CHARIDHAM
Browsing Category

ରାଜ୍ୟ

ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ: ରାଉରକେଲା ଏଡିଜେ-୧ ଶୁଣାଇଲେ ଏପରି ରାୟ

ରାଉରକେଲା: ଡାହାଣୀ ସନ୍ଦେହରେ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ମିଳିଥିବା ସୂଚନା ମିଳିଛି । ୧୪ ଜଣଙ୍କୁ ଏପରି…

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ: କ୍ରିପ୍ଟୋ ଲିଙ୍କ ଥିବା ସୂଚନା!

ଭୁବନେଶ୍ୱର: ଭୁବନେଶ୍ୱର ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ହୋଇଛି ରେଡ୍ । ଆରଡବ୍ଲୁଏସଏସ ର ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Mo Seva Kendraରେ ହେବ HSRP ରେଜିଷ୍ଟ୍ରେସନ ଓ ସ୍ଲଟ୍ ବୁକିଂ, STAର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…

OAS, ORS ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି: ସଦାକର କୁମ୍ଭକରଙ୍କୁ ପଦ୍ମପୁର ଆସିଷ୍ଟାଣ୍ଟ କଲେକ୍ଟର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଓଏଏସ-ଏ (ଜେବି), ଓଆରଏସ ଓ ଗ୍ରୁପ-ବି ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ବାବଦରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ…

କଏଦୀମାନେ ହେବେ Radio Jockey: ରାଜ୍ୟର ଦୁଇଟି ଜେଲରେ ଖୋଲିବ FM Radio ଷ୍ଟେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନେ ହେବେ ରେଡିଓ ଜକି । ରାଜ୍ୟର ଚୌଦ୍ୱାର ସର୍କଲ ଜେଲ ଓ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲରେ ଖୁବଶୀଘ୍ର ଖୋଲିବ ଏଫଏମ ଷ୍ଟେସନ । କଏଦୀମାନେ ନିଜର କଳାକୌଶଳ ମାଧ୍ୟମରେ ସେମାନଙ୍କର…

୧୩୦୦ରୁ ଅଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସହ ସ୍ୱିଗିର ସମ୍ପର୍କ: ବ୍ୟବସାୟକୁ କରୁଛି ଲାଭବାନ

ଭୁବନେଶ୍ୱର: ଆଜିକାଲି ଲୋକମାନେ ବିଭିନ୍ନ କାମ ପାଇଁ ଅନଲା?ଇନ ସେବା ଉପରେ ନିର୍ଭର କରାୁଛନ୍ତି । ବିଶେଷ କରି ସପିଙ୍ଗ ଏବଂ ଫୁଡିଙ୍ଗରେ ବିଭିନ୍ନ ଅନଲାଇନ ଆପ ବ୍ୟବହାର କରୁଛଥିବାର ଦେଖାଯାଉଛି । ଅନଲାଇନରେ ଖାଦ୍ୟ ଅର୍ଡ଼ର…

(Video) ପୂଣ୍ୟ କରିବା ପାଇଁ ନେମାଳ ଯାଉଛି ମାଙ୍କଡ: ଯାହା କେବେ କରିନି ମଣିଷ ତାହା କରି ଦେଲା ପଶୁ଼

ଶ୍ରୀକ୍ଷେତ୍ରରୁ କଟକ ଜିଲ୍ଲା ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ । ଦୁରତା ହେବ ୧୨୦ କିଲୋ ମିଟରରୁ ଅଧିକ । ଡେଇଁ ଡେଇଁ ନୁହେଁ, ମଣିଷଙ୍କ ଭଳି ଚାଲି ଚାଲି ଅଚ୍ୟୁତାନନ୍ଦଙ୍କ ପୀଠକୁ ଯାଉଛି ବୁଢ଼ା ପାତି ମାଙ୍କଡ଼ । ସେଠାରେ…

ରାତି ଅଧରେ ପୁଷ୍ପା ଷ୍ଟାଇଲରେ ହେଉଥିଲା କାଠ ଚୋରା ଚାଲାଣ ! ମାଡ଼ି ବସିଲା ବନ ବିଭାଗ

ସାରା ଦେଶରେ ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ଅନେକ ଲୋକଙ୍କୁ ଏହାର ନିଶା ଘାରିଛି । ଏମିତିକି ଚୋରମାନେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରିବା ଆରମ୍ଭ କରିଛନ୍ତି । ପୁଷ୍ପା ଷ୍ଟାଇଲରେ ଚାଲିଥିଲା ବେଆଇନ କାଠ…

ଏଣିକି ଭିତରକନିକା ଏବଂ ଚିଲିକାକୁ ଜଗି ରହିବ ଡ୍ରୋନ: ପର୍ଯ୍ୟବେକ୍ଷଣ ପାଇଁ ହେବ ବ୍ୟବସ୍ଥା

ଓଡିଶାର ପର୍ଯ୍ୟଟନସ୍ଥଳୀ ଏବଂ ଏହାର ସୁରକ୍ଷାକୁ ନେଇ ସରକାର ନେଇଛନ୍ତି ଆଉ ଏକ ବଡ ପଦକ୍ଷେପ । ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଫଳରେ ଏବେ ବେଆଇନ କାର୍ଯ୍ୟକଳାପରୁ ମୁକ୍ତ ରହିବ…

ବେଆଇନ ଟଙ୍କା କାରବାରର ପର୍ଦ୍ଧାଫାସ୍‌ କରିବ ଇଡି, FIR କପି ହସ୍ତାନ୍ତର କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଗତକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ତେବେ ଆଜି ତାଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି। ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ…