
Browsing Category
ରାଜ୍ୟ
ଅଲିଭି ରିଡିଲେଙ୍କ ମିଳନ ଋତୁ ଆରମ୍ଭ: ଅସ୍ତରଙ୍ଗ ସମୁଦ୍ରରେ ଲାଗିଲା କଟକଣା..
ଆରମ୍ଭ ହୋଇଛି ବିରଳ ଅଲିଭି ରିଡିଲେ କଇଁଛମାନଙ୍କ ମିଳନ ଋତୁ । ଏଥିପାଇଁ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଲାଗିଛି । ନଭେମ୍ବର ୧ ତାରିଖରୁ ମେ ୧ ତାରିଖ ପର୍ଯ୍ୟନ୍ତ ଏହି…
ଭୁବନେଶ୍ୱର AIIMSରେ ନିଯୁକ୍ତି ସୁଯୋଗ: ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ
ଭୁବନେଶ୍ୱର: ଭୁବନେଶ୍ୱର AIIMSରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଓଡ଼ିଶାସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ବିଭିନ୍ନ ବିଭାଗରେ ପ୍ରଫେସର ପଦବୀ ପୂରଣ ପାଇଁ ଅନଲାଇନ ଆବେଦନ ଆମନ୍ତ୍ରିତ…
ରାଜଧାନୀରେ ନିର୍ମମ କାଣ୍ଡ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ହୋଇଥିବା ନେଇ ଅଭଯୋଗ ହୋଇଛି । ଯାହାକୁ ନେଇ ଏବେ ମାମଲା ସରଗରମ ହୋଇଛି ।…
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ: ଜାଣନ୍ତୁ କେତେଟାରୁ ପାକତ୍ୟାଗ ?
ପୁରୀ(ଓଡ଼ିଶା ଭାସ୍କର): ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ ହୋଇଛି । ଶ୍ରୀମନ୍ଦିର ନୀତିକାନ୍ତ ଓ ପାକତ୍ୟାଗ ନେଇ ନୀତି…
ଏକ ତରଫା ପ୍ରେମକୁ ନେଇ ଛୁରାମାଡ ; ଅଳ୍ପକେ ବର୍ତ୍ତିଲା ଇଂଜିନିୟରିଂ ଛାତ୍ରୀଙ୍କ ଜୀବନ
କଟକ: ଆଜିକାଲି ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ ଘଟଣା ବଢିବାର ଲାଗିଛି । ଖାସ କରି ପ୍ରେମ ବ୍ୟାପାରକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । କିଏ ପ୍ରେମ ପାଇଁ ନିଜ ଜୀବନ ହାରୁଛି ତ ଆଉ…
୧୪ ଜଣ ଅଧିକାରୀଙ୍କ ଉପରେ ନବୀନଙ୍କ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ୪ ଅଫିସର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକ୍ସନ ମୋଡରେ ୧୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…
୨୦୨୩ କ୍ୟାଲେଣ୍ଡର ବର୍ଷରେ କେତେଦିନ ସରକାରୀ ଅଫିସ ବନ୍ଦ ରହିବ: ରାଜ୍ୟ ସରକାର ଘୋଷଣା କଲେ ଛୁଟି ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୩ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଲିଷ୍ଟ ଘୋଷଣା କରାଯାଇଛି । ଏହି ଲିଷ୍ଟରେ ରବିବାରଗୁଡ଼ିକୁ ଛୁଟିଦିନ ଭାବେ ସାମିଲ କରାଯାଇ ନାହିଁ । ରାଜ୍ୟ ସରକାରଙ୍କର ସମସ୍ତ…
ଧାମନଗର ନିର୍ବାଚନ ଉପରେ ସଭିଁଙ୍କ ନଜର : ଜିତିବା ପାଇଁ ସବୁ ଦଳର ପ୍ରାଣମୂଚ୍ଛା ଉଦ୍ୟମ , ଭାଙ୍ଗିବ କି ବିଜେଡିର ଉପନିର୍ବାଚନ ଜିତିବା ରେକର୍ଡ?
ଭୁବନେଶ୍ୱର: ପଡୁଛି ଉଠୁଛି ଧାମନଗର । ଚାଲିଛି ଜୋର ସୋର ନିର୍ବାଚନ ପ୍ରଚାର । କାରଣ ଆଜି ହେଉଛି ପ୍ରଚାରର ଶେଷ ଦିନ । ଆଜି ମୈଦାନରେ ଦେଖିବାକୁ ମିଳିଛି ହେବିୱେଟ ନେତା ମାନଙ୍କ ଗହଳି । ରାସ୍ତା ଘାଟରେ ବୁଲି ଘୂରୂଛି…
ରାଜ୍ୟର ୬୪୮ଟି ହାଇସ୍କୁଲକୁ ମିଳିବ ପୂର୍ଣ୍ଣ ଅନୁଦାନ: ନିଯୁକ୍ତି ପାଇବେ ୮ ହଜାର କମ୍ପ୍ୟୁଟର ଶିକ୍ଷକ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରି ଆସିଛନ୍ତି । ସରକାରୀ ସ୍କୁଲଗୁଡ଼ିକରେ ନବକଳେବର କରାଯିବା ସହ ଖାଲିଥିବା ଶିକ୍ଷକ ଓ ଅନ୍ୟାନ୍ୟ ପଦବୀଗୁଡ଼ିକୁ ପୂରଣ କରାଯାଉଛି ।…
(ଭିଡ଼ିଓ )ତଳ ମହଲାରେ ବାଇକ୍ ଶୋ ରୁମ୍ ଆଉ ଉପରେ ଚାଲିଛି ଦେହ ବ୍ୟାପାର,ପୁଣି ଠାବ ହେଲା ଆଉ ଏକ ସେକ୍ସ ରାକେଟ
ବ୍ରହ୍ମପୁର: ତୁଳସୀ ନାମ ରେ କଳଙ୍କ ଛିଟା । ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଦୀର୍ଘଦିନ ଧରି ଚାଲିଥିବା…