Browsing Category

ରାଜ୍ୟ

ଜୁଲାଇ 4ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ଉପରେ ପର୍ଯ୍ୟବେସିତ ଓଡ଼ିଆ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ରିଲିଜ ତାରିଖ ପ୍ରକାଶ ପାଇଛି । ସୂଚନା ମୁତାବକ, ଜୁଲାଇ 4 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସବୁଠୁ ବଡ…

9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2, କମ୍ ଦାମରେ ମିଳିବ ଜବରଦସ୍ତ ଫିଚର୍ସ

ନୂଆଦିଲ୍ଲୀ: 9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2 । Redmi ଏହାର ବଜେଟ୍ ଫ୍ରେଣ୍ଡଲି ଟାବଲେଟ୍ Pad 2 ଲଞ୍ଚ କରିଛି । ଏହି ଟାବଲେଟର୍ 9,000mAh ବ୍ୟାଟେରୀ, 2.5k ରିଜୋଲ୍ୟସନ୍ ଡିସପ୍ଲେ ସମେତ ଅନେକ…

ଚାଲିଛି କୋଟିଆ କମିଟିର ପ୍ରଥମ ବୈଠକ, କୋଟିଆ ବିବାଦରେ ଆଜି ପଡ଼ିବ କି ଯବନିକା ?

ଭୁବନନେଶ୍ବର:  ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ କରିବାକୁ ଆଜି ବସିଛି ବୈଠକ । ଗଠିତ 16 ଜଣିଆ କମିଟିର ଏହା ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଲୋକସେବା ଭବନରେ…

ଗଞ୍ଜାମ ହେବ ଶିଳ୍ପ ହବ୍; ମୁଖ୍ୟମନ୍ତ୍ରୀ କହିଲେ- ଆମର କଥା ଓ କାମ ସମାନ

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…

୬ଟି ଦେଶୀ ବନ୍ଧୁକ ଜବତ, ୬ ଅପରାଧୀ ଗିରଫ

ପୁରୀ: ରଥଯାତ୍ରା ପାଖେଇ ଆସୁଛି। ଆଜି ଶ୍ରୀମନ୍ଦିରରେ ଚାଲିଛି ରୁକ୍ମଣୀ ହରଣ ନୀତି। ଏହାରି ମଧ୍ୟରେ ଅର୍ଥାତ ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡ଼ରେ ପୁରୀ ପୋଲିସ। ୬ଟି ଦେଶୀ ବନ୍ଧୁକ ଜବତ ହେବା ସହ ୬ ଜଣ ଅପରାଧୀ ଗିରଫ…

ଚାକିରି ସ୍ଥାୟୀ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ

ଭୁବନେଶ୍ବର: ପୁଣି ଚାକିରି ନିୟମିତ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ଚାକିକି ନିୟମିତ କରାନଯିବାରୁ ଭୁବନେଶ୍ବର ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । 2 ଦଫା ଦାବି ନେଇ ଧାରଣା ଦେଇଛନ୍ତି କନିଷ୍ଠ…

ବାରଙ୍ଗରେ ଟ୍ରକ୍ ସହ ପିଟିହେଲା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍

କଟକ: ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ । ଆଗଠଡ଼ରୁ ଭୁବନେଶ୍ୱର ଫେରିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ବାରଙ୍ଗ ଷଣ୍ଢପୁର ନିକଟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।…

୭ ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୪୮ ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏ ନେଇ ରେଳ ଅଡିଟୋରିୟମଠାରେ ନିଯୁକ୍ତି ମେଳା ପାଇଁ ଆୟାଜନ କରାଯାଇଛି । ମୋଟ ୭ ଟି ବିଭାଗର ୧୨୪୮ ଜଣଙ୍କୁ…

ସ୍ତ୍ରୀ କିମ୍ବା ଝିଅଙ୍କ ନାଁରେ ଘର କିଣନ୍ତୁ, ବଞ୍ଚିଯିବ ଲକ୍ଷ ଲକ୍ଷ ଟଙ୍କା

ମୁମ୍ବାଇ: ଘର କିଣିବାକୁ ଚାଁହୁଛନ୍ତି କି? ତେବେ ମାଆ, ଝିଅ କିମ୍ବା ସ୍ତ୍ରୀଙ୍କ ନାଁରେ ଘର କିଣନ୍ତୁ, ଯାହାଦ୍ୱାରା ବଞ୍ଚିଯିବ ଆପଣଙ୍କର ଲକ୍ଷ ଲକ୍ଷ ଟଙ୍କା। ମୁମ୍ବାଇ ଭଳି ବଡ ସହରରେ କିଏ ବା ଘର କିଣିବାକୁ ନଚାହେଁ,…

ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ, ପାଳନ ହେବ ରୁକ୍ମଣୀ ହରଣ ନୀତି

ପୁରୀ: ଆଜି ରୁକ୍ମଣୀ ହରଣ ନୀତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀ ଚଳଚଞ୍ଚଳ, ସଜେଇ ହୋଇଛି ଶ୍ରୀମନ୍ଦିର। ସକାଳ ଧୂପ ପରେ ବିଭିନ୍ନ…