
Browsing Category
ରାଜ୍ୟ
ଭିଜିଲାନ୍ସ ଜାଲରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା: ଟଙ୍କା ଅନ୍ଧ କରିଦେଉଛି ମଣିଷଙ୍କୁ ଏବଂ ଏନେଇ ମଣିଷ ଅନେକ ଅପରାଧ କରି ବସୁଛି । କଳାଧନ କମାଇବା ବହୁତ ସହଜ ତେଣୁ ଲୋକେ ଏହି ବାଟକୁ ଆପଣେଇ ଅନେକ ଅପରାଧର ଶିକାର ହେଉଛନ୍ତି । ଦେଶରେ ତଥା ରାଜ୍ୟରେ ପୋଲିସ…
ବସଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ, ଗୁରୁତରଙ୍କୁ ବଡମେଡିକାଲରେ ଭର୍ତ୍ତି
ଚମ୍ପୁଆ: ପ୍ରତିଦିନ ରାଜ୍ୟରେ ଅପରାଧ ଦେଖିବାକୁ ମିଳୁଛି । ହିଂସାକାଣ୍ଡ ଏବଂ ପୂରାତନ ଶତ୍ରୁତା ପାଇଁ ଅନେକ ଲୋକଙ୍କ ଜୀବନ ବଳି ପଡିଯାଉଛି । ମଣିଷ ନିଜର କ୍ରୋଧ ଏବଂ ଅହଙ୍କାରକୁ ନିୟନ୍ତ୍ରଣ ନ କରିପାରି ସାଜି ଯାଉଛି…
ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ: ଆଜିଠୁ ୭ ଦିନ ପାଇଁ ରିମାଣ୍ଡରେ ଗଲା ଲେଡି ବ୍ଲାକମେଲର
ଭୁବନେଶ୍ୱର: ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ
ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିଷୟରେ ଆସିଛି ନୂଆ ଅପଡେଟ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଆବେଦନ ମାମଲାରେ ଇଡିକୁ ମିଳିଛି ମଞ୍ଜୁରୀ । ଏବେ ଅର୍ଚ୍ଚନାଙ୍କୁ ୭ ଦିନିଆ…
ଭୁବନେଶ୍ୱରରେ ଜଳିଗଲା ଏସବିଆଇ ଏଟିଏମ
ଭୁବନେଶ୍ୱର: ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟରେ ଥିବା ଏସବିଆଇ ଏଟିଏମ ପୋଡ଼ି ଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀସାଗର କେନାଲ ରୋଡ଼ ଓସ୍କାର ସିଟିରେ ଥିବା ଏଟିଏମ ଜଳି ଯାଇଛି । ଏହି ଏଟିଏମ ଉପରେ ପାଖାପାଖି ୫ ହଜାରରୁ…
ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୭୫.୮୯% ମତଦାନ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହୋଥିବା ମତଦାନ ଅପରାହ୍ନ ୪ଟାରେ ଶେଷ ହୋଇଛି । ତେବେ ଯେଉଁ ଭୋଟରମାନେ ଅପରାହ୍ନ ୪ଟା ସୁଦ୍ଧା ବୁଥ୍ରେ ପହଞ୍ଚିଥିଲେ, ସେମାନେ ଏବେ…
‘ପ୍ରତୀକ୍ଷା’ ଫିଲ୍ମ ସାହାଯ୍ୟରେ ସଚେତନ ବାର୍ତ୍ତା ଦେଲା ରାଜ୍ୟ ସଡ଼କ ପରିବହନ ବିଭାଗ, ପରିବାର ସୁରକ୍ଷା ପାଇଁ ହେଲମେଟ ପିନ୍ଧିବାକୁ ଅପିଲ୍
ଭୁବନେଶ୍ୱର: ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ଦଶ ହଜାର ଦୁର୍ଘଟଣା ଘଟୁଥିବା ବେଳେ ୫ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହି ଦୁର୍ଘଟଣା ଗୁଡିକୁ ଲକ୍ଷ୍ୟକଲେ ଜଣାପଡେ ଅନେକ ଲୋକେ ହେଲମେଟ ବ୍ୟବହାର କରି ନଥିବାରୁ…
ସାଧାରଣ ଲୋକଙ୍କ ସମସ୍ୟା:ଆରମ୍ଭ ହେଲା ଓଭରବ୍ରିଜ କାର୍ଯ୍ୟ ହେଲେ ସରିବ କେବେ ?
ଭୁବନେଶ୍ୱର: କଥା ରହିଛି ଚେଇଁ ଶୋଇଥିବ ଯିଏ, ତାକୁ ଜଗାଇବ କିଏ? ରାଜଧାନୀରେ ରାସ୍ତା ସମସ୍ୟା ସାଧାରଣ କଥା । ଏହା ପ୍ରଶାସନକୁ ମଧ୍ୟ ଅଛପା ନୁହେଁ । ଏହାକୁ ନେଇ ବାରମ୍ବାର ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ସମସ୍ୟାର…
କୋର୍ଟକୁ ଯିବା ସମୟରେ ଅର୍ଚ୍ଚନାଙ୍କ ବଡ଼ ବୟାନ: ଅକ୍ଷୟ ପରିଜାଙ୍କୁ ନେଇ କହିଲେ ଏପରି
ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର କୋର୍ଟକୁ ଅଣାଯାଇଛି । ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ଆଜି ଇଡି ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି…
Electoral Bonds:ନିଜ ପସନ୍ଦର ପାର୍ଟିକୁ ଚାନ୍ଦା ଦେବାକୁ ଚାହାନ୍ତି କି ? ତେବେ ଜାଣନ୍ତୁ ଏହା କଣ, ଆଜିଠୁ ଏହାର ବିକ୍ରି ଆରମ୍ଭ
ନୂଆଦିଲ୍ଲୀ: କଣ ଆପଣ ନିଜ ପସନ୍ଦର ପାର୍ଟିକୁ ଚାନ୍ଦା ଦେବାକୁ ଚାହାନ୍ତି କି? ତେବେ ବ୍ୟାଙ୍କ ଯାଇ ଇଲେକ୍ଟୋରାଲ ବଣ୍ଡ କିଣି ପାରିବେ। ରାଜନୈତିକ ପାର୍ଟିଗୁଡିକୁ ଚାନ୍ଦା ଦେବା ପାଇଁ ବ୍ୟବହାର କରାଯାଉଥିବା…