୁଡ଼ି ପାଇଁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି । ତେବେ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ…

ଭୁବନେଶ୍ୱରରେ ପହଞ୍ଚିଲା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ

ଭୁବନେଶ୍ୱର: ବିଜୁବାବୁଙ୍କ ଡାକୋଟା ବିମାନ ଶେଷରେ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨ଟି ଲରି ଜରିଆରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱରରେ ପହଞ୍ଚିଛି ବିମାନ । ତେବେ ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ…

୪ କର୍ମଚାରୀଙ୍କ ଦରମା ବନ୍ଦ, ପଦକ୍ଷେପ ନେଲେ ଜିଲ୍ଲାପାଳ

ବୌଦ୍ଧ: ୪ଜଣ ତହସିଲଦାର ଅଫିସରଙ୍କ ଦରମା ବନ୍ଦ କରାଯାଇଥିବା କଥା ସାମ୍ନାକୁ ଆସିଛି । ହରଭଙ୍ଗା ତହସିଲର ୩ କିରାଣିଙ୍କ ସମେତ ଜଣେ ପିଅନଙ୍କ ଦରମା ବନ୍ଦ କରାଯାଇଥିବା କଥା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ପଦକ୍ଷେପ…

ପିପିପି ମୋଡରେ ରାଜ୍ୟରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆଦାନୀ ଗ୍ରୁପ୍‍

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଘରୋଇ ସହଭାଗିତା ପିପିପି ମୋଡରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ୍‍ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରେ ଏହାକୁ ପ୍ରତିଷ୍ଠା ପାଇଁ…

ରାଜ୍ୟରେ ହାତୀ ସୁରକ୍ଷା ପାଇଁ ତିନି ସପ୍ତାହ ମଧ୍ୟରେ ଆକ୍ସନ ପ୍ଲାନ୍‍ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କମୁନାହିଁ ହାତୀ ମୃତ୍ୟୁ। ହାତୀ ମୃତ୍ୟୁ ପ୍ରସଙ୍ଗକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱର ଭାବେ ଗ୍ରହଣ କରିଥିଲେ। ହାତୀ ସୁରକ୍ଷା ସମ୍ପର୍କିତ…

ଧାବିକା ଦୂତୀ ଚାନ୍ଦ ସସପେଣ୍ଡ: ଡୋପ୍ ଚେଷ୍ଟରେ ଫେଲ ପରେ କାର୍ଯ୍ୟାନୁଷ୍ଠାନ, ଖବରକୁ ଦୂତୀଙ୍କ ଅସ୍ୱୀକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଏକ ନିରାଶାଜନକ ଖବର ଆସିଛି । କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଥିବା ଓଡ଼ିଶାର ଧାବିକା ଦୂତୀ ଚାନ୍ଦକୁ ଲାଗିଛି ବଡ଼ ଝଟକା । ଦୂତୀ ଡୋପ୍ ଟେଷ୍ଟରେ…