Browsing Category
ରାଜ୍ୟ
ଏହି ୭ ଜିଲ୍ଲା ସାବଧାନ ! ବର୍ଷା ପାଇଁ ସତର୍କବାଣୀ ଶୁଣାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର : ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଓ ଆସନ୍ତାକାଲି ପୁରୀ, ଗଂଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ…
ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’: ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ
ଭୁବନେଶ୍ୱର : ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ…
Video: ଡାଲା ଅଟୋରେ ଆସି କଲେଜ ପିଲାଙ୍କୁ କିଏ ଉଠାଇ ନେଉଛି, ଖସି ଆସି ସବୁ କହିଲେ ଛାତ୍ର
କଟକ: ଅଭିନବ ଉପାୟରେ ଜଣେ ନାବାଳକକୁ କୌଶଳ କ୍ରମେ ବେହୋସ କରାଇ ଡାଲା ଅଟୋରେ ପକାଇ ନେଇଯାଉଥିଲେ ଦୁର୍ବୁତ୍ତ । ହେଲେ ସୌଭାଗ୍ୟ ବସତଃ ଦୀର୍ଘ ୫ ଘଂଟା ପରେ ଗାଡିରୁ ଡେଇଁ ଖସି ପକେଇ ଆସିଲା ବାଳକ ଜଣକ । ଏଭଳି ଘଟଣା ଘଟିଛି…
ନୂଆ ନିୟମରେ ରାସନ କାର୍ଡ କଟିିବା ଆଗରୁ ଜାଣନ୍ତୁ କରିବେ କଣ, କେମିତି ବୈଧ ରହିବ ଆପଣଙ୍କ କାର୍ଡ?
ନୂଆଦିଲ୍ଲୀ: ସରକାର ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ ତାଲିକାରୁ କାଟିବାକୁ ଯାଉଛନ୍ତି । ଏଥିପାଇଁ କଡା ଗାଇଡଲାଇନ ଜାରି ହୋଇଛି । ତେଣୁ କାଳେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଯିବ, ସେଥିପାଇଁ ସମୟ ଥାଇ ଏହି ସବୁ…
Big Breaking: ଆସନ୍ତା ଡିସେମ୍ବର ୧୫ରେ ଓଏଏସ୍ ପ୍ରିଲିମ ପରୀକ୍ଷା, ଘୋଷଣା କଲା ଓପିଏସସି
ଭୁବନେଶ୍ୱର: ଓଏଏସ୍ ପ୍ରିଲିମ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଏହି ନୂଆ ପରୀକ୍ଷା ତାରିଖ ଘୋଷଣା କଲା ଓପିଏସସି। ଅକ୍ଟୋବର ମାସ ୨୭ ତାରିଖରେ ଓଡ଼ିଶା ସିଭିଲ୍ ସର୍ଭିସ(ଓସିଏସ) ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା…
ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ୍; ୨୦୨୭ରେ ସରିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ । ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନା । ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍…
ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୂଚନା: କହିଲେ- ‘୭ ଦିନ ଭିତରେ ଜିଲ୍ଲାପାଳମାନେ ଲୋକଙ୍କୁ ଦେବେ ଟଙ୍କା’
ଭୁବନେଶ୍ୱର : ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି ଟଙ୍କା ଦେବେ ଜିଲ୍ଲାପାଳ। ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ…
‘ମୋ ବସ୍’ ସ୍ପିଡ୍ରେ ଲାଗିବ ବ୍ରେକ୍; ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ନିଆଗଲା ପଦକ୍ଷେପ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) 'ମୋ ବସ୍' ସ୍ପିଡ୍ରେ ଲାଗିବ ବ୍ରେକ୍ । ଏଣିକି 'ମୋ ବସ୍' ସ୍ପିଡ୍ରେ ରହିବ ଲିମିଟ୍ । ସହରରେ ଘଣ୍ଟାପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ବେଗ ୫୦ କିମି ରହିବ ।…
‘ଓଡ଼ିଆ ଷ୍ଟାଇଲ’ର ପ୍ରଚାର ପାଇଁ ଜିତିଗଲେ ଟ୍ରମ୍ପ! ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ମଧ୍ୟରେ ଆରମ୍ଭ ହେଲା ବଡ଼ ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏହି ବିଜୟ ପରେ ଟ୍ରମ୍ପ ବିଜୟୀ ଭାଷଣ ଦେବା ସହ…
ପଦ୍ମ ଧରିଲେ ସୁନନ୍ଦା ଦାସ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ
ଭୁବନେଶ୍ୱର: ଆଜି ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ପଦ୍ମ ଧରିଲେ ସୁନନ୍ଦା ଦାସ । ଦଳୀୟ…